Browsing Category

ରାଜ୍ୟ

ଅରିନ୍ଦମଙ୍କ ଶେଷ ଦର୍ଶନ ପାଇଁ ଆସି କ’ଣ କହିଲେ ଅଭିନେତ୍ରୀ ଅନୁ ଚୌଧୁରୀ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଣ୍ଡଳିଠାରେ ହାତୀ ଅପରେସନ ଚାଲିଥିବା ବେଳେ ଓଲଟି ପଡିଥିଲା ଓଡ୍ରାଫ୍ ଟିମର ବୋଟ୍ । ବୋଟ୍ ଓଲଟିବା ପରେ ଭାସି ଯାଇଥିବା ଓଟିଭି ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ଘଟିଛି ।…

‘ହାତୀ ମରିଗଲେ କଣ ହୋଇ ଯାଉଛି, ଓଡ୍ରାଫ୍ ଟିମଙ୍କ ସହ ଯିବା କଣ ଦରକାର ଥିଲା’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତକାଲି ମୁଣ୍ଡଳୀ ବ୍ୟ।।ରେଜ୍ ରେ ହାତୀ ଫସିଥିବା ବେଳେ ତାକୁ ଘଉଡାଇବାକୁ ଯାଇ ଜଣେ ସାମ୍ବାଦିକ ଏବଂ ଓଡ୍ରାଫ୍ ଟିମ୍ ର ଜଣେ ସଦସ୍ୟଙ୍କ ଅକାଳ ବିୟୋଗ ହୋଇଯାଇଛି । ମୃତ୍ୟୁ ହୋଇଥିବା ଓଡ୍ରାଫ୍…

ଆଜି ପୁଣି ରାଜ୍ୟରୁ କରୋନାରେ ୭ ଜଣଙ୍କର ପ୍ରାଣହାନୀ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ ସଂପ୍ରତି କରୋନାର ସ୍ଥିତି ସ୍ଥିର ରହିଛି । ଫଳରେ ମୃତ୍ୟୁସଂଖ୍ୟା, ଆକ୍ଟିଭ କେସ, ଆଇସିୟୁ ସଂଖ୍ୟା, ହସ୍ପିଟାଲାଇଜେସନ ସଂଖ୍ୟା କମୁଛି । ଯାହାକି ରାଜ୍ୟ ପାଇଁ ଆଶ୍ୱସ୍ତିକର ବିଷୟ…

ଆଜି ରାଜ୍ୟରେ ୬୦୨ କରୋନା ପଜିଟିଭ୍: ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛି ଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ମାଡ଼ିଆସୁଛି ବାତ୍ୟା: ଗଭୀର ଅବପାତର ରୂପନେଲା ଅବପାତ, ଗୋପାଳପୁର-ବିଶାଖାପାଟଣା ମଝି କଳିଙ୍ଗପଟ୍ଟନମରେ କରିବ ଲ୍ୟାଣ୍ଡଫଲ୍

ଭୁବନେଶ୍ୱର(ଓଡିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ଅବପାତ ଗଭୀର ଅବପାତରେ ପରିଣତ ହୋଇଛି । ଗୋପାଳପୁରରୁ ପୂର୍ବ ଓ ଦକ୍ଷିଣ ପୂର୍ବର ୫୧୦ କିମି ଦୂରରେ ଏହା ରହିଥିବା ବେଳେ ଶେଷ ୬ ଘଣ୍ଟାରେ ୧୨ କିମି ବେଗରେ ଉପକୂଳକୁ…

ପଞ୍ଚଭୂତରେ ଲୀନ ହେଲେ ଯୁବ ସାମ୍ବାଦିକ ଅରିନ୍ଦମ ଦାସ

କେନ୍ଦୁଝର(ଓଡ଼ିଶା ଭାସ୍କର): ପଞ୍ଚଭୂତରେ ଲୀନ ହେଲା ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ପାର୍ଥିବ ଶରୀର । ଜନ୍ମମାଟି କେନ୍ଦୁଝର ଜିଲ୍ଲା ରାଇକଳା ଗାଁରେ ତାଙ୍କର ଶେଷକୃତ୍ୟ ହୋଇଛି । ଅରିନ୍ଦମଙ୍କ ଅକାଳ ବିୟୋଗରେ ଗଁ।ରେ…

ମୁଣ୍ଡଳିରେ ବୋଟ୍ ଓଲଟିବା ଘଟଣା: ଉଦ୍ଧାର ହୋଇଥିବା ମୃତଦେହ ସୀତାରାମଙ୍କର ନୁହେଁ ବୋଲି କହିଲେ SRC

କଟକ(ଓଡ଼ିଶା ଭାସ୍କର): ମୁଣ୍ଡଳିରେ ଗଜରାଜ ଉଦ୍ଧାର ବେଳେ ବୋଟ୍ ଓଲଟିବା ଘଟଣା ରାଜ୍ୟରେ ଚହଳ ପକାଇଛି । ଏହି ଘଟଣାରେ ଜଣେ ସାମ୍ବାଦିକଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଓଡ଼୍ରାଫ୍ ବୁଡ଼ାଳି ସୀତାରାମ ମୁର୍ମୁ ନିଖୋଜ…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ଜାଣନ୍ତୁ କାହିଁକି ଏପରି ନିଷ୍ପତ୍ତି ନେଲେ ଜିଲ୍ଲାପାଳ

ପାରଳାଖେମୁଣ୍ଡି(ଓଡ଼ିଶା ଭାସ୍କର): ଘନୀଭୂତ ହେବାରେ ଲାଗିଛି ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଅବପାତ । ଆଗାମୀ ୧୨ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ସମ୍ଭାବ୍ୟ ବାତ୍ୟା…

କାମାକ୍ଷାନଗର: ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳିକରି ହତ୍ୟା

କାମାକ୍ଷାନଗର,(ଓଡ଼ିଶା ଭାସ୍କର): ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ବାରୁହାଁ ପଞ୍ଚାୟତରେ ଘଟିଯାଇଛି । ବାରୁହାଁ ପଞ୍ଚାୟତର ସମିତି ସଭ୍ୟଙ୍କୁ…

ହୀରାକୁଦ ୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି, ଜଳସ୍ତର ୬୨୯.୨୯ ଫୁଟ୍‌ ଛୁଇଁଲା

ସମ୍ବଲପୁର,(ଭାସ୍କର ନ୍ୟୁଜ୍): ହୀରାକୁଦର ଜଳସ୍ତର ଆଜି ରାତି ୯ଟା ସୁଦ୍ଧା ୬୨୯.୨୯ ଫୁଟ୍‌ରେ ପହଞ୍ଚିଛି । ସେପଟେ, ୪ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୪୦ ହଜାର ୯୮୩…