Browsing Category

ଦେଶ

ଖବର ସଂଗ୍ରହ ବେଳେ ହିଂସାଗ୍ରସ୍ତ ଆଫଗାନିସ୍ତାନରେ ଭାରତୀୟ ସାମ୍ବାଦିକଙ୍କୁ ହତ୍ୟା

ନୂଆଦିଲ୍ଲୀ: ଆଫଗାନିସ୍ତାନର ହିଂସାଗ୍ରସ୍ତ କନ୍ଧାରରେ ଜଣେ ଭାରତୀୟ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି। ଆଫଗାନିସ୍ତାନ ରାଷ୍ଟ୍ରଦୂତ ଫରିଦ ମମୁଣ୍ଡଜେ ଶୁକ୍ରବାର ସୂଚନା ଦେଇ କହିଛନ୍ତି ଯେ, କଭରେଜ ସମୟରେ ଗୁରୁବାର ଦିନ…

କରୋନା ଲଢ଼େଇରେ ପ୍ରଧାନମନ୍ତ୍ରୀଙ୍କ ୪T ମନ୍ତ୍ର, ଜାଣନ୍ତୁ ପିଏମ୍-ସିଏମ୍ ବୈଠକରେ କଣ କହିଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କରୋନା ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ କଥା ହୋଇଛନ୍ତି । ସେ ସମ୍ଭାବ୍ୟ ତୃତୀୟ ଲହର ଏବଂ ବର୍ତ୍ତମାନର ଟିକାକରଣକୁ ନେଇ ୬…

ୱିକିପେଡିଆ ତ ଜାଣିଛନ୍ତି, ଅନସାଇକ୍ଲୋପେଡିଆ ବିଷୟରେ ଜାଣନ୍ତୁ…

ଓଡ଼ିଶା ଭାସ୍କର ବ୍ୟୁରୋ: ଆପଣ ନିଶ୍ଚିତ ଭାବେ ୱିକିପେଡିଆ(Wikipedia) ସମ୍ପର୍କରେ ଜାଣିଥିବେ । କିନ୍ତୁ ଇଣ୍ଟରନେଟ୍ ଦୁନିଆରେ ଆଉଏକ ସାଇଟ୍ ରହିଛି, ଯାହାର ନାମ ପାଖାପାଖି ୱିକିପେଡିଆ ଭଳି ଆଉ ଏହାର କଳେବର ଦେଖିଲେ…

ଦେଶରେ ହ୍ରାସ ପାଉଛି କରୋନା ସଂକ୍ରମଣ, ଆଜି ୫୪୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ଗତ କିଛିଦିନ ଧରି କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ହ୍ରାସବୃଦ୍ଧି ଘଟିଥିବା ବେଳେ ଆଜି ସାମାନ୍ୟ ହ୍ରାସ ପାଇଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ…

ଯେଉଁଠି ଚା ବିକୁଥିଲେ, ଆଜି ସେହି ରେଲଓ୍ଵେ ଷ୍ଟେସନର ନୂତନ ପରିସରର ଉଦଘାଟନ କରିବେ ମୋଦୀ

ନୂଆଦିଲ୍ଲୀ : କର୍ମଭୂମି ବାରଣାସୀକୁ ଅନେକ ଉପହାର ଦେବା ପରେ ଆଜି ଜନ୍ମଭୂମି ଗୁଜରାଟକୁ ଅନେକ ଉପହାର ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ଶୁକ୍ରବାର ଗୁଜରାଟରେ ୧୧୦୦ କୋଟି ଟଙ୍କାରୁ ଅଧିକ…

ସ୍କୁଲ ଖୋଲିବା ପୂର୍ବରୁ ସଂକ୍ରମିତ ହେଲେ ୨୦ ଛାତ୍ରଛାତ୍ରୀ, ନିଷ୍ପତ୍ତି ସ୍ଥଗିତ ରଖିଲେ ସରକାର

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ହ୍ରାସ ପାଇଥିଲେ ବି କିଛି ରାଜ୍ୟରେ ସଂକ୍ରମଣ କମିନାହିଁ । ଏହାରି ମଧ୍ୟରେ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ କିଛି ସମୟ ପାଇଁ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ସ୍ଥଗିତ…

ଉବୁଟୁବୁ ମାୟା ନଗରୀ; ରାସ୍ତା ଘାଟ ଜଳାର୍ଣ୍ଣବ, ଟ୍ରେନ୍ ସେବା ବାତିଲ

ନୂଆଦିଲ୍ଲୀ: ମୁମ୍ବାଇରେ ଶୁକ୍ରବାରରୁ ଲଗାତର ପ୍ରବଳ ବର୍ଷା ଜାରି ରହିଛି । ଫଳରେ ମୁମ୍ବାଇର ରାସ୍ତା ଘାଟ ଜଳାର୍ଣ୍ଣବ ହୋଇଯାଇଛି । ଯଦ୍ୱାରା ସାଧାରଣ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ ହୋଇଛି । ସହରର ବିଭିନ୍ନ ସ୍ଥାନରେ…

ପିଏମ୍-ସିଏମ୍ ବୈଠକ ଜାରି, ଯୋଗ ଦେଇଛନ୍ତି ଏହି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ କରୋନାର ତୃତୀୟ ଲହରର ଆଶଙ୍କା ଏବଂ ଟିକାକରଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମୀକ୍ଷା ବୈଠକ କରିଛନ୍ତି । ଏଥିରେ ୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ରହିଛନ୍ତି । ଉକ୍ତ ରାଜ୍ୟ ଗୁଡ଼ିକ…

ଆଜି ଓ ଆସନ୍ତାକାଲି ବନ୍ଦ ରହିବ SBIର ଏହି ସେବା, ବ୍ୟାଙ୍କ ଟୁଇଟ୍ କରି ଦେଲା ସୂଚନା

ନୂଆଦିଲ୍ଲୀ: ଦେଶର ବୃହତ୍ତମ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଏହାର ୪୪ କୋଟି ଆକାଉଣ୍ଟଧାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛି । ବ୍ୟାଙ୍କ ପକ୍ଷରୁ ଟୁଇଟ୍ କରି କୁହାଯାଉଛି ଯେ, ବ୍ୟାଙ୍କ୍…

୧୪ ବର୍ଷର ନାବାଳକକୁ ବଞ୍ଚାଇବାକୁ ଯାଇ ଗଭୀର କୂଅରେ ଖସି ପଡ଼ିଲେ ୩୦ ଜଣ, ଜାଣନ୍ତୁ ମୃତାହତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରୁ ଏକ ହୃଦୟ ବିଦାରକ ଘଟଣା ସାମନାକୁ ଆସିଛି । ଜଣେ ୧୪ ବର୍ଷର ନାବାଳକକୁ ବଞ୍ଚାଇବାକୁ ଯାଇ ୩୦ ଜଣ ଲୋକ ଏକ ଗଭୀର କୂଅରେ ଖସି ପଡ଼ିବା ଘଟଣା ବର୍ତ୍ତମାନ ଚର୍ଚ୍ଚାରେ ରହିଛି । କୂଅରେ ଖସି…