fbpx
BSKY
BJD SHG SKY
BJD YOUTH SKY
Browsing Category

ଦେଶ

ସୁପ୍ରିମକୋର୍ଟ: ପିତାଙ୍କୁ ଆବଣ୍ଟିତ ହୋଇଥିବା ସରକାରୀ କ୍ୱାର୍ଟରରେ ରହୁଥିବା ସରକାରୀ କର୍ମଚାରୀ HRA ପାଇଁ ହକଦାର ନୁହନ୍ତି

ନୂଆଦିଲ୍ଲୀ: ଯଦି କୌଣସି ସରକାରୀ କର୍ମଚାରୀଙ୍କ ତାଙ୍କର ପିତାଙ୍କୁ ଆବଣ୍ଟିତ ହୋଇଥିବା ସରକାରୀ କ୍ୱାର୍ଟରରେ ରହୁଥିବେ ତେବେ ସେ ଘର ଭଡ଼ା ଭତ୍ତା (ଏଚଆରଏ) ପାଇବାକୁ ହକଦାର ହେବେ ନାହିଁ । ସୁପ୍ରିମକୋର୍ଟ ଏ ମାମଲାରେ ଏକ…

ପୁଣି ଏକ ଅଜବ ଘଟଣା! ପରୀକ୍ଷାରେ ମୋଟ ୧୦୦ ମାର୍କରୁ ଏମବିଏ ଛାତ୍ରଙ୍କୁ ମିଳିଲା ୧୧୮, ୧୦୬ ଓ ୧୦୨ ମାର୍କ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀଙ୍କ ପରୀକ୍ଷାର ପ୍ରଶ୍ନପତ୍ରକୁ ନେଇ ଅନେକ ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି । ଅନେକ ସମୟରେ କିଛି ଛାତ୍ରଛାତ୍ରୀ ପରୀକ୍ଷା ପାସ୍ କରିବା ପାଇଁ…

ସୀମାରେ ନଜର ରଖିବ Hermes-900 ଡ୍ରୋନ: ଅନୁପ୍ରବେଶକାରୀଙ୍କ ଉପରେ ଲାଗିବ ରୋକ

ନୂଆଦିଲ୍ଲୀ: ପାକିସ୍ତାନ ସୀମାରେ ଆତଙ୍କବାଦୀ ଅନୁପ୍ରବେଶକାରୀଙ୍କୁ ଲାଗିବ ଝଟକା । ଭାରତର ସୀମାନ୍ତ ଅଞ୍ଚଳ ଗୁଡିକରେ କଡା ନଜର ରଖିବ ହର୍ମିସ-୯୦୦ । ଏହାକୁ ଅତିଶୀଘ୍ର ଭାରତୀୟ ସେନାରେ ସାମିଲ କରାଯିବ । ଏହି ଡ୍ରୋନଟି…

ଆସିଲା LICର ସୁପରହିଟ୍ ସ୍କିମ୍‌ ; ପ୍ରତିଦିନ ଜମା କରନ୍ତୁ ମାତ୍ର ୪୫ ଟଙ୍କା, ପାଆନ୍ତୁ ୨୫ ଲକ୍ଷ

ନୂଆଦିଲ୍ଲୀ: ଭାରତୀୟ ଜୀବନ ବୀମା ନିଗମ (LIC ) ସବୁ ବର୍ଗର ଲୋକଙ୍କ ଲାଗି ପଲିସି ଆଣିଥାଏ । ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଏଲଆଇସି ବିଭିନ୍ନ ଲୋଭନୀୟ ସ୍କିମ୍ ଆଣୁଛି । ଏହି ସମସ୍ତ…

(Video)ରାସ୍ତାରେ ଓଲଟି ପଡିଲା ଟଙ୍କା ଭର୍ତ୍ତି ଗାଡି, ବିଛାଡି ହୋଇପଡିଲା ୭କୋଟି ଟଙ୍କା

ହାଇଦ୍ରାବାଦ: ଶନିବାର ଆନ୍ଧ୍ରପ୍ରଦେଶରେ ପୁଣି ଥରେ ବହୁ ମାତ୍ରାରେ ନଗଦ ଟଙ୍କା ଜବତ କରାଯାଇଛି । ଏହା ପୂର୍ବରୁ ଶୁକ୍ରବାର ମଧ୍ୟ ଏନଟିଆର୍ ଜିଲ୍ଲାରେ ୮ କୋଟି ଟଙ୍କା ଜବତ କରାଯାଇଥିଲା । ଏହି ମାମଲା ରାଜ୍ୟର ପୂର୍ବ…

ସାମ୍ନାକୁ ଆସିଲା ଏହି ଇନସ୍ୟୁରାନ୍ସ ଆଇପିଓର ପ୍ରାଇସ୍ ବଣ୍ଡ୍; ଲାଭବାନ ହେବେ କୋହଲି-ଅନୁଷ୍କା

ମୁମ୍ୱାଇ: ଆସନ୍ତା ସପ୍ତାହରେ ନିବେଶକଙ୍କ ପାଇଁ ଖୋଲିବ ବୀମା ଟେକ୍ ଷ୍ଟାର୍ଟଅପ୍ କମ୍ପାନୀ ଗୋ ଡିଜିଟ୍ ଜେନେରାଲ ଇନସ୍ୟୁରାନ୍ସର ଆଇପିଓ । ଅନୁଷ୍କା ଶର୍ମା ଓ ବିରାଟ କୋହଲିଙ୍କ ସମର୍ଥନରେ କମ୍ପାନୀ ଏହି ଆଇପିଓ ଜରିଆରେ…

(Video): ଏୟାରଲିଫ୍ଟ କରି ଆମେରିକୀୟ ମହିଳାଙ୍କ ଜୀବନ ବଞ୍ଚାଇଲେ IAF, ଟ୍ରେକିଂ ସମୟରେ ହୋଇଥିଲେ ଆହତ

ଶିମଲା: ପୁଣି ଭାରତୀୟ ବାୟୁସେନା ଦେଖାଇଲେ କମାଲ । ଟ୍ରେକିଂ ସମୟରେ ଆହତ ହୋଇଥିବା ଜଣେ ଆମେରିକୀୟ ମହିଳାଙ୍କୁ ଏୟାରଲିଫ୍ଟ କରିଥିଲେ ଭାରତୀୟ ବାୟୁସେନା(IAF) । ପରେ ମହିଳାଙ୍କୁ ହସ୍ପିଟାଲରେ ମଧ୍ୟ ଭର୍ତ୍ତି କରାଇଥିଲେ…

କେଜ୍ରିୱାଲଙ୍କୁ ଜାମିନ ମିଳିବା ପରେ ଖୁସି ପ୍ରକାଶ କଲା ପାକିସ୍ତାନ; ଜାଣନ୍ତୁ କ’ଣ କହିଲେ ଏହି ନେତା

ନୂଆଦିଲ୍ଲୀ: ମଦ ଦୁର୍ନିତୀ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଥିବା ଅନ୍ତରୀଣ ଜାମିନକୁ ନେଇ ଆଜି କେବଳ ଭାରତରେ ନୁହେଁ ବିଦେଶରେ ବି ଚର୍ଚ୍ଚା ହେଉଛି । ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଶୁକ୍ରବାର…

(video)ନିର୍ବାଚନ ପ୍ରଚାର ପୂର୍ବରୁ ହନୁମାନ ମନ୍ଦିର ଯାଇ ପୂଜାର୍ଚ୍ଚନା କଲେ କେଜ୍ରିୱାଲ, ସାମ୍ନାକୁ ଆସିଲା ଭିଡିଓ

ନୂଆଦିଲ୍ଲୀ: ତିହାର ଜେଲ୍‌ରୁ ବାହାରିବା ପରେ ଆଜି କେଜ୍ରିୱାଲ ନିର୍ବାଚନ ପ୍ରଚାର ଆରମ୍ଭ କରିବେ ବୋଲି ଜଣାପଡିଛି । ଏହା ପୂର୍ବରୁ କେଜ୍ରିୱାଲ ପତ୍ନୀ ସୁନୀତାଙ୍କ ସହ ଦିଲ୍ଲୀର କନ୍ନଟ ପ୍ଲେସ୍ ସ୍ଥିତ ହନୁମାନ ମନ୍ଦିରକୁ…

ଆପଣଙ୍କ ଆଧାରରେ ଆଉ କେହି Sim Card ବ୍ୟବହାର କରୁଛନ୍ତି କି? କିପରି ଜାଣିବେ ଏବଂ କେମିତି କରିବେ ବ୍ଲକ୍

ନୂଆଦିଲ୍ଲୀ: ଆଜିକାଲି ପ୍ରତ୍ୟେକ କାମ ପାଇଁ ଆଧାର କାର୍ଡ ପ୍ରଥମ ପରିଚୟ ପତ୍ର ଭାବରେ ବ୍ୟବହାର କରାଯାଉଛି । ଏହାସହିତ ବ୍ୟାଙ୍କ ଆକାଉଣ୍ଟରୁ ଆରମ୍ଭ କରି ରାସନ କାର୍ଡ କିମ୍ବା ଡ୍ରାଇଭିଙ୍ଗ ଲାଇସେନ୍ସ ପର୍ଯ୍ୟନ୍ତ ସମସ୍ତ…