fbpx
Browsing Category

ଦେଶ

ଫାଷ୍ଟଟ୍ରାକ କୋର୍ଟରେ ହେବ ବିଚାର: ଯୋଗୀ ଆଦିତ୍ୟନାଥ

ଉନ୍ନାଓ.୭ ।୧୨: ଉତ୍ତରପ୍ରଦେଶ ଉନ୍ନାଓର ଗଣଦୁଷ୍କର୍ମ ପୀଡିତା ଗତକାଲି ଦିଲ୍ଲୀର ସଫନରଜଙ୍ଗ ହସ୍ପିଟାଲରେ ଆଖିବୁଜିଛନ୍ତି । ମୃତ୍ୟୁ ପରେ ପୀଡିତାଙ୍କ ଶବ ବ୍ୟବଚ୍ଛେଦ ଶେଷ ହୋଇଛି । ସମ୍ପୂର୍ଣ୍ଣ ଶବ ବ୍ୟବଚ୍ଛେଦ…

ଯୋଗୀ ସରକାରଙ୍କୁ ଉନ୍ନାଓ ପୀଡିତାଙ୍କ ବାପାଙ୍କ ଗୁହାରୀ, କହିଲେ- ‘ହାଇଦ୍ରାବାଦ ଭଳି ଦୁଷ୍କର୍ମକାରୀଙ୍କୁ ଗୋଡେଇ ଗୁଳି କର’

ଉନ୍ନାଓ,୭ ।୧୨: ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ଉନ୍ନାଓ ଗଣଦୁଷ୍କର୍ମ ପୀଡିତା । ଶୁକ୍ରବାର ରାତି ୧୧ଟା ୪୦ରେ ଦିଲ୍ଲୀର ସଫନରଜଙ୍ଗ ହସ୍ପିଟାଲରେ ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କଲେ । ଝିଅର ମୃତ୍ୟୁ ପରେ ଯୋଗୀ…

ଝାଡଖଣ୍ଡରେ ମତଦାନ ଜାରି, ଗୁମଲାରେ ଗୁଳିମାଡ

ଝାଡଖଣ୍ଡ,୭ ।୧୨: ଝାଡଖଣ୍ଡ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ୨୦ଟି ଆସନ ପାଇଁ ମତଦାନ ଦେଉଛନ୍ତି ଜନତା । ଏଥିରେ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ…

ଜୀବନ ହାରିଲେ ଉନ୍ନାଓ ପୀଡ଼ିତା

ନୂଆଦିଲ୍ଲୀ : ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ଉନ୍ନାଓ ଗଣଦୁଷ୍କର୍ମ ମାମଲାର ପୀଡ଼ିତା । ଶୁକ୍ରବାର ରାତି ୧୧ଟା ୪୦ ମିନିଟ୍ରେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବୋଲି ସୂଚନା…

ଉନ୍ନାଓ ଗଣଦୁଷ୍କର୍ମ ପୀଡିତାଙ୍କ ପରିବାରକୁ ମିଳିଲା ଜୀବନରୁ ମରିଦେବାର ଧମକ

ଉନ୍ନାଓ,୬ ।୧୨: ଉନ୍ନାଓ ଗଣଦୁଷ୍କର୍ମ ପୀଡିତାଙ୍କୁ କିରୋସିନି ଢାଳି ନିଆଁ ଲଗାଇବା ପରେ ଏବେ ତାଙ୍କ ପରିବାରକୁ ଜୀବନରୁ ମାରିଦେବାର ଧମକ ମିଳିଛି । ଏହା ସହ ତାଙ୍କ ସମ୍ପର୍କୀୟଙ୍କ ଦୋକାନରେ ନିଆଁ ଲଗାଇବାକୁ ମଧ୍ୟ ଧମକ…

ହାଇଦ୍ରାବାଦ ଗଣଦୁଷ୍କର୍ମ ଅପରାଧୀଙ୍କ ମୃତଦେହ ନେବାକୁ ପରିବାର ନାରାଜ, ପୋଲିସ କରିବ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ,୬ ।୧୨: ହାଇଦ୍ରାବାଦ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ କରିଥିବା ୪ ଅପରାଧୀଙ୍କୁ ଏନକାଉଣ୍ଟର କରିଛି ପୋଲିସ । ଆଜି ସକାଳେ ଏନଏଚ୍-୪୪ରେ ପୋଲିସ ଏନକାଉଣ୍ଟରରେ ସମସ୍ତ ଦୁଷ୍କର୍ମକାରୀଙ୍କ ମୃତ୍ୟୁ ଘଟିଛି ।…

ଦିଶାଙ୍କ ପରେ ନିର୍ଭୟାଙ୍କୁ ମିଳିବ ନ୍ୟାୟ ! ରାଷ୍ଟ୍ରପତିଙ୍କୁ ପଠାଗଲା ଫାଇଲ୍

ନୂଆଦିଲ୍ଲୀ,୬ ।୧୨: ହାଇଦ୍ରାବାଦର ଦିଶାଙ୍କ ପରେ ଏବେ ନିର୍ଭୟାଙ୍କୁ ମିଳିପାରେ ନ୍ୟାୟ । ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ରାଜକ୍ଷମା ଆବେଦନ ଫାଇଲ୍ ପଠାଇଲା ଗୃହ…

ଆତ୍ମରକ୍ଷା ପାଇଁ ପୋଲିସ ଗୁଳି ଚଳାଇଥିଲା: ପୋଲିସ କମିଶନର

ହାଇଦ୍ରାବାଦ,୬ା୧୨: ଦିଶାଙ୍କ ମାମଲାରେ ସାଇବରାବାଦ ପୋଲିସ ଏକ ସାମ୍ବାଦିକ ସମ୍ମିଳନୀ କରିଛି । ପୋଲିସ କମିଶନର ଭିସି ସଜନାର ସମ୍ମିଳନୀରେ କ୍ରାଇମ ସିନକୁ ରିକ୍ରିଏଟ କରିବାକୁ ପୋଲିସ ନେଇଥିଲା ବୋଲି କହିଛନ୍ତି ।…

ହାଇଦ୍ରାବାଦ ଗଣଦୁଷ୍କର୍ମ, ଏନକାଉଣ୍ଟର ସ୍ଥଳରେ ଫରେନସିକ ଟିମ୍

ହାଇଦ୍ରାବାଦ,୬ା୧୨(ଓଡ଼ିଶା ଭାସ୍କର): ହାଇଦ୍ରାବାଦରେ ଗଣଦୁଷ୍କର୍ମମାନଙ୍କୁ ହୋଇଥିବା ଏନକାଉଣ୍ଟର ସ୍ଥଳରେ ଫରେନସିକ ଟିମ ତଦନ୍ତ ଆରମ୍ଭ କରିଛି । କିଛି ସମୟ ପରେ ମୃତକଙ୍କ ଶବବ୍ୟବଚ୍ଛେଦ କରାଯିବ । ଏହାସହ ହାଇଦ୍ରାବାଦ…

ପୋଲିସ ଉପରେ ପୁଷ୍ପବର୍ଷା ଓ ମିଠା ଖୁଆଇ କୃତଜ୍ଞତା ଜଣାଇଲେ ଲୋକେ

ହାଇଦ୍ରାବାଦ,୬ ।୧୨: ହାଇଦ୍ରାବାଦ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ କରିଥିବା ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି ପୋଲିସ । ଏହି ଘଟଣା ପରେ ପ୍ରଂଶସାର ପାତ୍ର ପାଲଟିଛନ୍ତି ପୋଲିସ । ଯେଉଁ ସ୍ଥାନରେ ଏନକାଉଣ୍ଟର…