fbpx

କାଲି ସକାଳ ସୁଦ୍ଧା ୧୨ ଜିଲ୍ଲା ସାବଧାନ୍! ଝଡବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ ଝଡବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏନେଇ କାଲି ସକାଳ ସୁଦ୍ଧା ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ହୋଇଛି । ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡିକ ହେଉଛି -…

ଓଡିଶାର ୧୨ ଅନାଥ ପିଲାଙ୍କୁ ମିଳିବ କରୋନା ଭତ୍ତା

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ପ୍ରତିଦିନ ଅନେକ ଲୋକ ପ୍ରାଣ ହରାଉଛନ୍ତି । କରୋନାରେ ବାପା, ମାଆଙ୍କୁ ହରାଉଥିବା ପିଲାଙ୍କୁ ସହାୟତା ଯୋଗାଇବାକୁ ଅଣ୍ଟା ଭିିଡିଛନ୍ତି ସରକାର…

ସୁଶାନ୍ତ ସିଂ କେସରେ ଆସିଲା ଭିନ୍ନ ମୋଡ ! ସିଦ୍ଧାର୍ଥ ପିଠାନୀ କଲେ ଏହି ଖୁଲାସା, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଏକ ବର୍ଷ ପୂରଣ ହେବା ପୂର୍ବରୁ ଘଟଣାରେ ଆସିଛି ନୂଆ ମୋଡ । ନିକଟରେ ସୁଶାନ୍ତଙ୍କ ରୁମମେଟ୍ ସିଦ୍ଧାର୍ଥ ପିଠାନୀଙ୍କୁ ଡ୍ରଗ୍ସ ମାମଲାରେ ଉଠାଇନେଇଛି ଏନସିବି ।…

ଏଥର ୟୁ-ଟ୍ୟୁବରେ ପୂରା ରଥଯାତ୍ରାର ସିଧାପ୍ରସାରଣ

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ ଏବେବି କରୋନା ମହାମାରୀର ପ୍ରକୋପ ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ୟୁ-ଟ୍ୟୁବ ଜରିଆରେ ପୁରୀ ରଥଯାତ୍ରାର ସିଧାପ୍ରସାରଣ କରିବାକୁ ଯାଉଛନ୍ତି ସରକାର ।…

କରୋନା ସ୍ଥିତିରେ କେବେ ଆସିବ ସୁଧାର? ଜାଣନ୍ତୁ କ’ଣ କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ଥମିବାରେ ନାଁ ନେଉନାହିଁ । କେବେ ଏହି କରୋନା ସ୍ଥିତିରେ ସୁଧାର ଆସିବ ବୋଲି ଲୋକଙ୍କ ମନରେ ପ୍ରଶ୍ନ ଉଙ୍କିମାରୁଛି । ଏଭଳି…

ସମୁଦ୍ରରେ ବଢିବ ଭାରତର ତାକତ୍: ୬ ବୁଡ଼ାଜାହାଡ ପାଇଁ ୫୦ ହଜାର କୋଟି ମଞ୍ଜୁର

ନୂଆଦିଲ୍ଲୀ: ଗତ କିଛି ମାସ ଧରି ପୂର୍ବ ଲଦାଖରେ ଚୀନ ସହ ଚାଲିଥିବା ବିବାଦ ଓ ଜମ୍ମୁ-କାଶ୍ମୀରରେ ପାକିସ୍ତାନୀ ଆକ୍ରମଣକୁ ଦୃଷ୍ଟିରେ ରଖି ଭାରତ ନିଜ ସେନାର ଶକ୍ତି ବଢାଇବାରେ ଲାଗିଛି । ଏଭଳି ପରିସ୍ଥିତିରେ ସମୁଦ୍ରରେ…

ପିଏମ ମୋଦୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ବ୍ୟକ୍ତି ଗିରଫ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଉଥିବା ବ୍ୟକ୍ତିକୁ ଗିରଫ କରିଛି ଦିଲ୍ଲୀ ପୋଲିସ । କୁହାଯାଉଛି ଯେ, ଗତ ରାତିରେ ସଲମାନ ନାମକ ଜଣେ ବ୍ୟକ୍ତି ପୋଲିସକୁ ଫୋନ୍ କରି ପିଏମ…

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ଓଡିଶାରେ +୨ ପରୀକ୍ଷା ବାତିଲ

ଭୁବନେଶ୍ୱର (ଓଡିଶା ଭାସ୍କର): କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ରାଜ୍ୟରେ +୨ ପରୀକ୍ଷା ବାତିଲ ହୋଇଛି । +୨ ପରୀକ୍ଷାକୁ ବାତିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରୀକ୍ଷାଠାରୁ ଛାତ୍ରଛାତ୍ରୀଙ୍କ ଜୀବନ…

ଆରମ୍ଭ ହେଲା କି କରୋନାର ତୃତୀୟ ଲହର! ୨ ରାଜ୍ୟରେ ୯୦ ହଜାର ଶିଶୁ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ବର୍ତ୍ତମାନ ସୁଦ୍ଧା ଥମିନଥିବା ବେଳେ ତୃତୀୟ ଲହର ହଇଚଇ ସୃଷ୍ଟି କରିଛି । ତୃତୀୟ ଲହରକୁ ନେଇ ପ୍ରଥମରୁ ଚେତାବନୀ ଦିଆସରିଛି କି, ଏହା ଶିଶୁଙ୍କ ପାଇଁ ଅଧିକ…

୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ କେବେ ଦିଆଯିବ ୨ୟ ଡୋଜ୍ ଟିକା? ଜାଣନ୍ତୁ କ’ଣ କହିଲା ବିଏମସି

ଭୁବନେଶ୍ୱର(ଓଡିଶା ଭାସ୍କର): କରୋନା ମହାମାରୀର ମୁକାବିଲା ପାଇଁ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଏହାରି ମଧ୍ୟରେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଦ୍ୱିତୀୟ ଡୋଜ ଟିକାକରଣ ପାଇଁ ବିଏମସି ପ୍ରସ୍ତୁତି ଆରମ୍ଭ କରିଛି ।…