fbpx
Browsing Category

ଦେଶ

କରୋନା ପାଇଁ ୫୧୫ କୋଟି ଟଙ୍କାର ସହାୟତା

ନୂଆଦିଲ୍ଲୀ,୧ ।୪: ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ୫୧୫ କୋଟି ଟଙ୍କାର ସହାୟତା ମିଳିଛି । ଦେଶରେ କରୋନା ମୁକାବିଲା ପାଇଁ ଇସ୍ପାତ କ୍ଷେତ୍ର ଓ କର୍ମଚାରୀଙ୍କ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । ରାଷ୍ଟ୍ରାୟତ…

୪୪୧ ଜଣଙ୍କଠାରେ କରୋନା ଲକ୍ଷଣ

ନୂଆଦିଲ୍ଲୀ,୩୧ ।୩: କରୋନା ଭାଇରସକୁ ନେଇ ସାରା ଦେଶ ଲକ୍-ଡାଉନ୍ ହେବା ସତ୍ତ୍ୱେ ନିଜାମୁଦ୍ଦିନ ଅଞ୍ଚଳରେ ଅବସ୍ଥିତ ମାର୍କାଜରେ ଦେଶ-ବିଦେଶ ଲୋକଙ୍କ ସମାବେଶକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କଡା…

କରୋନା ମୁକାବିଲା ପାଇଁ କମିଟି

ନୂଆଦିଲ୍ଲୀ,୩୧ ।୩: କରୋନା ଭାଇରସ କାରଣରୁ ସାରା ଦେଶ ୨୧ ଦିନ ପାଇଁ ଲକ୍-ଡାଉନ୍ ହୋଇଛି । କରୋନାକୁ ନେଇ ଆଜି କେନ୍ଦ୍ର ସରକାର କହିଛନ୍ତି ଯେ, କରୋନା ବିରୋଧରେ ଲଢେଇରେ ସମସ୍ତଙ୍କୁ ଏକାଠି ହେବାକୁ ପଡିବ । କରୋନା…

କରୋନା ମୁକାବିଲା, ଗଠନ କରାଯାଉ ବିଶେଷଜ୍ଞ ଟିମ୍: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୩୧ା୩: କରୋନା ମୁକାବିଲା ନେଇ ସୁପ୍ରିମକୋର୍ଟରେ ଆଜି ଶୁଣାଣି ହୋଇଛି । ଏନେଇ ବିଶେଷଜ୍ଞ କମିଟି ଗଠନ ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୨୪ଘଣ୍ଟା ମଧ୍ୟରେ ଏହି ବିଶେଷଜ୍ଞ କମିଟି ଗଠନ ପାଇଁ…

ଦେଶରେ କରୋନା ଆକ୍ରାନ୍ତ ୧୨୫୧, ୪୦ମୃତ

ନୂଆଦିଲ୍ଲୀ, ୩୧ା୩: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବତ୍ତର୍ମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୫୧ ଥିବା ବେଳେ ୪୦ଜଣଙ୍କର ମୃତ୍ୟୁ ହୋଇସାରିଛି । ଏହାସହ…

ବଢିଲା କୃଷିଋଣ ପରିଶୋଧର ଅବଧି

ନୂଆଦିଲ୍ଲୀ,୩୦ ।୩: ସ୍ୱଳ୍ପକାଳୀନ କୃଷିଋଣ ପରିଶୋଧର ଅବଧି ମେ ୩୧ ଯାଏଁ ବୃଦ୍ଧି ପାଇଛି । ଦେଶରେ ଲକ୍ ଡାଉନ୍ ଲାଗୁ ହୋଇଥିବା କାରଣରୁ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ପରିଶୋଧର ବିଳମ୍ବ…

କରୋନା ମୁକାବିଲା ପାଇଁ କେଉଁ ବ୍ୟବସାୟୀ ଦେଲେ କେତେ ସହାୟତା

କରୋନା ମୁକାବିଲା ପାଇଁ ଦେଶର ଜଣାଶୁଣା ଧନୀ ବ୍ୟକ୍ତି ଓ ସଂସ୍ଥା ଏବେ ସହାୟତାର ହାତ ବଢ଼ାଇଛନ୍ତି ।ଆସନ୍ତୁ ଦେଖିବା କିଏ ଦେଲେ କେତେ ଟଙ୍କା । କମ୍ପାନୀ ସହାୟତା ରାଶି ପରିମାଣ ଟାଟା ଗ୍ରୁପ୍ ୧୦୦୦କୋଟି ଟଙ୍କା ଟାଟା…

୨୧ଦିନର ଲକ୍-ଡାଉନ୍ ମଧ୍ୟରେ କରୋନାକୁ ନିୟନ୍ତ୍ରଣ କରିବା ଅସମ୍ଭବ

ଅଦୃଶ୍ୟ ଶତ୍ରୁ ବିରୋଧରେ ଯୁଦ୍ଧ ଲଢୁଛି ସାରା ବିଶ୍ୱ । ଅନୁସନ୍ଧାନକାରୀମାନେ ଦିନ ରାତି ଲାଗି କରୋନର ମୁକାବିଲା କରିବା ପାଇଁ ସମାଧାନ ଖୋଜୁଛନ୍ତି । ବର୍ତ୍ତମାନ ସୁଦ୍ଧା କରୋନା ବହୁ ତୀବ୍ର ମାତ୍ରାରେ ସଂକ୍ରମିତ ହେଉଛି,…

ଲକଡାଉନରେ ଅନ୍ ଲାଇନରେ ମିଳିବ ମଦ

ଲକଡାଉନ ଯୋଗୁଁ ମଦ ଦୋକାନ ବନ୍ଦ । ଚିନ୍ତାରେ ମଦୁଆ । କେଉଁଠି ବ୍ଳାକରେ ମଦ କିଣୁଛନ୍ତି ତ କେଉଁଠି ଲକଡାଉନର ସପ୍ତାହକ ପରେ ବ୍ଳାକରଙ୍କ ପାଖରେ ବି ଷ୍ଟକ ଶେଷ ।ଏଭଳି ଅବସ୍ଥାରେ ମାନସିକ ଭାରସାମ୍ୟ ହରାଉଛନ୍ତି ମଦୁଆ ।…