Browsing Category

ରାଜ୍ୟ

‘ଇଛା ହେଲା ତ ମାରି ଦେଲି’, ମହିଳାଙ୍କୁ ଛୁରିରେ ମାରିବା ପରେ କହିଲା ଅଭିଯୁକ୍ତ

ଗାଜିଆବାଦ: ଉତ୍ତରପ୍ରଦେଶର ଗାଜିଆବାଦର ଲିଙ୍କ ରୋଡ ଅଞ୍ଚଳରେ ଗୋଟିଏ ପରେ ଗୋଟିଏ ଘରେ ପ୍ରବେଶ କରି ଏକ ଅଜଣା ବ୍ୟକ୍ତି ୨ ମହିଳାଙ୍କୁ ଛୁରି ମାରି ଆଘାତ କରିଥିଲା । ଆକ୍ରମଣ ପରେ ଅଭିଯୁକ୍ତ ରହସ୍ୟମୟ ଭାବେ ଘଟଣାସ୍ଥଳରୁ…

ବିପଦ ସଙ୍କେତ ଉପରେ ଜଳକା ନଦୀ ପ୍ରବାହିତ

ଜଳେଶ୍ୱର(ଓଡ଼ିଶା ଭାସ୍କର): ଉତ୍ତର ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ସାରା ରାଜ୍ୟରେ ବର୍ଷା ଆରମ୍ଭ ହୋଇଛି । ପ୍ରବଳ ବର୍ଷା କାରଣରୁ ବିପଦ ସଙ୍କେତ ଉପରେ…

ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା; ନିୟମ ନମାନିଲେ ଲକଡାଉନ ଫେରିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋଭିଡ ପରିସ୍ଥିତ ସଂପର୍କରେ ସମୀକ୍ଷା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମେରିକା ଠାରୁ ଆରମ୍ଭ କରି କେରଳ ପର୍ଯ୍ୟନ୍ତ ବିଭିନ୍ନ…

ପୌର ନିର୍ବାଚନ ପାଇଁ ବାଟ ଫିଟିଲା, ବିଧାନସଭାରେ ମ୍ୟୁନିସପାଲ୍ ଆଇନ ସଂଶୋଧନ ବିଲ୍ ପାରିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୌର ନିର୍ବାଚନ ପାଇଁ ବାଟ ସଫା ହୋଇଛି । ବିଧାନସଭାରେ ଆଜି ମ୍ୟୁନିସପାଲ ଆଇନ ସଂଶୋଧନ ବିଲ୍ ପାରିତ ହୋଇଛି । ବିଲ୍ ପାରିତ ପରେ ରାଜ୍ୟରେ ପୌର ନିର୍ବାଚନ ନେଇ ବାଟ ଏକଦମ୍ ସଫା ହୋଇଛି ।…

ବିଜେବି କଲେଜ +୩ ପରୀକ୍ଷା ଫଳ ପ୍ରକାଶିତ; ପ୍ରଗତି ଟପ୍ପର ଓ ବେଷ୍ଟ ଗ୍ରାଜୁଏଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମଙ୍ଗଳବାର ବକ୍ସି ଜଗବନ୍ଧୁ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ୩ ପରୀକ୍ଷା ଫଳ ପ୍ରକାଶ ପାଇଛି । ସାଇକୋଲୋଜି ବିଭାଗର ପ୍ରଗତି ଗୁରୁ କଳା ବିଭାଗୀୟ ଟପ୍ପର ହେବା ସହିତ ବେଷ୍ଟ ଗ୍ରାଜୁଏଟ…

ପୋଖରୀରେ ଗାଧୋଇବା ହେଲା କାଳ, ପାଣିରେ ବୁଡ଼ି ବାପା-ଝିଅ ମୃତ

ନୂଆପଡ଼ା: ପୋଖରୀରେ ଗାଧୋଇବା ହେଲା କାଳ । ଆଜି ପୋଖରୀରେ ଗାଧୋଇବା ସମୟରେ ପାଣିରେ ବୁଡ଼ି ୫ ବର୍ଷ ଝିଅ ଓ ବାପାଙ୍କ ମୃତ୍ୟୁବରଣ କରିଛନ୍ତି । ଏହିଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନୂଆପଡ଼ା ଏନଏସିର ସାଲେଭଟା ଗାଁରେ…

୧୧ରେ ଆସୁଛି ଆଉ ଏକ ଲଘୁଚାପ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉତ୍ତର ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ଏହାରି ମଧ୍ୟରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ…

ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସଙ୍କ ଘରେ ପୋଲିସ ରେଡ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାନବବାଦ ସଙ୍ଗଠନର ମୁଖ୍ୟ ମାନସ ଦାସଙ୍କ ଘରେ ଆଜି ଚଢ଼ାଉ ହୋଇଛି । ମାନସ ଦାସଙ୍କ ଭୁବନେଶ୍ୱର ଘରେ ଯାଞ୍ଚ କରୁଛି ଖୋର୍ଦ୍ଧା ପୋଲିସ । ଘରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି…

୩ ବର୍ଷରେ ମଲେଣି ୨୮୨ ହାତୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଗତ ତିନି ବର୍ଷ ମଧ୍ୟରେ ପ୍ରାଣ ହରାଇଲେଣି ୨୮୨ ଟି ହାତୀ । ଏହି କ୍ରମରେ ୨୦୨୦-୨୧ ରେ ୭୭ ହାତୀଙ୍କ ମୃତ୍ୟୁ ହୋଇଛି । ୨୦୧୯-୨୦ରେ ୮୨ଟି ଓ ୨୦୧୮-୧୯ରେ ୯୩ଟି ହାତୀ ପ୍ରାଣ…