ଦଶମ ପାସଙ୍କ ପାଇଁ ଭାରତୀୟ ରେଳରେ ବାହାରିଛି ଚାକିରି; ମାସକୁ ଦରମା ୫୬,୦୦୦ରୁ ଅଧିକ

ନୂଆଦିଲ୍ଲୀ: ଉତ୍ତର କେନ୍ଦ୍ରୀୟ ରେଳବାଇ, ଏନସିଆରରେ apprentice ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଯୋଗ୍ୟ ପ୍ରାର୍ଥୀମାନେ ଆରପିସି ପ୍ରୟାଗରାଜର ଅଫିସିଆଲ ୱେବସାଇଟ୍ rrcpryj.org କୁ ଯାଇ…

ଦୀପାବଳୀ ପରେ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ, ନିଯୁକ୍ତ ପାଇବେ ୧୬ ହଜାର ଶିକ୍ଷକ: ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ରାଜ୍ୟରେ ଧିରେ ଧିରେ ସ୍କୁଲ ଖୋଲିବା ଆରମ୍ଭ ହୋଇଛି । ଏହାରି ମଧ୍ୟରେ ସ୍କୁଲ ଖୋଲିବା ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ…

ଶାହାରୁଖଙ୍କ ସହଯୋଗୀ ଆର୍ଯ୍ୟନଙ୍କୁ ବଞ୍ଚାଇବାକୁ ଟଙ୍କା ଦେଇଥିଲେ, କିନ୍ତୁ ପରେ କ୍ୟାସ୍ ରିଟର୍ଣ୍ଣ ନେଇଥିଲେ

ମୁମ୍ବାଇ: ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲରେ ଫସିଥିବା ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ବେଲ ମିଳିସାରିଛି । କିନ୍ତୁ ଏହି ମାମଲାରେ ଆଉ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ଡ୍ରଗ୍ସ ମାମଲାରେ ସାକ୍ଷୀ ପ୍ରଭାକର…

ଅଭିନେତା ପୁନିଥଙ୍କ ମୃତ୍ୟୁପରେ ମେଡିକାଲରେ ଲାଗିଛି ଭିଡ଼, କାରଣ ଜାଣିଲେ ଆପଣ ବି…

ବେଙ୍ଗାଲୁରୁ: କନ୍ନଡ଼ ଫିଲ୍ମ ଅଭିନେତା ପୁନିଥ ରାଜକୁମାର ଆଉ ଏ ଦୁନିଆରେ ନାହାନ୍ତି । ଗତ ଶୁକ୍ରବାର ଦିନ ହୃଦଘାତ ଯୋଗୁଁ ବେଙ୍ଗାଲୁରୁର ଏକ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଛି । ମାତ୍ର ୪୬ ବର୍ଷ ବୟସରେ ସେ ଦୁନିଆକୁ…

ଭିଜିଲାନ୍ସ ଚଢ଼ାଉ ପରେ କୋଟିପତି SI ଗିରଫ

ଢ଼େଙ୍କାନାଳ(ଓଡ଼ିଶା ଭାସ୍କର): ଢେଙ୍କାନାଳ ମହାବିରୋଡ଼ ଫାଣ୍ଡି ଅଧିକାରୀ ବା କୋଟିପତି ଏସଆଇ ସମରେନ୍ଦ୍ର ସାମଲ ଗିରଫ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଆଜି ଗିରଫ କରାଯାଇଛି । କୋଟିପତି ଏସଆଇ…

୨୧ ବର୍ଷରେ ଛାଡିଲେ ରେଷ୍ଟୁରାଣ୍ଟ ଚାକିରି, ଏବେ ମାସକୁ କମାଉଛନ୍ତି ୫୦ ଲକ୍ଷ; ଜାଣନ୍ତୁ କେମିତି

ନୂଆଦିଲ୍ଲୀ: ଇଛାଶକ୍ତି ଥିଲେ ମଣିଷ ସବୁକିଛି କରିପାରିବ, ଯାହାକୁ ପ୍ରମାଣିତ କରିଛନ୍ତି ୨୧ ବର୍ଷୀୟା ଜଣେ ଯୁବତୀ । ମାତ୍ର ୨୧ ବର୍ଷ ବୟସରେ ସେ ରେଷ୍ଟୁରାଣ୍ଟ ଚାକିରି ଛାଡି ବ୍ୟବସାୟ ଆରମ୍ଭ କରିଥିଲେ, ଯେଉଁଥିରୁ ସେ…

ଶ୍ରୀମନ୍ଦିର ପାଇଁ୧୯୦.୨୬ କୋଟିର ବଜେଟକୁ ଅନୁମୋଦନ, ଜାଣନ୍ତୁ ରଥଯାତ୍ରା ଓ ସ୍ନାନଯାତ୍ରା ପାଇଁ କେତେ

ପୁରୀ(ଓଡ଼ିଶା ଭାସ୍କର): ଶ୍ରୀମନ୍ଦିର ପାଇଁ ୨୦୨୧-୨୨ ଆର୍ଥିକ ବର୍ଷରେ ବଜେଟ୍କୁ ଅନୁମୋଦନ ମିଳିଛି । ପରିଚାଳନା କମିଟି ମିଟିଂରେ ଶ୍ରୀମନ୍ଦିର ବଜେଟକୁ ମିଳିଛି ଅନୁମୋଦନ । ଶ୍ରୀମନ୍ଦିରର ମୋଟ ବଜେଟ ପରିମାଣ ୧୯୦.୨୬ କୋଟି…

ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସାମ୍ନାରେ ହିଁ ଇସ୍ତଫା ମାଗିଲେ ବିଜେପି ସଦସ୍ୟ, ଦେଖନ୍ତୁ ଭିଡିଓ

କଳାହାଣ୍ଡି(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାକୁ ନେଇ ରାଜ୍ୟ ରାଜନୀତି ତୀବ୍ର ହେବାରେ ଲାଗିଛି । ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସମ୍ପୃକ୍ତିକୁ ନେଇ…

ପତଳା ହେବା ପାଇଁ Intermittent Fasting କରୁଥିଲେ ସାବଧାନ୍! ଜାଣନ୍ତୁ କ’ଣ କୁହନ୍ତି ବିଶେଷଜ୍ଞ

ଆଜିକାଲି ଲୋକମାନେ ଓଜନ କମାଇବାକୁ ଡାଏଟ୍ କରୁଛନ୍ତି ଓ ସମୟ ହିସାବରେ ସେଥିରେ କିଛି ପରିବର୍ତ୍ତନ କରୁଛନ୍ତି । ଏବେ ଇଣ୍ଟରମିଟେଣ୍ଟ ଫାଷ୍ଟିଙ୍ଗ ଖୁବ୍ ପପୁଲାର ହେବାରେ ଲାଗିଛି । ଏଥିରେ ଆପଣ ସକାଳ ୧୦- ୧୧ଟାରୁ ସନ୍ଧ୍ୟା…

ସମବାୟ ନିର୍ବାଚନ ପାଇଁ ଫିଟିଲା ବାଟ; ହାଇକୋର୍ଟ ଦେଲେ ଏପରି ରାୟ

କଟକ(ଓଡ଼ିଶା ଭାସ୍କର): ରାଜ୍ୟରେ ସମବାୟ ନିର୍ବାଚନ ପାଇଁ ବାଟ ଫିଟିଛି । ସୁନ୍ଦରଗଡ଼ ଜିଲ୍ଲା ସମବାୟ ବ୍ୟାଙ୍କ ନିର୍ବାଚନ ମାମଲାରୁ ବାଟ ଫିଟିଛି । ସମବାୟ ବ୍ୟାଙ୍କଗୁଡ଼ିକର ପ୍ରଶାସକ ଦାୟିତ୍ୱରେ ଆଉ ରହିବେନି ଜିଲ୍ଲାପାଳ ।…