Browsing Category
ବାଣିଜ୍ୟ
ପିଏମ କିଷାନ ଯୋଜନାକୁ ନେଇ ଆସିଲା ଖରାପ ଖବର, ଏହି ସୁବିଧା ବନ୍ଦ କଲେ ସରକାର
ନୂଆଦିଲ୍ଲୀ: ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବାକୁ କେନ୍ଦ୍ର ସରକାର ଏବେ ବିଶେଷ ଧ୍ୟାନ ଦେଉଛନ୍ତି । ଏହି କାରଣ ଯୋଗୁଁ ସରକାରଙ୍କ ପକ୍ଷରୁ ଚାଷୀଙ୍କ ସୁବିଧା ପାଇଁ ଅନେକ ଯୋଜନାର ଲାଭ ଯୋଗାଇଦିଆଯାଉଛ, ଯେଉଁଥିରେ…
ଦେଶରେ ଲଗାତାର ଦ୍ୱିତୀୟ ଦିନରେ ବଢ଼ିଲା CNG ଦର, ଜାଣନ୍ତୁ ଆଜିର ରେଟ୍
ନୂଆଦିଲ୍ଲୀ: ତୈଳ ଓ ଗ୍ୟାସ କମ୍ପାନୀଗୁଡ଼ିକ ଲୋକଙ୍କ ପକେଟ୍ ଉପରେ ଲଗାତାର ବୋଝ ବଢ଼ାଇଚାଲିଛି । ପେଟ୍ରୋଲ-ଡିଜେଲ ପରେ ଏବେ CNG ଦାମ୍ ବି ଲଗାତାର ବଢ଼ିବାରେ ଲାଗିଛି । ଦିଲ୍ଲୀ ସମେତ ଅନେକ ସହରରେ CNG ଦାମ୍ ପ୍ରତିଦିନ…
ଏବର୍ଷ କେତେ ବଢ଼ିପାରେ ଆପଣଙ୍କ ଦରମା? ରିପୋର୍ଟରୁ ହେଲା ଖୁଲାସା
ନୂଆଦିଲ୍ଲୀ: କରୋନା ମହାମାରୀର ସଙ୍କଟ ପରେ ଏବେ ପରିସ୍ଥିତି ଧିରେ ଧିରେ ସୁଧୁରିବାରେ ଲାଗିଛି । କର୍ପୋରେଟ୍ ସେକ୍ଟର ଏବେ ନିଜର କର୍ମଚାରୀଙ୍କ ଦରମା ବୃଦ୍ଧି କରିବା ଯୋଜାନାରେ ଲାଗିପଡ଼ିଛନ୍ତି । ରିପୋର୍ଟ ଅନୁସାରେ,…
‘ଫୋର୍ବସ୍’ ଶ୍ରେଷ୍ଠ ଧନୀ ତାଲିକା ୨୦୨୨: ବିଶ୍ୱର ଧନୀ ତାଲିକାର ୧୦ମ ସ୍ଥାନରେ ମୁକେଶ ଅମ୍ବାନୀ, ଏହି ସ୍ଥାନରେ ରହିଲେ ଗୌତମ ଆଦାନୀ
ମୁମ୍ବାଇ: ପ୍ରକାଶ ପାଇଛି ‘ଫୋର୍ବସ୍’ର ବାର୍ଷିକ ବିଶ୍ୱ ଶ୍ରେଷ୍ଠ ଧନୀ ତାଲିକା-୨୦୨୨ । ଏଥର ପୁଣିଥରେ ବାଜି ମାରି ନେଇଛନ୍ତି ‘ରିଲାଏନ୍ସ୍ ଇଣ୍ଡଷ୍ଟ୍ରିଜ୍’ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ । ଏଥିରେ ୧୦ ସ୍ଥାନ ହାସଲ…
ଭାରତୀୟ ବଜାରରେ ଲଞ୍ଚ୍ ହେଲା ଟାଟା ନେକ୍ସନ୍ କୁପେ ଇଭି, ଗୋଟିଏ ଥର ଫୁଲ ଚାର୍ଜରେ ୩୧୨ କିମି ପର୍ଯ୍ୟନ୍ତ ଚାଲିବ
ନୂଆଦିଲ୍ଲୀ: ଟାଟା ମୋଟର୍ସ ଭାରତୀୟ ବଜାରରେ ଏହାର ମୋଷ୍ଟ ୱଟେଡ୍ ଇଲେକ୍ଟ୍ରିକ୍ କାର୍ ଟାଟା ନେକ୍ସନ୍ କୁପେ ଇଭି ଏଞ୍ଜ କରିଛି । କମ୍ପାନୀ ଏହି କାରରେ ଆଗ୍ରେସିଭ୍ ଡିଜାଇନର ବ୍ୟବହାର କରିଛି । ଖାଲି ଏତିକି ନୁହେଁ…
ଆଉ ଏକ ମହଙ୍ଗା ମାଡ଼! ପୁଣି ବଢ଼ିବ କ୍ଷୀର ରେଟ୍, Amulର ଏମଡି କହିଲେ କାରଣ
ନୂଆଦିଲ୍ଲୀ: ସାଧାରଣ ଜନତାଙ୍କୁ ପୁଣି ଏକ ଶକ୍ତ ଝଟକା ଲାଗିପାରେ । ସୂଚନା ଅନୁସାରେ, ଅମୁଲ କ୍ଷୀରର ଦାମ୍ ପୁଣି ବଢ଼ିବାର ସମ୍ଭାବନା ରହିଛି । ଅମୂଲ କମ୍ପାନୀର ଅଧିକାରୀମାନେ ମଙ୍ଗଳବାର ଦିନ କହିଛନ୍ତି ଯେ, ଏନର୍ଜି,…
ଡେଲିହଣ୍ଟର ମୂଳ କମ୍ପାନୀ ସଂଗ୍ରହ କଲା ୬୦୭୬ କୋଟିର ନିବେଶ: ଭର୍ସ ଇନ୍ନୋଭେସନର ମୂଲ୍ୟ ଛୁଇଁଲା ୫ ବିଲିୟନ୍ ଡଲାର
ନୂଆଦିଲ୍ଳୀ: ବିଭିନ୍ନ ସ୍ଥାନୀୟ ଭାଷାରେ କଣ୍ଟେଣ୍ଟ ତିଆରି କରୁଥିବା ଡେଲିହଣ୍ଟର ମୂଳ କମ୍ପାନୀ ନିବେଶ ସଂଗ୍ରହ କରିବାରେ ଜ୍ୟାକପଟ୍ ହାସଲ କରିଛି । ଡେଲିହଣ୍ଟର ମୂଳ କମ୍ପାନୀ ଭର୍ସ ଇନୋଭେସନ୍ ନିଜର ସଦ୍ୟତମ ନିବେଶ…
ଗାଡ଼ି ଚାଳକଙ୍କୁ ଟ୍ରିପଲ ଆଟାକ୍! ପେଟ୍ରୋଲ-ଡିଜେଲ ସହ ବଢ଼ିଲା CNG ରେଟ୍, ଜାଣନ୍ତୁ କେତେ?
ନୂଆଦିଲ୍ଲୀ: ଭାରତୀୟ ବଜାରରେ ଗାଡ଼ି ଇନ୍ଧନର ଦାମ୍ ଆକାଶଛୁଆଁ ହେବାରେ ଲାଗିଛି । ପେଟ୍ରୋଲ-ଡିଜେଲରୁ ନେଇ ସିଏନଜି ପର୍ଯ୍ୟନ୍ତ, ସମସ୍ତ ଦାମ୍ ବଢ଼ିବାରେ ଲାଗିଛି । ଦେଶରେ ପ୍ରତିଦିନ ପେଟ୍ରୋଲ-ଡିଜେଲ ଦର ବଢ଼ୁଥିବା ବେଳେ…
ଦେଶରେ ସବୁଠୁ ଧନୀ ରାଜନୈତିକ ଦଳ ପାଲଟିଲା ବିଜେପି, ଚାନ୍ଦା ଆକାରରେ ମିଳୁଛି କୋଟି କୋଟି ଟଙ୍କା: ଏଡିଆର୍ ରିପୋର୍ଟରୁ ମିଳିଲା ତଥ୍ୟ
ନୂଆଦିଲ୍ଲୀ: ଦେଶରେ ସବୁଠୁ ଧନୀ ରାଜନୈତିକ ଦଳ ହେଉଛି ଭାରତୀୟ ଜନତା ପାର୍ଟି (ବିଜେପି) । ଚାନ୍ଦା ଆକାରରେ ପ୍ରତିବର୍ଷ ମିଳୁଛି କୋଟି କୋଟି ଟଙ୍କା । ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମର (ଏଡିଆର) ପକ୍ଷରୁ ପ୍ରକାଶିତ…
୪୭୧୫ ଟଙ୍କା ଶସ୍ତା ହେଲା ସୁନା, ଫଟାଫଟ୍ ରେଟ୍ ଜାଣିବାକୁ ଆପଣାନ୍ତୁ ଏହି ଉପାୟ
ନୂଆଦିଲ୍ଲୀ: ବିବାହ ଋତୁ ଆରମ୍ଭ ହେବା ପୂର୍ବରୁ ଯଦି ଆପଣ ସୁନା କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ଖୁସିଖବର । ଗତ କିଛିଦିନ ଭିତରେ ସୁନା ସହ ରୂପା ଦର ବି କମିଯାଇଛି । ଗତ ଶୁକ୍ରବାର ତୁଳନାରେ ସୋମବାର…