Browsing Category
ରାଜ୍ୟ
ମଙ୍ଗଳବାର ଖୋଲିବ ନନ୍ଦନକାନନ! ଚାଲିଛି ବିଚାରବିମର୍ଷ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୀର୍ଘ ମାସ ବନ୍ଦ ରହିବା ପରେ ମଙ୍ଗଳବାର ଦିନ ଅର୍ଥାତ ଅଗଷ୍ଟ ୩ରେ ଖୋଲିପାରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ବର୍ତ୍ତମାନ ବ୍ୟାଟେରି ଚାଳିତ ଗାଡ଼ ଓ ବୋଟିଂ ପର୍ଯ୍ୟଟକଙ୍କ ବନ୍ଦ ରହିବ।…
ଶତପ୍ରତିଶତ ଟିକାକରଣ: ଭୁବନେଶ୍ୱର ଦେଶର ପ୍ରଥମ ସହର
ଭୁବନେଶ୍ୱର: ସ୍ମାର୍ଟ ସିଟି ଭୁବନେଶ୍ୱର ଦେଶର ପ୍ରଥମ ସହର ଭାବରେ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛି । ଦେଶର ପ୍ରଥମ ସହର ଭାବରେ ନିଜର ସମସ୍ତ ନାଗରିକଙ୍କ ଟିକାକରଣ କରିଛି ବିଏମସି । କରୋନା ବିପକ୍ଷରେ ଶତ ପ୍ରତିଶତ…
ଆନ୍ଧ୍ର ଚିଙ୍ଗୁଡ଼ି ଫାର୍ମ ବିଦ୍ୟୁତ୍ ଦୁର୍ଘଟଣାରେ ମୃତ ୬ଜଣ ଓଡ଼ିଆ ଶ୍ରମିକଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲା ଓଡ଼ିଶା-ମୋ ପରିବାର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଜିଲ୍ଲାର ଏକ ଚିଙ୍ଗୁଡ଼ି ଫାର୍ମରେ ଗତ ଶୁକ୍ରବାର ବିଦ୍ୟୁତ୍ ଦୁର୍ଘଟଣାରେ ୬ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ରବିବାର ଓଡ଼ିଶା-ମୋ ପରିବାର ଆବାହକ ଓଡ଼ିଆ…
ଭୁବନେଶ୍ୱରରେ ପ୍ଲଟ୍ ଓ ଫ୍ଲାଟ୍ କିଣିବା ପାଇଁ ବଡ ସୁଯୋଗ ଆଣିଲା ବିଡିଏ, ଜାଣନ୍ତୁ କେମିତି କରିବେ ଆବେଦନ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଭୁବନେଶ୍ୱରରେ ପ୍ଲଟ୍ ଓ ଫ୍ଲାଟ୍ କିଣିବା ପାଇଁ ବଡ ସୁଯୋଗ ଆଣିଲା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) । ଭୁବନେଶ୍ବର ସହରାଞ୍ଚଳ ଭିତରେ ଥିବା ୭ଟି ବିକଶିତ ପ୍ଲଟ୍ ଓ ଫ୍ଲାଟ୍…
‘ରାଜନୈତିକ ଚକ୍ରବ୍ୟୁହର ଶିକାର ହେଉଛନ୍ତି ଚାଷୀ’
ଭୁବନେଶ୍ୱର: ଦୀର୍ଘ ବର୍ଷ ଧରି ରାଜ୍ୟ ଶାସନ ଦାୟିତ୍ୱରେ ଥିବା ବିଜେଡି ସରକାର, ଦଳର ନେତା ଓ କର୍ମୀମାନେ କୃଷି ଏବଂ କୃଷକର ବିକାଶକୁ ପ୍ରାଧାନ୍ୟ ଦିଆଯାଉଥିବା କହିଚାଲିଛନ୍ତି । ତେବେ ବାସ୍ତବ କ୍ଷେତ୍ରରେ ରାଜ୍ୟର…
ଫ୍ରି ଫାୟାର୍ ଗେମ୍ ଖେଳି ଦଶମ ଶ୍ରେଣୀ ଛାତ୍ର ଗୁରୁତର
ହରିଚନ୍ଦନପୁର: ଫ୍ରି ଫାୟାର ଗେମ୍ ଖେଳି ଛାତ୍ର ଗୁତୁତର ହୋଇପଡ଼ିଛନ୍ତି । ଏହିଭଳି ଏକ ଘଟଣା ଆସିଛି ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଆଖୁପାଳ ଗ୍ରାମରେ । ଏଠାରେ ରହୁଥିବା କୁଅଁର ଖଣ୍ଡା(୪୭)ଙ୍କ ପୁଅ ଅଗସ୍ତି ଖଣ୍ଡା…
୧୦୪ ବର୍ଷ ବୟସରେ ସଂସ୍କୃତଜ୍ଞ ପ୍ରହ୍ଲାଦଚନ୍ଦ୍ରଙ୍କ ପରଲୋକ
କେନ୍ଦ୍ରାପଡ଼ା: ଗରଦପୁର ବ୍ଲକ ବଡ଼ବେତରା ଗ୍ରାମର ପ୍ରଖ୍ୟାତ ସଂସ୍କୃତଜ୍ଞ, କୁଦାନଗରୀ ହାଇସ୍କୁଲର ପ୍ରାକ୍ତନ ସଂସ୍କୃତ ଶିକ୍ଷକ ପଣ୍ଡିତ ପ୍ରହ୍ଲାଦଚନ୍ଦ୍ର ତ୍ରିପାଠୀଙ୍କର ୧୦୪ବର୍ଷ ବୟସରେ ପରଲୋକ । ସେ ଜଣେ ମିଷ୍ଟଭାଷୀ…
ଖଲ୍ଲିକୋଟ୍ ହେଲା ଏକକ ବିଶ୍ୱବିଦ୍ୟାଳୟ
ଭୁବନେଶ୍ୱର: ଖଲ୍ଲିକୋଟ୍ ସ୍ୱୟଂ ଶାସିତ ବିଶ୍ୱବିଦ୍ୟାଳୟକୁ ଆଜି ଏକକ ବିଶ୍ୱବିଦ୍ୟାଳୟ ଭାବେ ଘୋଷଣା କରାଯାଇଛି । ଏନେଇ ଆନୁଷ୍ଠାନିକ ଭାବରେ ଘୋଷଣା କରିଛନ୍ତି ଉଚ୍ଚ ଶିକ୍ଷା ବିଭାଗରେ ସଚିବ ଶାଶ୍ୱତ ମିଶ୍ର । ଏହା…
ଚାକିରି ଆଶାୟୀଙ୍କ ଠାରୁ ୫୦ ହଜାର ଲେଖାଏଁ ନେଉଥିଲେ କୋଟିପତି ପିଏସ: ଜଣେ ଷ୍ଟେନୋଗ୍ରାଫର ବିଶାଳକାୟ ବିଷ ବୃକ୍ଷ ହେବା ପଛରେ କାହାର ହାତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସଏସସି) ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କୁ ନେଇ ଏବେ ରାଜ୍ୟରେ ଚର୍ଚ୍ଚା ଚାଲିଛି । ଜଣେ ପିଏସଙ୍କ ଘରୁ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ…
ଆଜି ରାଜ୍ୟରେ ୬୪ ଜଣଙ୍କର କରୋନାରେ ମୃତ୍ୟୁ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁକୁ ନେଇ ପ୍ରଶାସନ ଓ ଜନସାଧାରଣ ଆଶଙ୍କା ମଧ୍ୟରେ ରହିଛନ୍ତି । ଗତ କିଛି ଦିନ ହେଲା କରୋନାରେ ୫୦ରୁ ଅଧିକ ଲୋକ ମୃତ୍ୟୁବରଣ କରୁଥିବା ଦେଖାଯାଉଛି । କରୋନା ରାଜ୍ୟକୁ…