BSNLକୁ ନେଇ ସରକାରଙ୍କ ବଡ଼ ଘୋଷଣା: କେନ୍ଦ୍ର କ୍ୟାବିନେଟରେ ୧.୬୪ ଲକ୍ଷ କୋଟି ଟଙ୍କା ମଞ୍ଜୁର
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଧାରାବାହିକ ଭାବେ କ୍ଷତିରେ ଚାଲିଥିବା ଟେଲିକମ ରାଷ୍ଟ୍ରୟତ କମ୍ପାନୀ…