Browsing Category

ଦେଶ

ବିଏସଏଫ କ୍ଷମତା ବୃଦ୍ଧି ପ୍ରସଙ୍ଗ; ଅମିତ ଶାହାଙ୍କୁ ଭେଟିବେ ଏନସିପି ମୁଖ୍ୟ ଶରଦ ପୱାର

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ସୀମାରେ ବିଏସଏଫର କ୍ଷମତା ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବେ ବରିଷ୍ଠ ରାଜନେତା ତଥା ଏନସପି ମୁଖ୍ୟ ଶରଦ ପୱାର । ପଞ୍ଜାବ ଏବଂ ପଶ୍ଚିମବଙ୍ଗ ଭଳି କିଛି ରାଜ୍ୟ…

କେରଳରେ ଭୟଙ୍କର ବର୍ଷା, ୪ ମୃତ, ୧୨ ନିଖୋଜ; ସେନାକୁ ସହାୟତା ମାଗିଲେ ସରକାର

ନୂଆଦିଲ୍ଲୀ: କେରଳରେ ଶନିବାର ଭୀଷଣ ବର୍ଷା ଯୋଗୁଁ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଛି । ଏକ ଘଣ୍ଟା ଧରି ଲଗାଣ ବର୍ଷା ଯୋଗୁଁ ୪ ଜଣଙ୍କ ମୃତ୍ୟୁ ହେବା ସହ ୧୨ ଜଣ ନିଖୋଜ ମଧ୍ୟ ହୋଇଯାଇଛନ୍ତି । ସେପଟେ ରାଜ୍ୟ…

ଚାକିରି ଛାଡି କରନ୍ତୁ ବ୍ୟବସାୟ; ମାସକୁ ୫ ରୁ ୧୦ ଲକ୍ଷ ଟଙ୍କା ଆୟ

ନୂଆଦିଲ୍ଲୀ: ଚାକିରୀ ଉପରେ ଦେଶ ତଥା ବିଶ୍ୱର ସର୍ବାଧିକ ଲୋକ ନିର୍ଭର କରନ୍ତି । ଏହା ଦ୍ୱାରା ଏକ ନିର୍ଦ୍ଦିଷ୍ଟ ଆୟ ନିର୍ଦ୍ଦିଷ୍ଟ ସମୟରେ ହାତକୁ ଆସିଥାଏ । ତେବେ ଚାକିରି କରୁଥିବା ଲୋକ ନିଜର ପେଶାକୁ ନେଇ ଅସନ୍ତୁଷ୍ଟ…

L&T Edutechର ସିଇଓ ହେଲେ ଓଡ଼ିଆ ପୁଅ ସବ୍ୟସାଚୀ ଦାସ

ଭୁବନେଶ୍ୱର: ଏଲ ଆଣ୍ଡ ଟି ଏହାର ଭର୍ଚୁଆଲ ଲର୍ନିଂ ପ୍ଲାଟଫର୍ମ 'ଏଲ ଆଣ୍ଡ ଟି ଏଡୁଟେକ' ପାଇଁ ଓଡ଼ିଆ ପୁଅ ସବ୍ୟସାଚୀ ଦାସଙ୍କୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବରେ ନିଯୁକ୍ତ କରିଛି । ଏଲ ଆଣ୍ଡ ଟି ଦକ୍ଷତା ବିକାଶ କ୍ଷେତ୍ରରେ…

ମୋବାଇଲ ଫେରାଇଲାନି ବୋଲି…. ଓଠ କାଟିଦେଲା ସ୍ତ୍ରୀ

ନୂଆଦିଲ୍ଲୀ: ମୋବାଇଲ ଆଜିକା ଦିନରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ । ମୋବାଇଲ ବିନା ସବୁ କିଛି ଅଧୁରା ରହୁଥିବା ବେଳେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଭଣ୍ଡାରାର ମସାଲରେ ଏମିତି ଏକ ଘଟଣା ଘଟିଛି ଯାହା ଶୁଣିଲେ…

ଡ୍ରଗ୍ସକୁ ନେଇ ତେଜୁଛି ରାଜନୀତି; ଉଦ୍ଧବ-ଫଡନବିସ ମୁହାଁମୁହିଁ

ନୂଆଦିଲ୍ଲୀ: ଡ୍ରଗ୍ସକୁ ନେଇ ମହାରାଷ୍ଟ୍ର ରାଜନୀତି ତେଜିବାରେ ଲାଗିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଓ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମଧ୍ୟରେ କାଦୁଅ ଫିଙ୍ଗା ରାଜନୀତି ଜୋର ଧରିବାରେ…

ନିଯୁକ୍ତି ସୁଯୋଗ ଦେଉଛି ଭାରତୀୟ ନୌସେନା: ୩୦୦ ପଦବୀ ପାଇଁ ବିଜ୍ଞପ୍ତି, ଏମିତି କରିବେ ଆବେଦନ

ଭୁବନେଶ୍ୱର: ଭାରତୀୟ ନୌସେନାରେ ଚାକିରି କରିବାକୁ ଚାହୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । କାରଣ ଭାରତୀୟ ନୌସେନା ଖୁବଶୀଘ୍ର ୩୦୦ ପଦବୀ ପାଇଁ ଆବେଦନ ଗ୍ରହଣ କରିବାକୁ ଯାଉଛି । ଭାରତୀୟ ନୌସେନା ମେଟ୍ରିକ…

‘ଥୋଡ଼ି ଥୋଡ଼ି ପି ଲିୟା କରୋ’…, ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀଙ୍କ ଅଜବ ପରାମର୍ଶ

ନୂଆଦିଲ୍ଲୀ: ଛତିଶଗଡ଼ରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଅନିଲା ଭେଦିୟାଙ୍କ ଏକ ପରାମର୍ଶ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସେ ନିଜ ପରାମର୍ଶରେ ପୁରୁଷ ମାନଙ୍କୁ ମଦ ସେବନ କରିବାକୁ କହୁଛନ୍ତି । ଏହି କଥା ସେ ଏକ ଗାଁକୁ…

ମୁଁ ହିଁ କଂଗ୍ରେସର ‘ବସ୍’, ସିଡବ୍ଲ୍ୟୁସି ବୈଠକରେ ବିଦ୍ରୋହୀ ନେତାଙ୍କୁ ସୋନିଆଙ୍କ ଜବାବ

ନୂଆଦିଲ୍ଲୀ : କଂଗ୍ରେସରେ ଜାରି ଦଳୀୟ କନ୍ଦଳ ମଧ୍ୟରେ ଶନିବାର ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ(ସିଡବ୍ଲ୍ୟୁସି) ବୈଠକ ବସିଛି । ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଦାବି କରୁଥିବା ନେତାଙ୍କୁ…

୯ ଘଣ୍ଟା ଠପ୍ ରହିବ ଏହି ବ୍ୟାଙ୍କର ସର୍ଭିସ୍, ଗ୍ରାହକଙ୍କୁ ହୋଇପାରେ ସମସ୍ୟା

ନୂଆଦିଲ୍ଲୀ: ସିଟି ବ୍ୟାଙ୍କର ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ବ୍ୟାଙ୍କ ତରଫରୁ ଜାରି କରାଯାଇଥିବା ସୂଚନା ଦିଆଯାଇଛି ଯେ, ଆଇଟିଜିଏସ୍, ନେଟ ବ୍ୟାଙ୍କିଙ୍କ୍ ଭଳି ସୁବିଧା ୯ ଘଣ୍ଟା ପାଇଁ ପ୍ରଭାବିତ ହେବ ।…