ପୁରୀରେ ସେବାୟତଙ୍କୁ ବିଭତ୍ସ ହତ୍ୟା, ପୂର୍ବ ଶତ୍ରୁତାରୁ ଫାୟାରିଂ!

ପୁରୀ(ଓଡ଼ିଶା ଭାସ୍କର): ପୁରୀ ଶ୍ରୀମନ୍ଦିରର ବରିଷ୍ଠ ସେବାୟତଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ଗୁଳିମାଡ଼ରେ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ମୃତ୍ୟୁ ହୋଇଛି । ସୁଆର ମହାସୁଆର ନିଯୋଗର ସାଧାରଣ…

ପଞ୍ଜାବ କଂଗ୍ରେସ ସଭାପତି ପଦରୁ ସିଦ୍ଧୁଙ୍କ ଇସ୍ତଫା: ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖି କହିଲେ ଏପରି…

ଚଣ୍ଡିଗଡ଼: ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଦଳର ସଭାପତି ନବଜୋତ ସିଂ ସିଦ୍ଧୁ ନିଜ ପଦରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ସିଦ୍ଧୁଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ…

୩୧ ମାର୍ଚ୍ଚ ପୂର୍ବରୁ ସାରିଦିଅନ୍ତୁ ଏହି କାମ, ନଚେତ୍ ବନ୍ଦ ହୋଇଯିବ ବ୍ୟାଙ୍କିଙ୍ଗ୍ ସେବା

ନୂଆଦିଲ୍ଲୀ : ଦେଶର ସବୁଠାରୁ ବଡ଼ ପବ୍ଲିକ ସେକ୍ଟର ବ୍ୟାଙ୍କ ଏସବିଆଇ ଗ୍ରାହକଙ୍କ ପାଇଁ ଏକ ସତର୍କ ସୂଚନା ଜାରି କରିଛି । ଏ ବାବଦରେ ବ୍ୟାଙ୍କ ଏକ ଟ୍ୱିଟ୍ କରିଛି । ଟ୍ୱିଟରେ ବ୍ୟାଙ୍କ ନିଜର ଆକାଉଣ୍ଟଧାରୀମାନଙ୍କୁ ୩୧…

ରାସ୍ତାକଡ଼ରୁ ଯୁବତୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର: ପଥରରେ ଛେଚି ହତ୍ୟା ସନ୍ଦେହ

ଗଞ୍ଜାମ(ଓଡ଼ିଶା ଭାସ୍କର): ରାସ୍ତାକଡ଼ରୁ ଯୁବତରଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର ହୋଇଛି । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ବଡ଼ଘାଟି ନିକଟ ରାସ୍ତ କଡ଼ରୁ ମୃତଦହ ଉଦ୍ଧାର କରାଯାଇଛି । ଯୁବତୀଙ୍କୁ ପଥରରେ ଛେଚି କେହି…

ସକାଳେ ଖାଲି ପେଟରେ ଚା’ ପିଉଛନ୍ତି କି? ହାଡ଼ ହୋଇପାରେ ଦୁର୍ବଳ, ଜାଣନ୍ତୁ ଅନ୍ୟ ଅସୁବିଧା…

ଯଦି ଆପଣ ସକାଳୁ ଉଠି ଖାଲି ପେଟରେ ଚା’ ପିଇବାକୁ ପସନ୍ଦ କରନ୍ତି, ତେବେ ଏହି ଅଭ୍ୟାସ ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ । ଅନୁସନ୍ଧାନରୁ ଜଣାପଡିଛି ଯେ, ଯଦି ଆପଣ ଖାଲି ପେଟରେ କଫିନ୍ର ସେବନ କରୁଛନ୍ତି, ଚା’ ଓ କଫି…

୫ ବର୍ଷର ନିରୀହ ଭାଣେଜୀକୁ ବଳତ୍କାର: କୋର୍ଟ କହିଲେ- ‘ସମାଜରେ ରହିବାର ଯୋଗ୍ୟତା ନାହିଁ, ଫାଶୀରେ ଝୁଲା’

ଲଖନଉ: ଆଠ ବର୍ଷ ପୂର୍ବେ ସମ୍ପର୍କରେ ୫ ବର୍ଷର ଭାଣେଜୀଙ୍କୁ ବଳତ୍କାର ଓ ପରେ ନିର୍ମମ ହତ୍ୟା କରିବା ମାମଲାରେ ମଙ୍ଗଳବାର ଦିନ ପୋକ୍ସୋ କୋର୍ଟ ଜଣେ ବ୍ୟକ୍ତିଙ୍କୁ ଫାଶୀଦଣ୍ଡ ଦେଇଛନ୍ତି । ଶିଶୁ ଯୌନ ଅପରାଧ ସଂରକ୍ଷଣ…

ଆଜିଠୁ ୧୨ରୁ ୧୪ ବର୍ଷ ପିଲାଙ୍କୁ କରୋନା ଟିକା: ଜାଣନ୍ତୁ କ’ଣ ରହିଛି ଗାଇଡଲାଇନ୍

ନୂଆଦିଲ୍ଲୀ: ଆଜିଠୁ ୧୨ରୁ ୧୪ ବର୍ଷ ପିଲାଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇଛି । ୧୨ରୁ ୧୪ ବର୍ଷ ପିଲାଙ୍କୁ କେବଳ କୋର୍ବେଭାକ୍ସ ଟିକା ଦିଆଯିବ । ତେବେ ମଙ୍ଗଳବାର ଦିନ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୨-୧୪ ବର୍ଷ ପିଲାଙ୍କ…

ଭିଜିଲାନ୍ସ ଜାଲରେ କଟକ ଡ୍ରେନେଜ ଡିଭିଜନର ନିର୍ବାହୀ ଯନ୍ତ୍ରୀ

କଟକ(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଲେ କଟକ ଡ୍ରେନେଜ୍ ଡିଭିଜନର ନିର୍ବାହୀ ଯନ୍ତ୍ରୀ । ସୂଚନା ଅନୁସାରେ, ନିର୍ବାହୀ ଯନ୍ତ୍ରୀ ମନୋଜ ବେହେରାଙ୍କ ଘରେ ଚଢ଼ାଉ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…

ଗରିବଙ୍କ ପାଇଁ ଖୁସିଖବର: ହୋଲି ପରେ ବି ୧୫ କୋଟି ଲୋକଙ୍କୁ ମିଳିବ ମାଗଣା ରାସନ

ଲଖନଉ: ଉତ୍ତରପ୍ରନେଶରେ ମାଗଣା ରାସନ ବଣ୍ଟନ ଯୋଜନା ଚଳିତ ମାସରେ ବନ୍ଦ ହେବ ନାହିଁ । ଯୋଗୀ ଆଦିତ୍ୟନାଥ ସରକାର ଗରିବଙ୍କୁ ମାଗଣା ରାସନ ଯୋଗାଇବା ଯୋଜନାକୁ ବିସ୍ତାର କରିବାକୁ ଯାଉଛନ୍ତି । ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ…

ଏନକାଉଣ୍ଟରରେ୨ ମହିଳା ମାଓବାଦୀ ନିହତ

ସୁକୁମା: ଛତିଶଗଡ଼ ସୁକୁମା ଦନ୍ତେୱାଡ଼ା ସୀମାରେ ଯବାନ- ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଯବାନଙ୍କ ଗୁଳିରେ ୨ ମହିଳା ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ୨ଟି ରାଇଫଲ ଓ ଗୋଟିଏ ଦେଶୀ…