ଡାଇବେଟିସ୍ ରୋଗୀଙ୍କୁ କ’ଣ ଖାଇବା ଆବଶ୍ୟକ : ମଟନ୍ ନା ଚିକେନ୍ ?

ଆଜିକାଲି ଲୋକଙ୍କ ମଧ୍ୟରେ ଡାଇବେଟିସ୍ ତଥା ମଧୁମେହ ଅତି ସାଧାରଣ ହୋଇଗଲାଣି । ଏହା ଏକ ବ୍ୟାଧି ଯେଉଁଥିରେ ରକ୍ତରେ ଶର୍କରା ସ୍ତର ଅସ୍ୱାଭାବିକ ଭାବରେ ବଢ଼ିଥାଏ । କାରଣ ଜଣେ ବ୍ୟକ୍ତିଙ୍କ ଶରୀର ପର୍ୟ୍ୟାପ୍ତ ପରିମାଣରେ…

କିଡନୀ ଫେଲୁଅର୍ ହେବାକୁ ନେଇ ବଡ଼ ଖୁଲାସା: AIDS ଅପେକ୍ଷା ଅଧିକ ଅଛନ୍ତି ଡାଇବେଟିସ୍ ରୋଗୀ, ଏହି ରୋଗ କିଡନୀର ସବୁଠାରୁ ବଡ଼ ଶତ୍ରୁ

ନାମକରଣରେ ଖ୍ୟାତି ଅର୍ଜନ କରିଥିବା ଟିଭି ଅଭିନେତ୍ରୀ ଅନାୟା ସୋନିଙ୍କ ୨ଟି ଯାକ କିଡନୀ ଫେଲ୍ ହୋଇଥିଲା । ଅନାୟା ଇନଷ୍ଟାଗ୍ରାମରେ ଏକ ନୂଆ ନୋଟ୍ ସେୟାର କରି କହିଥିଲେ କି, ‘ମୋର ଅବସ୍ଥା ଗୁରୁତର ଏବଂ ମୁଁ…

ଶନିବାର ଦିନ ୫ ରାଶିର ଲୋକ ଆପଣାନ୍ତୁ ଏହି ଉପାୟ: ପଡ଼ିବନି ଶନିଦେବଙ୍କ ଅଶୁଭ ପ୍ରଭାବ

ହିନ୍ଦୁ ଧର୍ମରେ ଶନିଦେବଙ୍କୁ ନ୍ୟାୟର ଦେବତା ଭାବରେ ବିବେଚନା କରାଯାଏ । କୁହାଯାଏ ଯେ, ଶନି ଦେବ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ କାର୍ଯ୍ୟ ଅନୁଯାୟୀ ଫଳ ଦିଅନ୍ତି । ଯେଉଁମାନେ ଭଲ କାମ କରନ୍ତି ସେମାନେ ଶୁଭ ଫଳ ପାଆନ୍ତି…

ଚଳିତମାସରେ ବିକ୍ରି ହେବାକୁ ଯାଉଛି ବଡ଼ ସରକାରୀ ବ୍ୟାଙ୍କ ! ପ୍ରସ୍ତୁତି ଆରମ୍ଭ, ଆପଣଙ୍କର ନାହିଁ ତ ଆକାଉଣ୍ଟ ?

ନୂଆଦିଲ୍ଲୀ: ଘରୋଇଗରଣ ବିରୋଧରେ ସରକାରୀ କର୍ମଚାରୀମାନେ ଲଗାତାର ଧର୍ମଘଟ କରିବାରେ ଲାଗିଛନ୍ତି । ଏହା ପରେ ବି ସରାକର ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ସରକାର ଚଳିତମାସରେ ଆଇଡିବିଆଇ ବ୍ୟାଙ୍କର ଘରୋଇକରଣ କରିବାକୁ…

ଗ୍ୟାସ୍ ସିଲିଣ୍ଡରକୁ ନେଇ ଆସିଲା ନୂଆ ନିୟମ: କେବଳ ଏହି ଲୋକଙ୍କୁ ମିଳିବ ସବସିଡିର ଟଙ୍କା

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ପାଇଁ ଆସିଛି ବଡ଼ ଖବର । ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ବର୍ଷକରେ କେତୋଟି ସିଲିଣ୍ଡର ନେଇପାରିବେ ଜାଣିଛନ୍ତି କି ? ଏହାକୁ ନେଇ ନିୟମ ଜାରି ହୋଇଛି । ତେବେ ଆସନ୍ତୁ…

୧୩ରୁ ଯୁକ୍ତ ୩, ୧୭ରୁ ପିଜି ପ୍ରଥମ ବର୍ଷ ପାଠପଢା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୧୩ ତାରିଖରୁ ଯୁକ୍ତ ୩ ପ୍ରଥମ ବର୍ଷ ପାଠପଢା ଆରମ୍ଭ ହେବ । ସେହିପରି ୧୭ ତାରିଖରୁ ପିଜି ପ୍ରଥମ ବର୍ଷ ପାଠପଢା ଆରମ୍ଭ ହେବ । ଏସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ସୂଚନା…

୧୦ ନୂଆ ପୁଞ୍ଜିନିବେଶ ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋ ଅନୁମୋଦନ: ସୃଷ୍ଟି ହେବ ୫୧୭୦ ନିଯୁକ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ରାଜ୍ୟ ଏକକ ବାତାୟନ(ସିଙ୍ଗିଲ୍ ୱିଣ୍ଡୋ) କମିଟି ବୈଠକରେ ୧୦ ଟି ନୂଆ ପୁଞ୍ଜିନିବେଶ ପ୍ରକଳ୍ପକୁ…

ରାସ୍ତାକଡ଼ ଦୋକାନୀଙ୍କ ପାଇଁ ଆସିଲା ଗାଇଡଲାଇନ୍: ଜାଣନ୍ତୁ କ’ଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱରରେ ରାସ୍ତାକଡ଼ରେ ଖାଦ୍ୟ ବିକ୍ରି କରୁଥିବା ଦୋକାନୀମାନଙ୍କ ପାଇଁ ଗାଇଡଲାଇନ୍ ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଶୁକ୍ରବାର ଏକ ଆଦେଶନାମା ଜାରି ହୋଇଛି ।…

ପାରାଦୀପରେ ଚାଲିଛି ‘ଅଗ୍ନିବୀର’ ନିଯୁକ୍ତି ରାଲି: ଜାଣନ୍ତୁ କେତେ ଦିନ ପାଇଁ ?

ପାରାଦୀପ, (ଓଡ଼ିଶା ଭାସ୍କର): ପାରାଦୀପ ଗୋପବନ୍ଧୁ ଷ୍ଟାଡିୟମରେ ଆଜି ଠାରୁ ଆରମ୍ଭ ହୋଇଛି ‘ଅଗ୍ନିବୀର' ନିଯୁକ୍ତି ରାଲି । ଆସନ୍ତା୧୪ ତାରିଖ ପର୍ଯ୍ୟନ୍ତ ୮ ଦିନ ଧରି ଏହା ଚାଲିବ । ରାଜ୍ୟର ୧୦ଟି ଜିଲ୍ଲାର ୨୦ ହଜାର ୯୪୧…

ଚଳନ୍ତା ଯାତ୍ରୀବାହୀ ବସରେ ଅଗ୍ନିକାଣ୍ଡ: ଚାଲିଗଲା ୯ ଜୀବନ, ବଢ଼ିପାରେ ମୃତ୍ୟୁ ସଂଖ୍ୟା

ମୁମ୍ବାଇ: ମହାରାଷ୍ଟ୍ରର ନାସିକରେ ଏକ ବସରେ ଭୀଷଣ ଅଗ୍ନିକାଣ୍ଡ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ବସରେ ନିଆଁ ଲାଗିବାରୁ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି । ପୋଲିସର କହିବା…