Browsing Category
ଦେଶ
ଗାନ୍ଧୀ ମୂର୍ତ୍ତି ଧରି କାନ୍ଦିଲେ ନେତା, ଲୋକେ କହିଲେ ଓସ୍କାରକୁ ପଠାଯାଉ ଭିଡିଓ
ନୂଆଦିଲ୍ଲୀ: ସାରା ଦେଶରେ ଆଜି ଗାନ୍ଧୀ ଜୟନ୍ତୀ ପାଳନ କରାଯାଉଛି । ଏହି ଅବସରରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ନେତାମାନେ ମଧ୍ୟ ଅନେକ ସ୍ଥାନରେ ଗାନ୍ଧୀ ମୂର୍ତ୍ତିକୁ ଶ୍ରଦ୍ଧାଞ୍ଜଳି ଦେବାର ଦେଖାଯାଇଛି । ଏହାରି…
ଅଲଗା ହେଲେ ଲୋକପ୍ରିୟ ଯୋଡ଼ି ସମାନ୍ଥା-ନାଗା ଚୈତନ୍ୟା, ୨୦୧୭ରେ କରିଥିଲେ ବିବାହ
ନୂଆଦିଲ୍ଲୀ: ରିଲ୍ ଲାଇଫ ରିୟଲ ଲାଇଫ କପଲ ହୋଇଥିବା ତେଲୁଗୁ ସିନେମାର ଲୋକପ୍ରିୟ ଯୋଡ଼ି ସମାନ୍ଥା- ନାଗା ଚୈତନ୍ୟା ନେବାକୁ ଯାଉଛନ୍ତି ଛାଡ଼ପତ୍ର । ତେଲୁଗୁ ଅଭିନେତ୍ରୀ ସମାନ୍ଥା ପ୍ରଭୁ ଏବଂ ଅଭିନେତା ନାଗା ଚୈତନ୍ୟା…
ସୀମାରେ ଚୀନ ସେନାକୁ ଅଟକାଇବ କେ-୯ ବଜ୍ର; ୫୦ କିମି ଦୂରରୁ କରିପାରିବ ଟାର୍ଗେଟ
ନୂଆଦିଲ୍ଲୀ: ଏଲଏସିରେ ଚୀନ ସହ ଲାଗିରହିଥିବା ବିବାଦ ମଧ୍ୟରେ ଭାରତୀୟ ସେନା ପୂର୍ବ ଲଦାଖରେ ନିଜର କେ-୯ ବଜ୍ର ତୋପକୁ ନିୟୋଜିତ କରିଛି । ଏହି କେ-୯ ବଜ୍ର ଲଦାଖର ଉଚ୍ଚ ପାହାଡ଼ିଆ ଅଞ୍ଚଳରେ ୧୨୦୦୦ ରୁ ୧୬୦୦୦ ଫୁଟ ଉଚ୍ଚରେ…
ଓଡ଼ିଆ ବାୟୁସେନା ଅଧିକାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ
ଭୁବନେଶ୍ୱର: ଓଡ଼ିଆ ବାୟୁସେନା ଅଧିକାରୀ ଦିଲୀପ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ । ଦିଲୀପ ପଟ୍ଟନାୟକଙ୍କୁ ଇଷ୍ଟର୍ଣ୍ଣ ଏୟାର କମାଣ୍ଡ ର ଏୟାର ଅଫିସର କମାଣ୍ଡିଂ ଇନ୍ ଚିଫ୍ ନିଯୁକ୍ତ କରାଯାଇଛି । ପ୍ରଥମ ଓଡ଼ିଆ ଭାବେ ଏହି…
ଲଦାଖରେ ଉନ୍ମୋଚନ ହେଲା ବିଶ୍ୱର ଦୀର୍ଘତମ ଜାତୀୟ ପତାକା
ନୂଆଦିଲ୍ଲୀ: ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ଲଦାଖରେ ଉନ୍ମୋଚିତ ହୋଇଛି ସବୁଠୁ ବଡ଼ ଜାତୀୟ ପତାକା । ଖଦିରେ ତିଆରି ହୋଇଥିବା ଭାରତୀୟ ଜାତୀୟ ପତାକାକୁ ଗାନ୍ଧୀ ଜୟନ୍ତୀ ଅବସରରେ ଉନ୍ମୋଚନ କରାଯାଇଛି । ଏହି…
ମାମୁ–ଭଣଜା ଲଢ଼େଇ ମଧ୍ୟରେ ନିର୍ବାଚନ କମିଶନରଙ୍କ ଆକ୍ସନ, ଫ୍ରିଜ୍ ହେଲା ଏଲଜେପିର ନିର୍ବାଚନୀ ଚିହ୍ନ
ଲୋକ ଜନଶକ୍ତି ପାର୍ଟୀରେ ମାମୁ-ଭଣଜା ମଧ୍ୟରେ ଚାଲୁଥିବା ଲଢ଼େଇର ପ୍ରଭାବ ଦଳ ଉପରେ ପଡ଼ିଛି । ଇଲେକ୍ସନ କମିଶନ ଚିରାଗ ପାସୱାନ ଏବଂ ତାଙ୍କ ମାମୁ ପଶୁପତି ପାରସଙ୍କ ମଧ୍ୟରେ ଜାରି ରହିଥିବା ଲଢ଼େଇକୁ ନେଇ ଦଳର ନିର୍ବାଚନୀ…
‘ପଦ ରହୁ କି ନରହୁ, ରାହୁଲ-ପ୍ରିୟଙ୍କାଙ୍କ ସହ ସବୁଦିନ ରହିବି: ସିଦ୍ଧୁ
ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ନବଜୋତ ସିଂ ସିଦ୍ଧୁ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ, ‘ମୁଁ ପଦରେ ରୁହେ କି ନ ରୁହେ, କିନ୍ତୁ ରାହୁଲ ଗାନ୍ଧୀ ଓ…
ପଞ୍ଜାବ ପରେ ଏବେ ଛତିଶଗଡ଼ରେ କଂଗ୍ରେସ କନ୍ଦଳ ଘନେଇଲା: ମୁଖ୍ୟମନ୍ତ୍ରୀ ଦାବିଦାର ଟି.ଏସ୍. ସିଂହଦେଓ ଯାଇପାରନ୍ତି ବିଜେପି
ନୂଆଦିଲ୍ଲୀ: କଂଗ୍ରେସ ଦଳକୁ ଯେମିତି ଶନିଦଶା ଘାରିଛି । ଗୋଟିଏ ପରେ ଗୋଟିଏ ରାଜ୍ୟରେ ଦଳର ସ୍ଥିତି ଭୁଶୁଡ଼ିବାରେ ଲାଗିଥିବା ବେଳେ ଦଳର କ୍ଷମତାଶାଳୀ ନେତାମାନେ ଦଳ ଛାଡ଼ିବାରେ ବ୍ୟସ୍ତ । ତେବେ ନିକଟରେ ପଞ୍ଜାବରେ…
ଗୋଟିଏ ପ୍ରାଇଭେଟ୍ ସ୍କୁଲରେ ଯଦି ୨ ଭଉଣୀ ପଢୁଛନ୍ତି, ତେବେ ଜଣଙ୍କ ଫି ଛାଡ୍ କରନ୍ତୁ ସ୍କୁଲ ମ୍ୟାନେଜମେଣ୍ଟ
ଲକ୍ଷ୍ନୌ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗାନ୍ଧି ଜୟନ୍ତୀ ଅବସରରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ସେ କହିଛନ୍ତି ଯେ, ଯଦି କୌଣସି ଘରୋଇ ସ୍କୁଲରେ ଦୁଇ ଭଉଣୀ ମିଶି ପାଠ ପଢ଼ୁଛନ୍ତି ତେବେ ସେମାନଙ୍କ…
ସମୁଦ୍ର ଭିତରେ ଜାଭଲିନ୍ ଫୋପାଡ଼ିଲେ ନୀରଜ! ସେୟାର୍ କଲେ ଭିଡିଓ, କହିଲେ ଏପରି…
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ ରେ ଭାରତକୁ ପ୍ରଥମ ଆଥଲେଟିକ୍ସ ଅଲିମ୍ପିକ୍ ଗୋଲ୍ଡ ଦେଇଥିବା ନୀରଜ ଚୋପ୍ରା ଗତ କିଛି ମାସ ହେଲା ଚର୍ଚ୍ଚାରେ ରହିଛନ୍ତି । ଏବେ ସେ ମାଲଦ୍ୱୀପରେ ଛୁଟି ବିତାଉଛନ୍ତି । ତେବେ ନୀରଜଙ୍କୁ…