ଅନଲାଇନରେ ହେବ ୟୁଜି/ପିଜି ପରୀକ୍ଷା, ଜାଣନ୍ତୁ ପରୀକ୍ଷା ସମୟକୁ ନେଇ କ’ଣ କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା କାଳରେ ଶିକ୍ଷାବିଭାଗ ଉପରେ ବିଶେଷ ପ୍ରଭାବ ପଡିଛି । ଏବେବି ପରିସ୍ଥିତି ସୁଧୁରିନଥିବାରୁ ରାଜ୍ୟରେ ୟୁଜି/ପିଜି ପରୀକ୍ଷା ଅନଲାଇନରେ ହେବାକୁ ନିଷ୍ପତ୍ତି ନିଆଯାଇଛି । କୁଳପତିମାନଙ୍କ…

କୃଷକଙ୍କ ପାଇଁ ଖୁସିଖବର ଆଣିଛି ଏହି ରାଜ୍ୟ: ବର୍ଷକୁ ମିଳିବ ୧୦ ହଜାର ଟଙ୍କା

କୋଲକାତା: କରୋନା କାଳରେ ଶିକ୍ଷାଠାରୁ ଆରମ୍ଭ କରି କୃଷିକ୍ଷେତ୍ର ପର୍ଯ୍ୟନ୍ତ, ସବୁଥିରେ ସମସ୍ୟା ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ପଶ୍ଚିମବଙ୍ଗ ସରକାର କୃଷକମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ରାଜ୍ୟର ମୁଖ୍ୟମନ୍ତ୍ରୀ…

ଏଣିକି ହ୍ୱାଟ୍ସଆପରେ ଡିଲିଟ୍ କରିବାକୁ ପଡ଼ିବନି ସିକ୍ରେଟ୍ ଚାଟ୍, ଆପଣାନ୍ତୁ ଏହି ଟ୍ରିକ୍

ନୂଆଦିଲ୍ଲୀ: ଭାରତର ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ୍ ହେଉଛନ୍ତି ହ୍ୱାଟ୍ସଆପ । ହ୍ୱାଟ୍ସଆପରେ ଲୋକମାନେ କିଛି ଖାସ୍ ଲୋକଙ୍କ ସହ ଚାଟ୍ କରିଥାନ୍ତି, ଯାହାଙ୍କ ମେସେଜ ନା ସେମାନେ ଡିଲିଟ୍ କରିବାକୁ ଚାହାନ୍ତି, ନା…

କରୋନା କାଳରେ ଆକ୍ରାନ୍ତଙ୍କୁ ମାଗଣାରେ ଖାଦ୍ୟ ଯୋଗାଉଛି ସବ୍ୟଙ୍କ ‘ସ୍ମାଇଲ୍ ପ୍ଲିଜ୍’, ଦେଖନ୍ତୁ କିପରି?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ଏବେବି ଜାରି ରହିଥିବା ବେଳେ ସାଧାରଣ ଲୋକଙ୍କ ଦୁଃଖ କହିଲେ ନସରେ । କରୋନାରେ ଆକ୍ରାନ୍ତ ହେବା ପରେ ଖାଇବା, ପିଇବା ଓ ଚଳିବା ନେଇ ଲୋକମାନେ ନାହିଁ ନଥିବା…

୩୧ ଜୁଲାଇ ସୁଦ୍ଧା CBSE ଦ୍ୱାଦଶ ରେଜଲ୍ଟ, ଜାଣନ୍ତୁ କିପରି ଦିଆଯିବ ମାର୍କ?

ନୂଆଦିଲ୍ଲୀ: CBSE ବୋର୍ଡର ଦ୍ୱାଦଶ ମାର୍କସିଟ୍ ପ୍ରସ୍ତୁତ କରିବାକୁ ନେଇ ଗଠିତ ୧୩ ଜଣିଆ କମିଟି ଗୁରୁବାର ଦିନ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିଛି । ସୁପ୍ରିମକୋର୍ଟରେ ମୂଲ୍ୟାୟନର ରୂପରେଖ ଉପସ୍ଥାପନ କରିଛି…

ଏହି ଦେଶରେ ଆଜିଠାରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ, ୨୦ରୁ ହଟିଯିବ କରୋନା କର୍ଫ୍ୟୁ

ନୂଆଦିଲ୍ଲୀ: ବିଶ୍ୱର ଅନେକ ଦେଶରେ ଏବେବି କରୋନା ମହାମାରୀର ପ୍ରକୋପ ଜାରି ରହିଥିବା ବେଳେ କିଛି ଦେଶରେ ସଂକ୍ରମଣ ନିମ୍ନଗାମୀ ହେବାରେ ଲାଗିଛି । ଏହାରି ମଧ୍ୟରେ ଫ୍ରାନ୍ସରେ ଲାଗୁ ହୋଇଥିବା କରୋନା କର୍ଫ୍ୟୁ ଆସନ୍ତା…

ଗର୍ଭବତୀ ମହିଳାଙ୍କ ପାଇଁ କରୋନାର ଦ୍ୱିତୀୟ ଲହର ଥିଲା ଅଧିକ ବିପଜ୍ଜନକ: ICMR

ନୂଆଦିଲ୍ଲୀ: ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ବା ଆଇସିଏମଆର ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ମୁତାବକ, କରୋନା ଭାଇରସର ଦ୍ୱିତୀୟ ଲହର ଗର୍ଭବତୀ ମହିଳା ଓ ନିକଟରେ ସନ୍ତାନ ପ୍ରସବ କରାଇଥିବା ମହିଳାମାନଙ୍କ…

ଦେଶରେ ୨ ହଜାର ୩୩୦ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା

ନୂଆଦିଲ୍ଲୀ : ଦେଶରେ କରୋନାର ପ୍ରକୋପ ଜାରି ରହିଛି । ତେବେ ଗତ କିଛି ଦିନ ଧରି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨ ହଜାର ୩୩୦ ଜଣଙ୍କ…

ଏମ୍ସର ନବମ ମହଲାରେ ଭୟଙ୍କର ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ବା ଏମ୍ସରେ ଅଗ୍ନିକାଣ୍ଡ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ବିଲ୍ଡିଂ ୯ ମହଲାରେ ଅଗ୍ନିକାଣ୍ଡ ଘଟିବାରୁ ସେଠାକୁ ତୁରନ୍ତ ୨୨ଟି ଦମକଳ ପଠାଯାଇଥିଲା ।…

କମୁନି ମୃତ୍ୟୁସଂଖ୍ୟା: ଆଜି ୩୯ ଜୀବନ ନେଲା କରୋନା, ଜାଣନ୍ତୁ କେଉଁଠୁ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମୁଥିବା ବେଳେ ମୃତ୍ୟୁସଂଖ୍ୟାରେ କିଛି ଫରକ୍ ପଡୁନି । ଯେତେ କଟକଣା ଲାଗୁ ହେଲେ ମଧ୍ୟ ମୃତ୍ୟୁ ସଂଖ୍ୟାରେ ଲାଗି ପାରୁନି ରୋକ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ…