ବଢ଼ିଲା ଚିନ୍ତା: ରେକର୍ଡ ଭାଙ୍ଗିଲା ଜୁଲାଇ ମାସର ତାପମାତ୍ରା

ନୂଆଦିଲ୍ଲୀ: ଚଳିତବର୍ଷ ଜୁଲାଇ ମାସର ତାପମାତ୍ରା ସବୁ ରେକର୍ଡ ଭାଙ୍ଗିଛି । ସାଧାରଣତଃ ଜୁଲାଇ ମାସରେ ତାପମାତ୍ରା ଅଧିକ ରହିଥାଏ, କିନ୍ତୁ ଏଥର ସବୁଠାରୁ ଅଧିକ ତାପମାତ୍ରା ରେକର୍ଡ ହୋଇଥିବା ଆମେରିକାର ସଂସ୍ଥା NOAA…

ଲାଗିରହିଛି କରୋନା ଭୟ: ଆଜି ବି ନେଲା ୬୬ ଜୀବନ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁକୁ ନେଇ ପ୍ରଶାସନ ଓ ଜନସାଧାରଣ ଆଶଙ୍କା ମଧ୍ୟରେ ରହିଛନ୍ତି । ଗତ କିଛି ଦିନ ହେଲା କରୋନା ମୃତ୍ୟୁସଂଖ୍ୟା ୬୦ ତଳକୁ ଖସିବାର ନାଁ ଧରୁନାହିଁ । ମୃତ୍ୟୁ କ୍ଷେତ୍ରରେ…

ସମୁଦ୍ର ଭିତରେ ହେଲା ବାହାଘର: ବୋଟରେ ବନ୍ଧୁମାନଙ୍କ ସହ କୁକୁର ବି ସାମିଲ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ: ଆଜିକାଲି ବାହାଘରରେ ବି ଅଜବ-ଗଜବ ରେକର୍ଡ କରିବାରେ ଲୋକେ ଲାଗିପଡିଛନ୍ତି । ଲୋକପ୍ରିୟତା ହାସଲ କରିବାକୁ ବର-କନ୍ୟା ନିଜର ବାହାଘର ଓ ଲୁକ୍ ସହିତ ଅନେକ ଏକ୍ସପେରିମେଣ୍ଟ କରୁଥିବାର ନଜର ଆସୁଛନ୍ତି । ନିକଟରେ…

ଦିନ ୧ଟାରେ ପ୍ରକାଶ ପାଇବ +୨ କଳା ଓ ଧନ୍ଦାମୂଳକ ରେଜଲ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ପ୍ରକାଶ ପାଇବାକୁ ଯାଉଛି +୨ କଳା ଓ ଧନ୍ଦାମୂଳକ ପରୀକ୍ଷାଫଳ । ଦିନ ଗୋଟାଏରେ ରେଜଲ୍ଟ ପ୍ରକାଶ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ- ସିଏଚଏସଇ ପକ୍ଷରୁ ସୂଚନା ଦିଆଯାଇଛି ।…

ମୋଟାପଣକୁ ହ୍ରାସ କରିବାକୁ ଚାହୁଁଥିଲେ ତୁରନ୍ତ ବଦଳାନ୍ତୁ ଏହି ଅଭ୍ୟାସ

ଆଜିକାଲିର ଲୋକମାନେ ଯେଭଳି ଲାଇଫଷ୍ଟାଇଲରେ ଆଗେଇ ଚାଲିଛନ୍ତି, ଏଥିରେ ସେ ପ୍ରତିଦିନ ମୋଟାପଣ ଆଡକୁ ଯାଉଛନ୍ତି । ଭାରତରେ ପିଲାଙ୍କଠାରୁ ନେଇ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ମୋଟାପଣର ଶିକାର ହୋଇଛନ୍ତି । ଏଭଳି ପରିସ୍ଥିତିରେ…

ମାୟାନଗରୀରେ ପ୍ରବେଶ ପାଇଁ ଟିକାର ଉଭୟ ଡୋଜ୍ ନେବା ଆବଶ୍ୟକ, ନହେଲେ..

ମୁମ୍ବାଇ : ମହାରାଷ୍ଟ୍ରରେ ଶନିବାରଠାରୁ କରୋନା ଭାଇରସର ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ ସରକାର ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ଦେଖି ଅନେକ ନିୟମ ପ୍ରସ୍ତୁତ କରିଛନ୍ତି । ଏହାରି ମଧ୍ୟରେ ମହାନଗରୀରେ…

ପାଚିଲା ଭଣ୍ଡା ଖାଇବା ଦ୍ୱାରା ଏହି ଗମ୍ଭୀର ରୋଗରୁ ପାଇବେ ରକ୍ଷା

ଭଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଭଣ୍ଡାର ସ୍ୱାଦ ଅତ୍ୟନ୍ତ ମିଠା, ଏହାକୁ ଖାଇବା ଦ୍ୱାରା ଆପଣ ଅନେକ ଗମ୍ଭୀର ରୋଗରୁ ମୁକ୍ତି ମଧ୍ୟ ପାଇପାରିବେ । ଯଦି ଆପଣ ନିୟମିତ ୧୫ ଦିନ ପର୍ଯ୍ୟନ୍ତ ପାଚିଲା…

୨୪ ଘଣ୍ଟାରେ ଭୁବନେଶ୍ୱରରୁ ଆଉ ୫୫ ଡେଙ୍ଗୁ ରୋଗୀ ଚିହ୍ନଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା କାଳରେ ଆତଙ୍କ ଖେଳାଇବାରେ ଲାଗିଛି ଡେଙ୍ଗୁ । ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ୨୪ ଘଣ୍ଟାରେ ଆଉ ୫୫ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜଧାନୀରେ ଡେଙ୍ଗୁ…

ପିଏମ ମୋଦୀ ଲଞ୍ଚ କଲେ ନୂଆ Vehicle Scrappage Policy, ପୁରୁଣା କାର ବିକିଲେ ମିଳିବ ଏହି ଫାଇଦା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ Vehicle Scrappage Policy ଆଜି ଲଞ୍ଚ କରିଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୋଦୀ ଗୁଜୁରାଟର ନିବେଶକ ସମ୍ମିଳନୀରେ ଏହି ପଲିସିର ଲଞ୍ଚ କରିଛନ୍ତି । ୨୦୨୧…

ବଡ଼ ଖବର: ନିର୍ବାଚନରେ ବିଜେଡି ଦେବ ୨୭% OBC ପ୍ରାର୍ଥୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓବିସି ପ୍ରସଙ୍ଗରେ ଆଜି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି ବିଜୁ ଜନତା ଦଳ ବା ବିଜେଡି । ପଞ୍ଚାୟତ ନିର୍ବାଚନରେ ୨୭% ଓବିସି ପ୍ରାର୍ଥୀ ଦେବ ବିଜେଡି । ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ…