Browsing Category
ରାଜ୍ୟ
ମୁଣ୍ଡଳି ବ୍ୟାରେଜ୍ରେ ମହାନଦୀ ଜଳସ୍ତର ବୃଦ୍ଧି, ଦୁଇ କୂଳ ଛୁଇଁଛି ବନ୍ୟାଜଳ
ବାରଙ୍ଗ ( ଭାସ୍କର ନ୍ୟୁଜ୍): ଲଘୁଚାପ ବର୍ଷା ହେବା ଫଳରେ ଶୁଖିଲା ପଡିଥିବା ମହାନଦୀ ଏବେ ଫୁଲିଉଠିଛି । ମୁଣ୍ଡଳି ଠାରେ ପୂର୍ବରୁ ଜଳସ୍ତର ବହୁତ କମଥିଲା । ବର୍ତ୍ତମାନ ମୁଣ୍ଡଳି ବ୍ୟାରେଜ୍ ଠାରେ ଜଳସ୍ତର ବୃଦ୍ଧି ଘଟି…
ବଢ଼ୁଛି ମହାନଦୀ, ବିପଦ ସଙ୍କେତ ଉପରେ ବୈତରଣୀ
ସମ୍ବଲପୁର(ଓଡ଼ିଶା ଭାସ୍କର): ଲଗାଣ ବଷାଁ ଯୋଗୁ ବଢ଼ିବାରେ ଲାଗିଛି ହୀରାକୁଦ ଡ୍ୟାମର ଜଳସ୍ତର । ଜଳସ୍ତର ୬୨୭.୮ ଫୁଟ ରହିଥିବା ବେଳେ ୨ ଲକ୍ଷ ୬୦ ହଜାର ୬୦୯ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ୧ ଲକ୍ଷ ୨୭ ହଜାର ୧୯୪…
୨୮ ଦିନିଆ ଲମ୍ବା ଛୁଟିରେ ସ୍ୱାସ୍ଥ୍ୟ ବିଭାଗର ମୁଖା ଶାସନ ସଚିବ, ଆର୍. କେ ଶର୍ମାଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): କରୋନାର ତୃତୀୟ ଲହର ପାଇଁ ପ୍ରସ୍ତୁତ ଚାଲିଥିବା ବେଳେ ୨୮ ଦିନ ପାଇଁ ଛୁଟିରେ ଯାଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖା ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ବ୍ୟକ୍ତିଗତ କାରଣ…
ଅକ୍ଟୋବର ପହିଲାରୁ ଯୁକ୍ତ ଦୁଇ ପରୀକ୍ଷା
ଭୁବନେଶ୍ୱର (ଓଡ଼ିଶା ଭାସ୍କର):ଚଳିତ ବର୍ଷ କରୋନା କାରଣରୁ ଯୁକ୍ତ ଦୁଇ ପରୀକ୍ଷା ହୋଇପାରିନଥିଲା । ତେବେ ମାଟ୍ରିକ ପରୀକ୍ଷା ଓ ବିଦ୍ୟାଳୟ ପରୀକ୍ଷା ଆଧାରରେ ଚଳିତ ବର୍ଷ ଛାତ୍ରଛାତ୍ରୀମାନଙ୍କର ବିକଳ୍ପ ମୂଲ୍ୟାଙ୍କନ…
ଅଙ୍ଗନବାଡି ଦିଦିଙ୍କ ଘରୁ ବାହାରିଲା ୪ କୋଟି
ଭୁବନେଶ୍ୱର (ଓଡ଼ିଶା ଭାସ୍କର):କୋଟିପତି ଅଙ୍ଗନବାଡ଼ି ଦିଦିଙ୍କୁ ନେଇ ଏବେ ଚର୍ଚ୍ଚା ଜୋରଧରିଛି । ତାଙ୍କର କୋଟି କୋଟି ଟଙ୍କା ସମ୍ପତି ଏବେ ଅନେକଙ୍କୁ ଚକିତ କରିଛି । ତେବେ ଏନେଇ ସଂପୃକ୍ତ ଅଙ୍ଗନବାଡ଼ି କର୍ମୀ କବିତା…
ଦୁଷ୍ମନ୍ତ ମୃତ୍ୟୁ ମାମଲା: ୱେବ୍ ସାମ୍ବାଦିକଙ୍କୁ ସମନ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୁଷ୍ମନ୍ତ ମୃତ୍ୟୁ ମାମଲାରେ ଦୁଇ ଜଣ ୱେବ୍ ସାମ୍ଭାଦିକଙ୍କୁ ସମନ୍ ଜାରି କରାଯାଇଛି । ତେବେ ଦୁଷ୍ମନ୍ତ ମୃତ୍ୟୁ ମାମଲାରେ କମିଶନରେଟ୍ ପୋଲିସ୍ ତଦନ୍ତ ଜାରି ରଖିଛି । ଏହାରି ଭିତରେ ଦୁଇ…
DRDOରୁ ତଥ୍ୟ ଲିକ୍ ଅଭିଯୋଗ, ୫ ଅସ୍ଥାୟୀ କର୍ମଚାରୀଙ୍କୁ ଉଠାଇନେଲା ପୋଲିସ
ଚାନ୍ଦିପୁର(ଓଡ଼ିଶା ଭାସ୍କର): ଆଇଏସଆଇକୁ ପ୍ରତିରକ୍ଷା ବିଭାଗର ତଥ୍ୟ ଲିକ ଅଭିଯୋଗରେ ଚାନ୍ଦିପୁର DRDOରୁ ୫ ଅସ୍ଥାୟୀ କର୍ମଚାରୀଙ୍କୁ ଉଠାଇନେଲା ସ୍ପେଶାଲ ସ୍କ୍ୱାଡ୍ । ବାଲେଶ୍ୱର ପୋଲିସର ସ୍ପେଶାଲ ସ୍କ୍ୱାଡ୍ ୫ ଜଣଙ୍କୁ…
ଜମତାରା ଗ୍ୟାଙ୍ଗ ସକ୍ରିୟ: ବ୍ୟବସାୟୀଙ୍କ ଠାରୁ ଲୁଟିଲେ ୮୯ହଜାର ଟଙ୍କା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ ପୁଣିଥରେ ସକ୍ରିୟ ହୋଇଗଲେଣି ଜମତାରା ଗ୍ୟାଙ୍ଗ୍ । କଳାହାଣ୍ଡି ଜିଲ୍ଲାର ଜଣେ ବ୍ୟବସାୟୀଙ୍କ ଠାରୁ ଏହି ଗ୍ୟାଙ୍ଗ ୮୯ହଜାର ଟଙ୍କା ଲୁଟିଥିବା ଜଣାପଡ଼ିଛି । ଏହି ମାମଲାରେ ଓଡ଼ିଶା…
ଖୋଲିବ ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍
ସମ୍ବଲପୁର(ଓଡ଼ିଶା ଭାସ୍କର): ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢ଼ିବାରେ ଲାଗିଛି । ଏହି କାରଣରୁ ଆଜି ଅପରାହ୍ନ ୫ଟାରେ ହୀରାକୁଦର ୬ଟି ଗେଟ୍ ଖୋଲାଯିବ । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଡ୍ୟାମ…
ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ନେଇ କ’ଣ କହିଲେ SRC, ଜାଣନ୍ତୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ୨ ଦିନର ବର୍ଷା ସ୍ଥିତିକୁ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ସୂଚନା…