ଏହି ୪ ରୋଗ ଥିଲେ ଭୁଲରେ ଖାଆନ୍ତୁ ନାହିଁ କନ୍ଦମୂଳ: ନଚେତ୍ ମହଙ୍ଗା ପଡ଼ିବ ମେଡିକାଲ ବିଲ୍
ଶୀତଋତୁରେ ବଜାରରେ କନ୍ଦମୂଳର ବିକ୍ରି ବଢ଼ିବାରେ ଲାଗିଥାଏ । ଏଥିରୁ ପ୍ରୋଟିନ୍, ଭିଟାମିନ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଏବଂ ଆଇରନ୍ ସହିତ ଅନେକ ପୋଷକ ତତ୍ତ୍ୱ ମିଳିଥାଏ । ଯଦି ଜଣେ ବ୍ୟକ୍ତି ମୋଟାପଣ, ଶ୍ୱାସକ୍ରିୟା…