Browsing Category

ବାଣିଜ୍ୟ

ଆସିଲା LICର ସୁପରହିଟ୍ ସ୍କିମ୍‌ ; ପ୍ରତିଦିନ ଜମା କରନ୍ତୁ ମାତ୍ର ୪୫ ଟଙ୍କା, ପାଆନ୍ତୁ ୨୫ ଲକ୍ଷ

ନୂଆଦିଲ୍ଲୀ: ଭାରତୀୟ ଜୀବନ ବୀମା ନିଗମ (LIC ) ସବୁ ବର୍ଗର ଲୋକଙ୍କ ଲାଗି ପଲିସି ଆଣିଥାଏ । ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଏଲଆଇସି ବିଭିନ୍ନ ଲୋଭନୀୟ ସ୍କିମ୍ ଆଣୁଛି । ଏହି ସମସ୍ତ…

ସାମ୍ନାକୁ ଆସିଲା ଏହି ଇନସ୍ୟୁରାନ୍ସ ଆଇପିଓର ପ୍ରାଇସ୍ ବଣ୍ଡ୍; ଲାଭବାନ ହେବେ କୋହଲି-ଅନୁଷ୍କା

ମୁମ୍ୱାଇ: ଆସନ୍ତା ସପ୍ତାହରେ ନିବେଶକଙ୍କ ପାଇଁ ଖୋଲିବ ବୀମା ଟେକ୍ ଷ୍ଟାର୍ଟଅପ୍ କମ୍ପାନୀ ଗୋ ଡିଜିଟ୍ ଜେନେରାଲ ଇନସ୍ୟୁରାନ୍ସର ଆଇପିଓ । ଅନୁଷ୍କା ଶର୍ମା ଓ ବିରାଟ କୋହଲିଙ୍କ ସମର୍ଥନରେ କମ୍ପାନୀ ଏହି ଆଇପିଓ ଜରିଆରେ…

Post Officeର ଦମଦାର ସ୍କିମ: ମିଳିବ ମନ ମୁତାବକ ସୁଧ, ସୁରକ୍ଷିତ ରହିବ ଟଙ୍କା

ଓଡ଼ିଶା ଭାସ୍କର: ଟଙ୍କା ସଞ୍ଚୟ କରିବା ପାଇଁ ବର୍ତ୍ତମାନ ମାର୍କେଟରେ ବିଭିନ୍ନ ପ୍ରକାର ଯୋଜନା ଉପଲବ୍ଧ ରହିଛି । କିନ୍ତୁ ଟଙ୍କା ନିବେଶ କରିବା ପୂର୍ବରୁ ପ୍ରତ୍ୟେକ ଗ୍ରାହକଙ୍କ ମନରେ ଗୋଟିଏ ପ୍ରଶ୍ନ ରହିଥାଏ, କେଉଁଠି…

ଆଜି ପୁଣି ୭୫ ଫ୍ଲାଇଟ୍ସ ବାତିଲ୍ କଲା ଏୟାର ଇଣ୍ଡିଆ ଏକ୍ସପ୍ରେସ୍, ଏତିକି କୋଟିର କ୍ଷତି

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଏକ୍ସପ୍ରେସର କ୍ୟାବିନ କ୍ରୁ କର୍ମଚାରୀଙ୍କ ସହ ଚାଲିଥିବା ବିବାଦର ପ୍ରଭାବ ଶୁକ୍ରବାର ମଧ୍ୟ ଦେଖିବାକୁ ମିଳିଛି । ଏୟାରଲାଇନ୍ସକୁ ମେ ୧୦ ତାରିଖରେ ୭୫ ବିମାନ ବାତିଲ କରିବାକୁ ପଡିଲା । ତିନି…

ଆପଣଙ୍କ ପାଖରେ ଅଛି କି SBIର ଏହି କ୍ରେଡିଟ୍ କାର୍ଡ ? ହୋଇପାରେ ବଡ଼ କ୍ଷତି

ନୂଆଦିଲ୍ଲୀ: ଯଦି ଆପଣଙ୍କର ମଧ୍ୟ ଏସବିଆଇ କ୍ରେଡିଟ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ । ଦେଶରେ କ୍ରେଡିଟ୍ କାର୍ଡ ବ୍ୟବହାରକାରୀଙ୍କ ସଂଖ୍ୟା ଲଗାତାର ଭାବେ ବୃଦ୍ଧି ପାଉଛି । ବର୍ତ୍ତମାନ…

ଆଜି ଅକ୍ଷୟ ତୃତୀୟାରେ ମାତ୍ର ୧ଟଙ୍କାରେ କିଣନ୍ତୁ ୨୪ କ୍ୟାରେଟ୍ ସୁନା, ଜାଣନ୍ତୁ କେଉଁଠାରୁ କିଣିବେ ଓ କିପରି

ନୂଆଦିଲ୍ଲୀ: ଅକ୍ଷୟ ତୃତୀୟାରେ ସୁନା କିଣିବା ଶୁଭ ହୋଇଥାଏ । କିନ୍ତୁ ଏବେ ସୁନାର ଦାମ୍ ତ ଆକାଶଛୁଆଁ ରହିଛି । ବୁଲିୟନ ମାର୍କେଟରେ ୨୪ କ୍ୟାରେଟ୍ ବିଶିଷ୍ଟ ୧୦ ଗ୍ରାମ ସୁନାର ମୂଲ୍ୟ ୭୧,୫୦୦ଟଙ୍କାରେ ପହଞ୍ଚିଯାଇଛି ।…

ଅକ୍ଷୟ ତୃତୀୟାରେ ୫୦୦ ଟଙ୍କା ମହଙ୍ଗା ହେଲା ସୁନା, ରୂପା ମଧ୍ୟ ବଢିଲା, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଆଜି ସାରା ଦେଶରେ ଅକ୍ଷୟ ତୃତୀୟାର ପର୍ବ ଖୁବ ଧୁମଧାମରେ ପାଳନ କରାଯାଉଛି । ହିନ୍ଦୁ ଧର୍ମ ମୁତାବକ ଏହି ଦିନ ସୁନା-ରୂପା କିଣିବା ଶୁଭ ହୋଇଥାଏ । ଯଦି ଆପଣ ଜ୍ୱେଲାରୀ କିଣିବାକୁ ଯାଉଛନ୍ତି ତେବେ ଜାଣି…

PAN କାର୍ଡ଼ ହଜି ଯାଇଛି କି ? ଡୁପ୍ଲିକେଟ୍ PAN କାର୍ଡ଼ ତିଆରି କରିବା ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଥାଏ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଆଜିକାଲି ଅନଲାଇନ୍ ଯୁଗରେ ଘରେ ବସି ଆରାମରେ ସବୁ କାମ ହୋଇଯାଉଛି । ଲମ୍ବା ଧାଡ଼ି ଲଗାଇବାର ସମସ୍ୟାରୁ ମୁକ୍ତି ମିଳିବା ସହ ସମୟର ଅପଚୟ ମଧ୍ୟ ହେଉନାହିଁ । ସରକାରଙ୍କ ଲୋକଙ୍କ ସୁବିଧା ପାଇଁ ଅନେକ…

ଚୀନକୁ ଝଟକା ଦେଲେ ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜ୍ଜୁ, ଡ୍ରାଗନ ଜାହଜକୁ ଦେଲେ ନାହିଁ ଅନୁମତି

ନୂଆଦିଲ୍ଲୀ: ଚୀନ ସହ ନିବିଡ ସଂପର୍କ ରଖୁଥିବା ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜ୍ଜୁ ବର୍ତ୍ତମାନ ଚୀନକୁ ହିଁ ଝଟକା ଦେଇଛନ୍ତି । ମାଳଦ୍ୱୀପ ଚୀନର ଗୁପ୍ତଚର ଜାହଜକୁ ଅଟକାଇବା ସହ ତାକୁ ଅନୁମତି ଦେଇନାହିଁ । ଏହାକୁ ହିନ୍ଦ…

ବଦଳିଲା ପେଟ୍ରୋଲ ଓ ଡିଜେଲ ଦର; ତେଲ ପକାଇବା ପୂର୍ବରୁ ଦେଖନ୍ତୁ ଅତ୍ୟାଧୁନିକ ଦର…

ନୂଆଦିଲ୍ଲୀ: ଆଜି ମେ ୧୦ ତାରିଖରେ ତେଲ କଂପାନିଗୁଡ଼ିକ ଦେଶର ସମସ୍ତ ରାଜ୍ୟ ପାଇଁ ପେଟ୍ରୋଲ ଓ ଡିଜେଲ ଦର ଅପଡେଟ୍ କରିଛନ୍ତି । ଯାହା ଅନୁସାରେ ଆଜି ବିହାର ସମେତ ଦେଶର ଅନେକ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଶସ୍ତା ହୋଇଛି ।…