କ’ଣ ଚା’ ପିଇବା ଦ୍ୱାରା କରୋନା ସଂକ୍ରମଣକୁ ରୋକା ଯାଇପାରିବ? ଜାଣନ୍ତୁ ସତ
ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀର ଦ୍ୱିତୀୟ ଲହର ହଇଚଇ ସୃଷ୍ଟି କରୁଛି । ଏହି ରୋଗ ସହିତ ଲଢିବା ପାଇଁ ଲୋକଙ୍କ ପାଖରେ ସଠିକ୍ ସୂଚନା ରହିବା ଆବଶ୍ୟକ । କିନ୍ତୁ କରୋନା ବିଷୟରେ ଅନେକ ମିଥ୍ୟା ଖବର ସୋସିଆଲ ମିଡିଆରେ…