ଦୁନିଆର ସବୁଠାରୁ ମହଙ୍ଗା ପଦାର୍ଥ ‘ଆଣ୍ଟିମ୍ୟାଟର’: ଯାହାର ୧ ଗ୍ରାମ ପାଇଁ ଦେବାକୁ ଏତିକି କୋଟି
ପୃଥିବୀରେ ଏପରି ଅନେକ ପଦାର୍ଥ ରହିଛି ଯାହାର ମୂଲ୍ୟ କଳନା କରିହେବନାହିଁ । ତେବେ ଆମେ ଜାଣିବାରେ ଦାମୀ ସାମଗ୍ରୀ ମଧ୍ୟରେ ଦୁର୍ମୂଲ୍ୟ ଧାତୁ, ସୌଖୀନ ଗାଡ଼ି କି ବିଳାସପୂର୍ଣ୍ଣ ବଙ୍ଗଳା ବା ହୀରାଖଚିତ ଗହଣା ଆଦି ରହିଛି ।…