Browsing Category

ମନୋରଞ୍ଜନ

ଆର୍ୟନ ଡ୍ରଗ୍ସ କେସରେ ଫସିଲା ପରେ ସୁଟିଂ ସେଟ୍ ଛାଡ଼ିଛନ୍ତି କିଙ୍ଗ ଖାନ୍: ମାତ୍ର ଏବେ ବି ସଟ୍ ଦେଉଛନ୍ତି ଶାହରୁଖ…

ନୂଆଦିଲ୍ଲୀ: ମନୋରଞ୍ଜନ ଦୁନିଆରେ ଯଦି କୌଣସି ଅଭିନେତାଙ୍କର କିଛି ଅସୁବିଧା ହୁଏ, ତେବେ ଅନେକ ସମୟରେ ତାଙ୍କ ଜାଗାରେ ଅନ୍ୟ ଜଣେ ଅଭିନୟ କରିଥାନ୍ତି । ଏ ପରିପ୍ରେକ୍ଷୀରେ ଉକ୍ତ ଅଭିନେତାଙ୍କର ଡୁପ୍ଲିକେଟର ସାହାରା…

ଡ୍ରଗ୍ସ ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ଆଶ୍ୱସ୍ତି: ଏନସିବି ମାଗିବନାହିଁ ଆଉ ରିମାଣ୍ଡ, ମିଳିବ କି ଜାମିନ୍?

ମୁମ୍ବାଇ: ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜରୁ ମିଳିଥିବା ଡ୍ରଗ୍ସ ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ମିଳିଛି ଆଶ୍ୱସ୍ତି । ଆର୍ଯ୍ୟନଙ୍କୁ ପୁଣି ରିମାଣ୍ଡରେ ନେବାକୁ ମନା କରିଛି ନାର୍କୋଟିକ୍ସ…

୪ ବର୍ଷ ହେଲା ଡ୍ରଗ୍ସ ସେବନ କରୁଛନ୍ତି ଆର୍ଯ୍ୟନ୍, ଏନସିବି ଜେରାରୁ ହେଲା ଖୁଲାସା

ମୁମ୍ବାଇ: ମାୟାନଗରୀ ମୁମ୍ବାଇରୁ ଗୋଆକୁ ଯାଉଥିବା କ୍ରୁଜ୍ ରେ ଚାଲଥିବା ଡ୍ରଗ୍ସ ପାର୍ଟି ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନ୍ ଗିରଫ ହୋଇଛନ୍ତି । ଆର୍ଯ୍ୟନ୍ ଙ୍କୁ ଲଗାତର ଭାବରେ ଏନସିବି ପଚରାଉଚରା ଚଳାଇଛି ।…

ରିଲିଜ ହେଲା ସମ୍ବଲପୁରୀ ଫୋକ ମ୍ୟୁଜିକ ‘ଏ ଲବ୍’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ବଲପୁରୀ ଲୋକ ଗୀତ ଉପରେ ଆଧାରିତ ନୂତନ ସମ୍ବଲପୁରୀ ମ୍ୟୁଜିକ ଭିଡିଓ ଏ ଲବ୍ ଆଜି ଉଦଘାଟିତ ହୋଇଯାଇଛି । ମାଁ ସମଲେଶ୍ବରୀ ଙ୍କ ମନ୍ଦିର ଠାରେ ସ୍ୱତନ୍ତ୍ର ପୁଜାଚ୍ଚନା ପରେ ମ୍ୟୁଜିକ ଭିଡିଓ…

କରଣ ଜୋହରଙ୍କୁ ଗାଳି ଦେବାକୁ କହିଥିଲେ କଙ୍ଗନା; କେଆରକେଙ୍କ ବିବାଦୀୟ ବୟାନ

ସବୁବେଳେ ବିବାଦରେ ରହୁଥିବା କମାଲ ରସିଦ ଖାନ(କେଆରକେ) ନିଜର ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ସେ ଅଧିକାଂଶ ସମୟରେ ସୋସିଆଲ ମିଡିଆ ମାଧ୍ୟମରେ ବଲିଉଡ ସେଲିବ୍ରିଟିଙ୍କୁ ଟାର୍ଗେଟ କରିଥାନ୍ତି ଏବଂ ଏକ ନୂଆ…

ପରଲୋକରେ ନଟୁକାକା

ମୁମ୍ବାଇ: ଲୋକପ୍ରିୟ ହାସ୍ୟ ଟିଭି ସିରିଏଲ ‘ତାରକ୍ ମେହତା କା ଉଲ୍ଟା ଚଷ୍ମା’ରେ ନଟୁକାକା ଚିରତ୍ରରେ ଅଭିନୟ କରୁଥିବା କଳାକାର ଘନଶ୍ୟାମ ନାୟକଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା । ସେ ଅନେକ ଦିନରୁ…

ମନୋଜ ବାଜପେୟୀଙ୍କ ପିତାଙ୍କ ପରଲୋକ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ମନୋଜ ବାଜପେୟୀଙ୍କ ବାପା ରାଧାକାନ୍ତ ବାଜପେୟୀଙ୍କ ଦେହାନ୍ତ । ଅସୁସ୍ଥତା କାରଣରୁ ଦୀର୍ଘ ଦିନ ଧରି ସେ ଚିକିତ୍ସିତ ହେଉଥିଲେ । କିଛିଦିନ ତଳେ ତାଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି…

ମୁମ୍ବାଇ ଡ୍ରଗ୍ସ ପାର୍ଟି: ‘ପଠାନ’ ଶୁଟିଂ ବାତିଲ କଲେ ଶାହରୁଖ ଖାନ୍!

ମୁମ୍ବାଇ: ନାର୍କୋଟେକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ମୁମ୍ବାଇ କ୍ରୁଜ୍ ଭିତରେ ଚାଲିଥିବା ଡ୍ରଗ୍ସ ପାର୍ଟି ଉପରେ ଶନିବାର ଦିନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚଢ଼ାଉ କରିଥିଲା । କ୍ରୁଜ୍ ରୁ ବିପୁଳ ପରିମାଣରେ ଡ୍ରଗ୍ସ…

ରେଭ୍ ପାର୍ଟି ମାମଲା: ଆର୍ଯ୍ୟନଙ୍କ ସମେତ ୮ ଜଣ ଅଟକ, ଦେଖନ୍ତୁ ପୂରା ଲିଷ୍ଟ୍; ଜବତ ହୋଇଛି ୪ ପ୍ରକାର ଡ୍ରଗ୍ସ

ମୁମ୍ବାଇ: ଏନସିବି ମୁମ୍ବାଇରୁ ଗୋଆକୁ ଯାଉଥିବା ଏକ ଜ୍ରୁଜ୍ ଜାହାଜରେ ଚାଲିଥିବା ଡ୍ରଗ୍ସ ପାର୍ଟି ଉପରେ ଚଢ଼ାଉ କରିଛି । ଏନସିବି ଏନେଇ କାର୍ଯ୍ୟାନୁଷ୍ଠାନ ନେଇ ୮ ଜଣଙ୍କୁ ହେପାଜତକୁ ନେଇଛି ଓ ପଚରାଉଚରା ଚଳାଇଛି । ତେବେ…

ଆର୍ଯ୍ୟନଙ୍କ ଲେନ୍ସ ବକ୍ସରୁ ଜବତ ହେଲା ଡ୍ରଗ୍ସ, ଶାହରୁଖଙ୍କ ପୁଅକୁ ଘେରିଲା ଏନସିବି

ମୁମ୍ବାଇ: ଶନିବାର ଦିନ ବିଳମ୍ବିତ ରାତିରେ ଏନସିବି ପକ୍ଷରୁ କ୍ରୁଜ୍ ପାର୍ଟି ଉପରେ କରାଯାଇଥିବା ଚଢ଼ାଉ ମାମଲା ନୂତନ ତଥ୍ୟର ଖୁଲାସା ହୋଇଛି । ଏନସିବି ସୁତ୍ରରୁ ପ୍ରକାଶ ଯେ, ଏହି କ୍ରୁଜ୍ ପାର୍ଟିରେ ବଲିଉଡ୍ ସୁପରଷ୍ଟାର୍…