fbpx
BJD
BJD SKY
BJD SKY
Browsing Category

ଦେଶ

ସିଏଏକୁ ନେଇ ରାଷ୍ଟ୍ରପତିଙ୍କୁ ଗୁହାରି

ନୂଆଦିଲ୍ଲୀ,୨୪ ।୧: ନାଗରିକତା ସଂଶୋଦନ ଆଇନ ବା ସିଏଏ ସମର୍ଥନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି ୧୫୪ ଜଣିଆ ପ୍ରତିନିଧିମଣ୍ଡଳୀ । ଏହି ପ୍ରତିନିଧିମଣ୍ଡଳୀରେ ୧୧ ଜଣ ପୂର୍ବତନ ବିଚାରପତିଙ୍କ ସମେତ ୭୨ ଜଣ…

ଭାରତ ଆଗରେ ୨୦୪ରନର ବିଜୟ ଲକ୍ଷ୍ୟ ରଖିଲା ନ୍ୟୁଜିଲାଣ୍ଡ

ଅକଲ୍ୟାଣ୍ଡ, ୨୪ା୧: ଅକଲ୍ୟାଣ୍ଡରେ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦ ମ୍ୟାଚ ଖେଳାଯାଇଛି । ଟସ୍ ଜିତି ଭାରତ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ତେଣୁ ପ୍ରଥମେ ବ୍ୟାଟିଂ କରିଥିଲା ନ୍ୟୁଜିଲାଣ୍ଡ । ଭାରତ ଆଗରେ…

ବୋଲିଂ କରିବ ଭାରତ

ଅକଲ୍ୟାଣ୍ଡ, ୨୪ା୧: ଅକଲ୍ୟାଣ୍ଡରେ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦ ମ୍ୟାଚ ଖେଳାଯିବ । ଟସ୍ ଜିତି ଭାରତ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଛି । ତେଣୁ ପ୍ରଥମେ ବ୍ୟାଟିଂ କରିବ ନ୍ୟୁଜିଲାଣ୍ଡ । ଭାରତ ଓ ନ୍ୟୁଜିଲାଣ୍ଡ…

କର୍ତ୍ତବ୍ୟ ପ୍ରତି ପ୍ରାଥମିକତା ରହିବା ଦରକାର : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୪ା୧: ଦିଲ୍ଲୀରେ ସଫଳ ପିଲାମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଛନ୍ତି । ୨୨ତାରିଖରେ ରାଷ୍ଟ୍ରୀୟ ବାଳ ପୁରସ୍କାର ପାଇଥିବା ପିଲାଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ।…

ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ଦୋଷୀଙ୍କ ପରିବାରକୁ ଶେଷ ଚିଠି

ନୂଆଦିଲ୍ଲୀ, ୨୪ା୧: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଚାରି ଦୋଷୀଙ୍କ ପରିବାରକୁ ଆଜି ଶେଷ ଚିଠି ଲେଖାଯାଇଛି । ଦୋଷୀଙ୍କ ପରିବାରକୁ ଚିଠି ଲେଖିଛନ୍ତି ତିହାର ଜେଲ କର୍ତ୍ତୃପକ୍ଷ । ଦୋଷୀଙ୍କୁ ଶେଷ ଦେଖା କରିବାର ଥିଲେ…

ନିହତ ହେଲା ଜୈଶ ଆତଙ୍କବାଦୀ

ଜାମ୍ମୁକାଶ୍ମୀର, ୨୪ା୧: ଏନକାଉଣ୍ଟରରେ ଜୈଶ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଜୈଶ ଆତଙ୍କବାଦୀ ଅବୁ ସୈଫୁଲା ନିହତ ହୋଇଛି । ଜମ୍ମୁକାଶ୍ମୀର ଅବନ୍ତିପୁରାରେ ସୁରକ୍ଷାକର୍ମୀଙ୍କ ଏନାକାଉଣ୍ଟରରେ ସଫା ହୋଇଛି…

ନିର୍ଭୟା ମାମଲା, ଫାଶୀ ପୂର୍ବରୁ ପଚରାଗଲା ଶେଷ ଇଚ୍ଛା

ନୂଆଦିଲ୍ଲୀ, ୨୩ା୧: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଫାଶୀ ପୂର୍ବରୁ ୪ ନିର୍ଭୟା ଦୋଷୀଙ୍କୁ ଶେଷ ଇଚ୍ଛା ପଚରାଯାଇଛି । ଶେଷ ଇଚ୍ଛାକୁ ପଚାରି ବୁଝିଛନ୍ତି ତିହାର ଜେଲ କର୍ତ୍ତୃପକ୍ଷ । ଏହାସହ ସମ୍ପର୍କୀୟଙ୍କ ସହ ଦେଖା…

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଲା ‘ପ୍ରଗତି’ ବୈଠକ

ନୂଆଦିଲ୍ଲୀ,୨୨ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏବର୍ଷର ପ୍ରଥମ ‘ପ୍ରଗତି’ ବୈଠକ ବସିଲା । ସୁଶାସନ ଓ ସମୟାନୁବର୍ତ୍ତୀ କାର୍ଯ୍ୟକାରିତା ନେଇ ଆଲୋଚନା ହୋଇଛି । ଓଡିଶା ସମେତ ୯ଟି ରାଜ୍ୟର…

ଭାରତ-ଘାନା ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

ନୂଆଦିଲ୍ଲୀ,୨୨ ।୧: ଭାରତ-ଘାନା ସମ୍ପର୍କ ବୃଦ୍ଧି ପାଇଁ ଦୁହିଁଙ୍କ ମଧ୍ୟରେ ବୁଝାମଣା କରିଛି ଇଣ୍ଡିଆନ ଅଏଲ । ଘାନାର ଜାତୀୟ ପେଟେଆଲିୟମ ପ୍ରାଧିକରଣ ସହ ଏନେଇ ଚୁକ୍ତି ସ୍ୱାକ୍ଷରିତ କରିଛି ଭାରତ । କେନ୍ଦ୍ର ପେଟ୍ରୋଲିୟମ…