ଭାରତ ବିଶ୍ୱର ୫ମ ବୃହତ୍‍ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି: କେନ୍ଦ୍ର ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ: ଦୁଇଦିନିଆ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଆଜି ଉଦ୍‍ଯାପିତ ହେଉଛି । ଗତକାଲିଠାରୁ ଏନ୍‍.ଡି.ଏମ୍‍.ସି କନ୍‍ଭେନ୍‍ସନ ସେଣ୍ଟରରେ ଏହି ବୈଠକ ଚାଲିଛି । ବୈଠକ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ…

UGC NET ଡିସେମ୍ବର ପରୀକ୍ଷା ପାଇଁ ଆଜି ଶେଷ ତାରିଖ: ଏଠାରେ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଜାତୀୟ ଯୋଗ୍ୟତା ପରୀକ୍ଷା (ୟୁଜିସି ନେଟ୍ ୨୦୨୨) ର ଡିସେମ୍ବର ଅଧିବେଶନ ପାଇଁ ଆବେଦନ ପ୍ରକ୍ରିୟା ଆଜି ଅର୍ଥାତ୍ ୧୭…

ହିନ୍ଦୁରୁ ମୁସଲମାନ ପର୍ଯ୍ୟନ୍ତ ସମସ୍ତ ଧର୍ମରେ ହାତରେ ଖାଇବାକୁ ଦିଆଯାଇଛି ପରାମର୍ଶ: ଜାଣନ୍ତୁ ଏହାର ଧାର୍ମିକ ଓ ବୈଜ୍ଞାନିକ କାରଣ

ଭାରତକୁ ସଂସ୍କୃତି ଏବଂ ପରମ୍ପରାର ଦେଶ ବୋଲି କୁହାଯାଏ । ଆମେ ସମସ୍ତେ ଭାରତୀୟ ଆମର ରୀତିନୀତି ଏବଂ ଧର୍ମ ଦ୍ୱାରା ତିଆରି କରାଯାଇଥିବା ନିୟମକୁ କଠୋର ଭାବରେ ପାଳନ କରୁ । ଏପରି ଅନେକ ପରମ୍ପରା ଅଛି, ଯାହା ଭାରତୀୟ…

ଜେପି ନଡ୍ଡାଙ୍କ ନେତୃତ୍ୱରେ ୨୦୨୪ ନିର୍ବାଚନ ଲଢ଼ିବ BJP: ଆଉ ବର୍ଷେ ବଢ଼ିଲା କାର୍ଯ୍ୟକାଳ, ଅମିତ ଶାହାଙ୍କ ଘୋଷଣା

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ବଢ଼ିଛି । ୨୦୨୪ ଜୁନ୍ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ବଢ଼ିଛି ବୋଲି ବିଜେପି କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏନେଇ ଆଜି…

(Video) ରାଜ୍ୟର ୭ଟି ଜିଲ୍ଲାରେ ଆସନ୍ତା ଦୁଇଦିନ ଧରି ବର୍ଷା ହେବାର ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଜାରି ରହିଥିବାବେଳେ ଆସନ୍ତାକାଲି ଓ ୧୯ ତାରିଖ ଦୁଇଦିନ ଧରି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତ୍‍ସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ…

ଓଡ଼ିଶାକୁ ଆଜି ଆସିବ ଆଉ ଏକ ଲକ୍ଷ କୋଭିସିଲ୍ଡ ଟିକା: ଗୁରୁବାରରୁ ପୁଣି ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ଗୁରୁବାରଠାରୁ ପୁଣି କରୋନା ଟିକାକରଣ ଅଭିଯାନ ଆରମ୍ଭ ହେବ । ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଜନସାଧାରଣଙ୍କୁ ଟିକା ନେବାକୁ ଅନୁରୋଧ କରାଯାଇଛି । ସୂଚନା ଅନୁସାରେ, ଆଜି ୧ଲକ୍ଷ କୋଭିସିଲଡ୍ ଟିକା…

କରାଚିର କେଉଁ ସ୍ଥାନରେ ଲୁଚିଛି ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ? ଭଣଜା କହିଲା ଠିକଣା

ନୂଆଦିଲ୍ଲୀ: ୨୦୨୨ ସେପ୍ଟେମ୍ବରରେ ଏନଆଇଏ ଦାଉଦ ଇବ୍ରାହିମର ଭଉଣୀ ହସିନା ପାରକରଙ୍କ ପୁଅ ଅଲିଶାହର ବୟାନ ରେକର୍ଡ କରିଥିଲା, ଯେଉଁଥିରେ ଆଶ୍ଚର୍ଯ୍ୟକର ଖୁଲାସା ହୋଇଛି । ଦାଉଦ ଇବ୍ରାହିମ୍ ଏବଂ ଡି କମ୍ପାନୀ ସହ ସମ୍ବନ୍ଧ…

୬ ଦଶକ ପରେ ପ୍ରଥମଥର ପାଇଁ କମିଲା ଚୀନର ଜନସଂଖ୍ୟା: ଖୋଦ୍ ଡ୍ରାଗନ୍ କଲା ଘୋଷଣା, ଜାଣନ୍ତୁ କେତେ

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଅଧିକ ଜନବହୁଳ ଦେଶ ଚୀନର ଜନସଂଖ୍ୟା ୬ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ହ୍ରାସ ପାଇବାରେ ଲାଗିଛି । ଚୀନ୍ ନିଜେ ଏହା ଘୋଷଣା କରିଛି । ବେଜିଂର ଜାତୀୟ ପରିସଂଖ୍ୟାନ ବ୍ୟୁରୋ ଅନୁଯାୟୀ,…

ଭୟଙ୍କର ସଡକ ଦୁର୍ଘଟଣା ପରେ ସାମ୍ନାକୁ ଆସିଲା ଋଷଭ ପନ୍ତଙ୍କ ପ୍ରଥମ ଟ୍ୱିଟ୍: କ୍ୟାରିଅରକୁ ନେଇ ଦେଲେ ବଡ଼ ବୟାନ୍

ମୁମ୍ବାଇ: ଟିମ୍ ଇଣ୍ଡିଆର ୱିକେଟକିପର ଋଷଭ ପନ୍ତ ଗତ ବର୍ଷ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ । ଡିସେମ୍ବର ୩୦ ରେ ଦିଲ୍ଲୀରୁ ଘରକୁ ଯାଉଥିବାବେଳେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଏହି କାରଣରୁ ତାଙ୍କ ମଥା…

ସଶସ୍ତ୍ର ବାହିନୀରେ ଭବିଷ୍ୟତର ରଣନୀତିକୁ ମଜଭୁତ କରିବା ଦିଗରେ ଅଗ୍ରଣୀ ଭୂମିକା ଗ୍ରହଣ କରିବ ଅଗ୍ନିପଥ ଯୋଜନା : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବୈଷୟିକ ଜ୍ଞାନ କୌଶଳ ସମୃଦ୍ଧ ସୈନିକ ସମ୍ପର୍କ ରହିତ ଯୁଦ୍ଧ ତଥା ସାଇବର ଯୁଦ୍ଧର ଆହ୍ୱାନକୁ ଦୃଷ୍ଟିରେ ରଖି ଭାରତୀୟ ସଶସ୍ତ୍ରବାହିନୀରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ଆଜି ନୂତନ ଭାବେ ଚୟନ…