Breaking News ଗାଧୋଇବା ବେଳେ କରନ୍ତୁ ନାହିଁ ଏହି ୫ଟି ଭୁଲ୍, ଖରାପ ହୋଇଯିବ ସ୍କିନ୍ Sushreejyoti Routray Jan 27, 2022 ବ୍ରଣର ସମସ୍ୟା କେବଳ ମୁହଁରେ ନୁହେଁ, ବରଂ କାନ୍ଧ, ପିଠି ବା ଶରୀରରେ ଯେ କୌଣସି ଅଙ୍ଗରେ ହୋଇପାରେ । ଏଥିରେ କୁଣ୍ଡେଇ ହେବା ସହ ଚର୍ମରେ ଉତ୍ତେଜନା ଭଳି ସମସ୍ୟା ଦେଖାଦେଇଥାଏ । ଗାଧୋଇବା ବେଳେ ଯଦି କିଛି ଜିନିଷର ଯତ୍ନ…
Breaking News ରାଜଧାନୀରୁ ହଟିବ ୱିକେଣ୍ଡ କର୍ଫ୍ୟୁ, ଖୋଲିବ କି ସ୍କୁଲ? ଆଜି ହେବ ନିଷ୍ପତ୍ତି Sushreejyoti Routray Jan 27, 2022 ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ତଳ ଉପର ହେଉଛି । ଏହାରି ମଧ୍ୟରେ ଦିଲ୍ଲୀ ସରକାର ଆଜି ସପ୍ତାହାନ୍ତ କର୍ଫ୍ୟୁ ହଟାଇବାକୁ ନେଇ ବଡ଼ ନିଷ୍ପତ୍ତି ନେଇପାରନ୍ତି । କୋଭିଡ ସ୍ଥିତିରେ ସୁଧାରକୁ ଦୃଷ୍ଟିରେ ରଖି…
Breaking News କନିଆ ସାଜିଲେ ମୌନୀ ରାୟ, ବାହାଘର ମଣ୍ଡପରୁ ସ୍ୱାମୀଙ୍କ ସହ ଭିଡ଼ିଓ ଭାଇରାଲ Sushreejyoti Routray Jan 27, 2022 ମୁମ୍ବାଇ: ଟିଭି ଜଗତର ସବୁଠାରୁ ସୁନ୍ଦରୀ ଅଭିନେତ୍ରୀ ମୌନୀ ରାୟଙ୍କୁ କନିଆ ବେଶରେ ଦେଖିବାକୁ ଅପେକ୍ଷା କରିଥିବା ଫ୍ୟାନ୍ସଙ୍କ ଅପେକ୍ଷାର ଅନ୍ତ ଘଟିଛି । ମୌନୀଙ୍କ ବାହାଘର ଫଟୋ ସାମ୍ନାକୁ ଆସିଛି । ବଙ୍ଗୀୟ ବେଶରେ କନିଆ…
Breaking News ରେଳ ଧାରଣା ଉଡ଼ାଇଲେ ମାଓବାଦୀ Sushreejyoti Routray Jan 27, 2022 ଗିରଡିହ: ଝାଡ଼ଖଣ୍ଡ ଗିରଡିହରେ ରେଳ ଧାରଣା ଉଡ଼ାଇଛନ୍ତି ମାଓବାଦୀ । ବିସ୍ଫୋରଣ କରି ହାୱଡ଼ା-ନୂଆଦିଲ୍ଲୀ ରେଳ ଧାରଣା ଉଡ଼ାଇଥିବା ଜଣାପଡିଛି । ଘଟଣାସ୍ଥଳରେ ଆରପିଏଫ୍ ଓ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଏହି ଘଟଣା…
Breaking News ଦେଶରେ ୨ ଲକ୍ଷ ୮୬ ହଜାର ୩୮୪ କୋରୋନା ଆକ୍ରାନ୍ତ ଚିହ୍ନଟ, ୫୭୩ ମୃତ Sushreejyoti Routray Jan 27, 2022 ନୂଆଦିଲ୍ଲୀ: ଓମିକ୍ରନ ଯୋଗୁଁ କରୋନା ମାମଲା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୮୬ ହଜାର ୩୮୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦେଶରେ ଦୈନିକ ସଂକ୍ରମଣ ହାର ୧୯.୫୯% ରହିଛି ।…
Breaking News ଜାଲ୍ କାଗଜପତ୍ର କରି ଠକେଇ ଅଭିଯୋଗ, PNB ବ୍ୟାଙ୍କର ପୂର୍ବତନ ମ୍ୟାନେଜର ଗିରଫ Sushreejyoti Routray Jan 26, 2022 ଭୁବନେଶ୍ୱର : ଜାଲ୍ କାଗଜପତ୍ର କରି ୩ କୋଟି ୬୮ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଭୁବନେଶ୍ବର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ପୂର୍ବତନ ଚିଫ ମ୍ୟାନେଜର ଗିରଫ ହୋଇଛନ୍ତି । ଜାଲ ପ୍ରମାଣ ପତ୍ର ଦେଖାଇ ଠକେଇ ଅଭିଯୋଗରେ…
Breaking News ଅଚାନକ୍ ବ୍ଲଡ ସୁଗାର ସ୍ତର କମିଲେ ଡାଇବେଟିସ୍ ରୋଗୀ ଖାଆନ୍ତୁ ଏହି ୫ଟି ଜିନିଷ Sushreejyoti Routray Jan 26, 2022 ନୂଆଦିଲ୍ଲୀ: ଡାଇବେଟିସ୍ ରୋଗୀଙ୍କ ପାଇଁ ହାଇ ବ୍ଲଡ ସୁଗାର ଯେତିକି ବିପଜ୍ଜନକ, ବ୍ଲଡ ସୁଗାର ସ୍ତର କମିବା ବି ସେତିକି ଚିନ୍ତାଜନକ । ବିଶେଷଜ୍ଞଙ୍କ ଅନୁସାରେ, ଆମ ଶରୀର ଖାଦ୍ୟକୁ ଗ୍ଲୁକୋଜରେ ପରିଣତ କରି ଶରୀରରେ ଏନର୍ଜି…
Breaking News ରେଲୱେ ନିଯୁକ୍ତି ନେଇ ହଙ୍ଗାମା: ଟ୍ରେନ ବଗିରେ ନିଆଁ ଲଗାଇଲେ ଛାତ୍ର, ଦେଖନ୍ତୁ ଭିଡ଼ିଓ Sushreejyoti Routray Jan 26, 2022 ପାଟନା: ବିହାର ଗୟାରେ ରେଳୱେ ନିଯୁକ୍ତିରେ ଅନିୟମିତତାକୁ ନେଇ ଛାତ୍ରମାନେ ପ୍ରଦର୍ଶନ କରିଛନ୍ତି । ଏଥିରେ କିଛି ପ୍ରଦର୍ଶନକାରୀ ଛାତ୍ରମାନେ ବିରୋଧସ୍ୱରୂପ ଟ୍ରେନ ବଗିରେ ନିଆଁ ଲଗାଇଥିବା ଜଣାପଡିଛି । ଚାଲୁଥିବା ଟ୍ରେନ…
Breaking News ଗଣତନ୍ତ୍ର ଦିବସ ସମାରୋହ ସମୟରେ ବଡ଼ ଦୁର୍ଘଟଣା: ପାଇପରେ କରେଣ୍ଟ ଯୋଗୁଁ ଜଳିଲେ ୪ ଶିଶୁ, ଜଣେ ମୃତ Sushreejyoti Routray Jan 26, 2022 ନୂଆଦିଲ୍ଲୀ: ବିହାରର ବକ୍ସରରେ ଗଣତନ୍ତ୍ର ଦିବସ ଅବସରରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ କରେଣ୍ଟ ଲାଗିବାରୁ ୪ ଶିଶୁ ଗୁରୁତର ଭାବେ ଜଳିଯାଇଛନ୍ତି । ଏହି ଘଟଣା ବକ୍ସର ଜିଲ୍ଲାର ଇଟାଡି ବ୍ଲକର ନାତପୁର ପ୍ରାଥମିକ…
Breaking News ଓମିକ୍ରନ କମିଲେ ଆସିପାରେ ନୂଆ ଭାରିଆଣ୍ଟ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ Sushreejyoti Routray Jan 26, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ପୂର୍ବ ଅପେକ୍ଷା ସାମାନ୍ୟ କମିଛି । ଏହାରି ମଧ୍ୟରେ ରାଜ୍ୟରେ ସଂକ୍ରମଣ ସ୍ଥିତି ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି…