ଓଡ଼ିଶାରରେ ପୁଣି ୬୪ ଆକ୍ରାନ୍ତଙ୍କ ମୃତ୍ୟୁ, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁକୁ ନେଇ ପ୍ରଶାସନ ଓ ଜନସାଧାରଣ ଆଶଙ୍କା ମଧ୍ୟରେ ରହିଛନ୍ତି । ଗତ କିଛି ଦିନ ହେଲା କରୋନା ମୃତ୍ୟୁସଂଖ୍ୟା ୬୦ ତଳକୁ ଖସିବାର ନାଁ ଧରୁନାହିଁ । ମୃତ୍ୟୁ କ୍ଷେତ୍ରରେ…

ଗ୍ୟାସ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ସହଜ ଉପାୟ

ଆଜିକାଲିର ଭୁଲ ଖାଦ୍ୟ-ପାନୀୟକୁ ନେଇ ପେଟରେ ଗ୍ୟାସ ସମସ୍ୟା ଦେଖାଯିବା ସାଧାରଣ ହୋଇଗଲାଣି । କେବଳ ବୟସ୍କ ନୁହେଁ, ବରଂ ଛୋଟରୁ ଆରମ୍ଭ କରି ଯୁବପିଢ଼ି ପର୍ଯ୍ୟନ୍ତ ସମସ୍ତେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯଦି…

୧୨ ଘଣ୍ଟା ପାଇଁ ବନ୍ଦ ହେଲା ରାଜ୍ୟର ଏହି ସହର, ଜାଣନ୍ତୁ କାହିଁକି

ସୁନ୍ଦରଗଡ଼,(ଓଡ଼ିଶା ଭାସ୍କର): କରୋନା କାଳରେ ରୋଗୀଙ୍କ ଚିକିତ୍ସା ପାଇଁ ମେଡିକାଲରେ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ ସୁନ୍ଦରଗଡ ଜିଲ୍ଲାରେ ରାଜ୍ୟର ୨ୟ ଏମ୍ସ ପ୍ରତିଷ୍ଠା ଦାବିରେ ବନ୍ଦ ଡାକରା ଦେଇଛି…

ଭିଜିଲାନ୍ସ ଜାଲରେ ଫସିଲେ ବରିଷ୍ଠ କିରାଣି

ବଲାଙ୍ଗିର,(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଛନ୍ତି ବରିଷ୍ଠ କିରାଣି । ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକର ବରିଷ୍ଠ କିରାଣିଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ବରିଷ୍ଠ କିରାଣି ରବୀନ୍ଦ୍ର ମହାନ୍ତିଙ୍କ ୩ଟି…

ଜଳିଗଲା ବୁର୍ଲାର ନିଶିଗନ୍ଧା ହଲ୍

ସମ୍ବଲପୁର,(ଓଡ଼ିଶା ଭାସ୍କର): ସମ୍ବଲପୁର ବୁର୍ଲା ଆନନ୍ଦବିହାରରେ ଘଟିଛି ଅଘଟଣ । ଆନନ୍ଦ ବିହାରରେ ଥିବା ଷ୍ଟାଫ୍ କ୍ୱାର୍ଟର କଲୋନୀରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ମିଳିଥିବା ସୂଚନା ମୁତାବକ, କଲୋନୀର ନିଶିଗନ୍ଧା ହଲରେ…

ବୈଜ୍ଞାନିକଙ୍କ ଚେତାବନୀ- ‘ଡେଲ୍ଟା ଭାରିଆଣ୍ଟ ଦେଖାଇବ ପ୍ରଚଣ୍ଡ ରୂପ, ଅଧିକ ବିଗିଡ଼ିପାରେ ସ୍ଥିତି’

ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହର ଶେଷ ହେଉଥିବା ବେଳେ ଖୁବଶୀଘ୍ର ଆସିବାକୁ ଯାଉଛି ସମ୍ଭାବ୍ୟ ତୃତୀୟ ଲହର । ଏହାରି ମଧ୍ୟରେ ଆମେରିକାର ଜଣେ ବୈଜ୍ଞାନିକ କହିଛନ୍ତି ଯେ, ‘କରୋନାର ଡେଲ୍ଟା ଭାରିଆଣ୍ଟ କାରଣରୁ ବିଶ୍ୱର…

ଶ୍ରୀମନ୍ଦିରରେ ଦର୍ଶନ ପାଇଁ ଆସିଲା ନୂଆ SOP

ପୁରୀ(ଓଡ଼ିଶା ଭାସ୍କର): କରୋନା କାଳରେ ସଂକ୍ରମଣ ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି । ଏହାରି ମଧ୍ୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ନୂଆ ଏସଓପି ଜାରି ହୋଇଛି । କେବଳ ପୁରୀ ସହରବାସୀଙ୍କ ପାଇଁ ନୂଆ…

ଆସନ୍ତା ସପ୍ତାହରେ ମିଳିବ ପିଏମ କିଷାନର ୯ମ କିସ୍ତି: ସୁଧାରି ଦିଅନ୍ତୁ ଏହି ଭୁଲ୍, ନଚେତ୍ ଅଟକିଯିବ ଟଙ୍କା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୯ମ କିସ୍ତିର ଟଙ୍କା ସୋମବାର ମିଳିବାକୁ ଯାଉଛି । ଏହି ଯୋଜନାରେ କୃଷକଙ୍କୁ ସାହାଯ୍ୟ କରିବାକୁ ୨ ହଜାର ଟଙ୍କାର ୩ କିସ୍ତି ଅର୍ଥାତ୍ ୬୦୦୦ ଟଙ୍କା କୃଷକଙ୍କ…

ବଦଳିଲା ‘ଖେଳରତ୍ନ’ ଆୱାର୍ଡର ନାମ, ସୂଚନା ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତରେ ଦିଆଯାଉଥିବା ରାଜୀବ ଗାନ୍ଧୀ ‘ଖେଳରତ୍ନ’ ଆୱାର୍ଡର ନାଁ ହକିିର ଯାଦୁଗର କୁହାଯାଉଥିବା ମେଜର ଧ୍ୟାନଚାନ୍ଦ ଖେଳରତ୍ନ ନାମରେ ନାମିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଟ୍ୱିଟ୍ ଜରିଆରେ…

ଅଗଷ୍ଟ ୧୬ରୁ ରାଜ୍ୟରେ ଖୋଲିବ କଲେଜ ଓ ୟୁନିଭର୍ସିଟି, ଆରମ୍ଭ ହେବ କ୍ଲାସରୁମ୍ ପାଠପଢ଼ା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ଦ୍ୱିତୀୟ ଲହର ହ୍ରାସ ପାଉଥିବା ବେଳେ କଟକଣା କୋହଳ ହେବାରେ ଲାଗିଛି । ଧିରେ ଧିରେ ଶିକ୍ଷାନୁଷ୍ଠାନ, ହୋଟେଲ, ପାର୍କ ଆଦି ଖୋଲିବାରେ ଲାଗିଛି । ଏହାରି ମଧ୍ୟରେ ରାଜ୍ୟରେ ଅଗଷ୍ଟ…