ସମୟ ପୂର୍ବରୁ ୧୬ ଜଣ ଅଭିଯୁକ୍ତଙ୍କୁ ମୁକ୍ତ କରିବାକୁ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ଦଣ୍ଡ ସମୀକ୍ଷା କମିଟିର ସୁପାରିଶ ଆଧାରରେ ସମୟ ପୂର୍ବରୁ ୧୬ ଅଭିଯୁକ୍ତଙ୍କୁ ମୁକ୍ତ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସେମାନଙ୍କୁ ଜେଲରୁ ଛାଡିବା ପାଇଁ ଜେଲଗୁଡିକୁ ଆଦେଶ…

କରୋନା ପାଇଁ ପୁଣି ବାତିଲ ହେଲା ଅମରନାଥ ଯାତ୍ରା

ନୂଆଦିଲ୍ଲୀ: ଅମରାନାଥ ଯାତ୍ରା ପାଇଁ ଅପେକ୍ଷା କରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଆସିଛି ଦୁଃଖଖବର । କରୋନା ସଂକ୍ରମଣର ତୃତୀୟ ଲହରର ଆଶଙ୍କାକୁ ଦୃଷ୍ଟିରେ ରଖି କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଅମରନାଥ ଯାତ୍ରା ବାତିଲ ହୋଇଛି…

ଟ୍ରେନ୍ ଦୁର୍ଘଟଣାରେ ମରିଥିବା ବ୍ୟକ୍ତି ହେଲେ ଜୀବିତ ! ୧୧ ବର୍ଷ ହେଲା ମୃତ କହି ରେଲୱେରେ ଚାକିରି କରୁଥିଲେ ଭଉଣୀ, ଖୋଲିଲା ଗୁମର

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ୨୦୧୦ରେ ହୋଇଥିବା ଜନେଶ୍ୱରୀ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁବରରଣ କରିଥିବା ଜଣେ ବ୍ୟକ୍ତି ଜୀବିତ ମିଳିଛନ୍ତି । ସେ ମରିଯାଇଥିବା ତାଙ୍କ ପରିବାର ଲୋକେ ଦାବି କରିଥିଲେ । ଏହା ପ୍ରତିବଦଳରେ…

ଭୁବନେଶ୍ୱରରେ ଲଞ୍ଚ ହେଲା ହ୍ୟୁଣ୍ଡାଇ ଆଲକାଜାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ବଜାରକୁ ଆସିଗଲା ହ୍ୟୁଣ୍ଡାଇର ବହୁ ପ୍ରତୀକ୍ଷିତ ୪ ଚକିଆ ଯାନ ଆଲକାଜାର । ଯାହାର ଶୁଭ ଉନ୍ମୋଚନ କରିଛନ୍ତି କମ୍ପାନୀର ଜେନେରାଲ ମ୍ୟାନେଜର ଅଜିତ କୁମାର ଆଚାର୍ୟ୍ୟ। କୋଭିଡ…

ଅନଲାଇନ୍ ଟିକେଟ୍ ବୁକ୍ କରୁଥିବା ଲୋକଙ୍କ ପାଇଁ ରେଳ ବିଭାଗର ବଡ ଉପହାର, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: କରୋନା କାଳରେ ଲୋକମାନେ ଅନଲାଇନ୍ ଟ୍ରେନ୍ ଟିକଟ ବୁକିଂ କରିବାକୁ ପ୍ରାଧାନ୍ୟ ଦେଉଛନ୍ତି । ଅନଲାଇନ୍ ଟିକେଟ ବୁକିଂ କରିବା ସହଜ ମଧ୍ୟ ହୋଇଥାଏ । କିନ୍ତୁ ସମସ୍ୟା ଖାଲି ଏତିକି ଯେ, ଯଦି ଯାତ୍ରା ବାତିଲ…

୬୫୦୦ ଫୁଟ ପାହାଡ଼ ଉପରେ ଲାଗିଥିଲା କ୍ୟାମେରା, ଲିକ୍ ହେଲା ପ୍ରେମୀଯୁଗଳଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ

ପାହାଡ଼ ଉପରେ ରୋମାନ୍ସ କରିବା ପ୍ରେମୀଯୁଗଳଙ୍କୁ ପଡିଲା ମହଙ୍ଗା । ଭାଇରାଲ ହେବାରେ ଲାଗିଛି ସେମାନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ । ସୂଚନା ମୁତାବକ, ଏକ ଦମ୍ପତ୍ତି ୬୫୦୦ ଫୁଟ ଉଚ୍ଚରେ ରୋମାନ୍ସ କରୁଥିଲେ । କିନ୍ତୁ…

ୟୁଟ୍ୟୁବ୍ ପାଠପଢ଼ା ଓ ଇ-ମୂଲ୍ୟାୟନକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ବୟାନ୍, ଜାଣନ୍ତୁ କ’ଣ କହିଲେ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀ ଶିକ୍ଷାକ୍ଷେତ୍ରରେ ବିଶେଷ ପ୍ରଭାବ ପକାଇଛି । ସରକାରଙ୍କ ଅନଲାଇନ ବ୍ୟବସ୍ଥାରେ ମଧ୍ୟ ଅନେକ ଅସୁବିଧା ପରିଲକ୍ଷିତ ହେଉଛି । ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ପ୍ରଥମରୁ ଦଶମ…

ଖୁସିଖବର! ଏହି ମାସରେ ଆକାଉଣ୍ଟକୁ ୪ ହଜାର ଟଙ୍କା ପଠାଇବେ କେନ୍ଦ୍ର ସରକାର, ଜାଣନ୍ତୁ କିପରି ପାଇବେ ଲାଭ?

ନୂଆଦିଲ୍ଲୀ: ଚଳିତ ମାସରେ କେନ୍ଦ୍ର ସରକାର କୃଷକଙ୍କ ଆକାଉଣ୍ଟକୁ ୪୦୦୦ ଟଙ୍କା ପଠାଇପାରନ୍ତି । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧିନରେ କୃଷକଙ୍କୁ ୪ ହଜାର ଟଙ୍କା ମିଳିବାର ସୁଯୋଗ ରହିଛି । ନିକଟରେ ସରକାର…

ହ୍ୱାଟ୍ସଆପରେ ବି କଲ୍ ରେକର୍ଡ କରିବାକୁ ଚାହାନ୍ତି କି? ତେବେ ଆପଣାନ୍ତୁ ଏହି ଟ୍ରିକ୍

ଦୂରରେ ଥିବା ଲୋକଙ୍କ ସହ ଆମେ ହ୍ୱାଟ୍ସଆପର ଭଏସ୍ କଲ ଓ ଭିଡିଓ କଲ ମାଧ୍ୟମରେ ଅତି ସହଜରେ କଥା ହେଉ । ପ୍ରାୟତଃ ଆମେ କଲ ରେକର୍ଡ କରିଥାଉ, କିନ୍ତୁ ହ୍ୱାଟ୍ସଆପରେ କମ୍ପାନୀ ଏହି ଫିଚର ଦେଇନାହିଁ । କିନ୍ତୁ ଏପରି ଏକ ସହଜ…