(Video) କାରକୁ ଜୋରଦାର୍ ଧକ୍କା ଦେଲା ବାଇକ୍: ସାମ୍ନାକୁ ଆସିଲା ମୃତ୍ୟୁର ଭୟଙ୍କର ଦୃଶ୍ୟ

ନୂଆଦିଲ୍ଲୀ: ଡ୍ରାଇଭିଂ କରିବା କୌଣସି ପିଲାଖେଳ ନୁହେଁ । ଟିକିଏ ଅସାବଧାନତା ଯୋଗୁଁ ଚାଲିଯାଉଛି ବହୁ ମୂଲ୍ୟବାନ୍ ଜୀବନ । ଭଲରେ ଡ୍ରାଇଭିଂ ଜାଣି ମଧ୍ୟ ଅନେକ ଥର ଲୋକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି । ଅନେକ…

ଚେକିଂ ବେଳେ ମହିଳା SIଙ୍କ ଉପରେ ଚଢ଼ାଇଦେଲେ ଗାଡ଼ି: ଘଟଣାସ୍ଥଳରେ ମୃତ୍ୟୁ

ରାଞ୍ଚି: ହରିୟାଣା ମର୍ଡର ଘଟଣାର ପୁନରାବୃତ୍ତି ରାଞ୍ଚିରେ ହୋଇଛି । ଝାଡ଼ଖଣ୍ଡ ରାଞ୍ଚିରେ ଜଣେ ମହିଳା ଏସଆଇଙ୍କୁ ଗାଡ଼ି ମଡ଼ାଇ ହତ୍ୟା କରାଯାଇଛି । ମହିଳା ସବୁ ଇନ୍ସପେକ୍ସର ସନ୍ଧ୍ୟା ଟୋପ୍ନୋଙ୍କୁ ଗାଡ଼ି ମଡ଼ାଇ ହତ୍ୟା…

କାଲି ବାହାରିବ CBSE ଦ୍ୱାଦଶ ରେଜଲ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତାକାଲି ପ୍ରକାଶ ପାଇବ CBSE ଦ୍ୱାଦଶ ବୋର୍ଡ ରେଜଲ୍ଟ । କାଲି ଦିନ ସାଢ଼େ ୧୨ଟାରେ ରେଜଲ୍ଟ ପ୍ରକାଶ ପାଇବ । www.cbse.nic.in ରେ ରେଜଲ୍ଟ ଉପଲବ୍ଧ ହେବ । ତେବେ ସିବିଏସଇ ରେଜଲ୍ଟ…

ମଦ ପିଉଥିବା ଲୋକଙ୍କ ପାଇଁ ବଡ଼ ଖୁସିଖବର! ଏଣିକି ଘରେ ଘରେ ମଦ’ର ପାଇପଲାଇନ୍ ବସାଇବେ ସରକାର, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିିଦିନ କିଛି ନା କିଛି ଖବର ଭାଇରାଲ ହେଉଛି । କିନ୍ତୁ ବେଳେ ବେଳେ ଏପରି କିଛି ଖବର ଭାଇରାଲ ହୋଇଯାଏ, ଯାହା ବିଷୟରେ ଭାବିବା ବି ସମ୍ଭବପର ନୁହେଁ । ଏହାରି ମଧ୍ୟରେ ସୋସିଆଲ ମିଡିଆରେ…

ପିଏମ କିଷାନର ଦ୍ୱାଦଶ କିସ୍ତି ପୂର୍ବରୁ ସରକାର ବଦଳାଇଲେ ଏହି ନିୟମ: ଫାଇଦାରେ ଚାଷୀ

ନୂଆଦିଲ୍ଲୀ: ପିଏମ କିଷାନ ସମ୍ମାନ ନିଧିର ଦ୍ୱାଦଶ କିସ୍ତିକୁ ଚାହିଁବସିଛନ୍ତି ଦେଶର ୧୦କୋଟିରୁ ଅଧିକ ଚାଷୀ । କିନ୍ତୁ ଦ୍ୱାଦଶ କିସ୍ତି ଆକାଉଣ୍ଟକୁ ଆସିବା ପୂର୍ବରୁ ସରକାର ଏକ ବଡ ପରିବର୍ତ୍ତନ କରିଛନ୍ତି । ଏହା ଅଧୀନରେ…

ଶସ୍ତା ହେବ ବିମାନ ଯାତ୍ରା! ଆରମ୍ଭ ହେବାକୁ ଯାଉଛି ୨୬ ଟି ନୂତନ ବିମାନ, ଜାଣନ୍ତୁ ରୁଟ୍ ଲିଷ୍ଟ ଓ ଭଡ଼ା

ନୂଆଦିଲ୍ଲୀ: ଦେଶରେ ଘରୋଇ ବିମାନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଏବେ ଅଧିକ ବିକଳ୍ପ ମିଳିବାକୁ ଯାଉଛି । ଦେଶର ବିଭିନ୍ନ ସ୍ଥାନକୁ ଯିବା ପାଇଁ ସେମାନଙ୍କ ପାଇଁ ବିମାନ ସୁବିଧା ଉପଲବ୍ଧ ହେବାକୁ ଯାଉଛି । ଘରୋଇ…

ରାଜ୍ୟରେ ପୁଣି ୧୧୨୨ ପଜିଟିଭ୍ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ ୩୦୭ ଆକ୍ରାନ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣିଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଆଜି ପୁଣି ଦୈନିକ ସଂକ୍ରମଣ ହଜାରେ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୧୨୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ…

ଶ୍ରାବଣ ମାସରେ ଆଜି ହେଉଛି କାଳାଷ୍ଟମୀ ବ୍ରତ: ଜାଣନ୍ତୁ ଶୁଭ ମୁହୂର୍ତ୍ତ, ମହତ୍ତ୍ୱ ଓ ପୂଜା ବିଧି

ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ପ୍ରତି ମାସରେ କୃଷ୍ଣପକ୍ଷର ଅଷ୍ଟମୀ ତିଥିରେ ମାସିକ କାଳାଷ୍ଟମୀ ବ୍ରତ ରଖାଯାଏ । ଏହି ବ୍ରତ ଭଗବାନ ଭୈରବନାଥଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ବୋଲି ବିବେଚନା କରାଯାଏ । ଏହି ଦିନ…

ପ୍ରକାଶ ପାଇଲା ଗୃହ ବିଭାଗର ଶ୍ୱେତପତ୍ର: ୨୦୨୧ର ଅପରାଧ ସ୍ଥିତି ନେଇ ରହିଛି ଏପରି ତଥ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୃହବିଭାଗର ଶ୍ୱେତପତ୍ର ଆଜି ପ୍ରକାଶ ପାଇଛି । ୨୦୨୧ର ଅପରାଧ ସ୍ଥିତି ନେଇ ଶ୍ୱେତପତ୍ର ଜାରି ରହିଛି । ୨୦୨୧ରେ ୧ ଲକ୍ଷ ୫୫ ହଜାର ୫୨୦ଟି ଅପରାଧ ଘଟିଛି । ତା’ମଧ୍ୟରୁ ୧ ହଜାର ୩୯୪ଟି…

ଭୁବନେଶ୍ୱରରେ ପହଞ୍ଚିଲା ଡା.ଅଜୟ ପରିଡ଼ାଙ୍କ ମରଶରୀର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଉ ନାହାନ୍ତି ଆଇଏଲଏସ ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡ଼ା । ଗତକାଲି ଗୌହାଟୀରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଥିଲା । ଏହାରି ମଧ୍ୟରେ ଆଜି ଭୁବନେଶ୍ୱରରେ…