Browsing Category
ରାଜ୍ୟ
ଭର୍ଚୁଆଲ୍ ମୋଡ୍ ରେ ଲୋକାର୍ପିତ ହେଲା ‘ସ୍ୱପ୍ନା ଟିଭି’
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଅବସରରେ ରାଜ୍ୟ ଗଣମାଧ୍ୟମ ଜଗତକୁ ପ୍ରବେଶ କରିଛି ଆଉଏକ ଚାନେଲ୍ । ଭର୍ଚୁଆଲ୍ ମୋଡ୍ରେ ଲୋକାର୍ପିତ ହୋଇଯାଇଛି ‘ସ୍ୱପ୍ନା ଟିଭି’ । ଓଡ଼ିଶା ବିଧାନସଭାର…
ସରକାରଙ୍କ ଝାଳ ବାହାର କରିବ ୧୫ ତାରିଖର ୬ ଘଣ୍ଟିଆ ଓଡ଼ିଶା ବନ୍ଦ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପେଟ୍ରୋଲ୍, ଡିଜେଲ୍, ରନ୍ଧନ ଗ୍ୟାସ୍ ଓ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରଦାମ୍ ବୃଦ୍ଧି ବିରୁଦ୍ଧରେ ପ୍ରମୁଖ ବାମପନ୍ଥୀ ଦଳମାନଙ୍କ ଦ୍ୱାରା ଆସନ୍ତା ୧୫ ତାରିଖରେ ୬ ଘଂଟିଆ ଓଡିଶା ବନ୍ଦ…
ପୁଣିଥରେ ଘୁଞ୍ଚିଲା OJEE ଆବେଦନ; ଜାଣନ୍ତୁ କେବେ ରହିଛି ଶେଷତାରିଖ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଜେଇଇ ୨୦୨୧ ପାଇଁ ପୁଣି ଥରେ ଫର୍ମ ପୂରଣ ଅବଧି ବଢିଛି । ବିଟେକ୍ ବ୍ୟତିତ ଅନ୍ୟ ସମସ୍ତ ପାଠ୍ୟକ୍ରମ ପାଇଁ ଅନଲାଇନ ଆବେଦନର ତାରିଖ ଘୋଷଣା କରାଯାଇଛି । ଅନଲାଇନ ଆବେଦନ ପାଇଁ ଶେଷ ତାରିଖ…
ଶରଧାବାଲିରେ ୩ ରଥ, ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ
ପୁରୀ(ଓଡ଼ିଶା ଭାସ୍କର): ଶରଧାବାଲିରେ ଲାଗିଲା ୩ ଠାକୁରଙ୍କ ୩ ରଥ । ତାଳଧ୍ୱଜ ଓ ଦର୍ପଦଳନ ପରେ ଶେଷରେ ପହଞ୍ଚିଲା ନନ୍ଦିଘୋଷ ରଥ । ବିନା ଭକ୍ତରେ ୩ ରଥ ଟାଣିଆଣିଲେ ସେବାୟତ । ନବଦିନାତ୍ମକ ଯାତ୍ରାରେ ଭାଇ, ଭଉଣୀଙ୍କୁ…
ଘୋଷଣା ହେଲା ନିଟ୍ ପ୍ରବେଶିକା ତାରିଖ; ଜାଣନ୍ତୁ କେବେ ହେବ ପରୀକ୍ଷା
ଭୁବନେଶ୍ୱର (ଓଡ଼ିଶା ଭାସ୍କର): କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ସୋମବାର ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ ପାଇଁ ତାରିଖ ଘୋଷଣା କରାଯାଇଛି । ଆସନ୍ତା ସେପ୍ଟେମ୍ବର ୧୨ ତାରିଖରେ ନିଟ୍ ପରୀକ୍ଷା ହେବ ବୋଲି…
ଓଡ଼ିଶାରେ ଦିନକୁ ପ୍ରାୟ ୨ ଲକ୍ଷ ଲିଟର ମଦ ପି’ ଯାଉଛନ୍ତି…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରା ରାଇଜରେ ରହିଛି ୧୯୨୨ଟି ସରକାରୀ ସ୍ୱୀକୃତିପ୍ରାପ୍ତ ମଦ ଦୋକାନ । ଆଉ ମାସକୁ ବିକ୍ରି ହେଉଛି ୫୬ ଲକ୍ଷ ଲିଟରରୁ ଅଧିକ ମଦ । ପିଇ ଯାଉଛନ୍ତି ଲୋକ ହଜାର ହଜାର ଲିଟର ମଦ । ଏପରିକି ଦିନକୁ…
ରଥାରୂଢ଼ ମହାପ୍ରଭୁଙ୍କୁ ଦର୍ଶନ କଲେ ଶଙ୍କରାଚାର୍ଯ୍ୟ
ପୁରୀ: ରଥାରୂଢ଼ ମହାପ୍ରଭୁଙ୍କୁ ଦର୍ଶନ କଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ । ଶଙ୍କରାଚାର୍ଯ୍ୟ ତାଙ୍କର ଶିଷ୍ୟଙ୍କ ସହ ଦର୍ଶନ କରିଛନ୍ତି । କୋଭିଡ୍ ମହାମାରୀ ଦୁନିଆରୁ ଦୂରେଇ ଯିବା ଏବଂ ଲୋକଙ୍କର କଲ୍ୟାଣ ପାଇଁ ସେ…
ବ୍ରହ୍ମୋସ ସୁପର ସନିକ୍ କ୍ରୁଜ ମିଶାଇଲର ସଫଳ ପରୀକ୍ଷଣ
ବାଲେଶ୍ୱର: ଡିଆରଡିଓ ଏବଂ ଋଷ ବୈଜ୍ଞାନିକଙ୍କ ମିଳିତ ସହଭାଗୀତାରେ ନିର୍ମିତ ଭୁପୃଷ୍ଠରୁ ଭୁପୃଷ୍ଠକୁ ଭେଦ କରୁଥିବା କ୍ରୁଜ ମିସାଇଲ ବ୍ରହ୍ମୋସର ଚାନ୍ଦିପୁର ଆଇଟିଆରକେଏଲସି ୩ରୁ ସଫଳ ପରୀକ୍ଷଣ କରାଯାଇଛି । ସୋମବାର ସକାଳ…
ଦାଶିଆ ଅଜା: ପାଠାଗାର ଆନ୍ଦୋଳନର ପୁରୋଧାଙ୍କୁ ଝୁରୁଛି ଓଡ଼ିଶା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସେ ଥିଲେ ପାଠାଗାର ଆନ୍ଦୋଳନର ଆଦ୍ୟ ଜନକ । ମହାତ୍ମା ଗାନ୍ଧିଙ୍କ ଆଦର୍ଶରେ ଚାଲୁଥିବା ଦାଶିଆ ଅଜାଙ୍କ ଜୀବନ ଖୁବ୍ ସାଧାସିଧା ଥିଲା । ହସି ହସି ଘୂରି ବୁଲୁଥିଲେ ସାରା ଓଡ଼ିଶା । ବାଣ୍ଟୁଥିଲେ…
ବନ୍ଧଡିହ ସରପଞ୍ଚଙ୍କୁ ଟିକେ ନିଶା ଲୋଡ଼ା… ଖୋଲାଖୋଲି ପିଉଛନ୍ତି, ଭିଡିଓ ଭାଇରାଲ୍
ଯାଜପୁର(ଓଡ଼ିଶା ଭାସ୍କର): ପଞ୍ଚାୟତିରାଜର ସବୁଠୁ ବଳିଷ୍ଠ ପଦବୀ ହେଉଛି ସରପଞ୍ଚ । ଜଣେ ଦକ୍ଷ ସରପଞ୍ଚ ଚାହିଲେ ତାଙ୍କ ପଞ୍ଚାୟତକୁ ବେଶ୍ ସମୃଦ୍ଧ ଆଉ ସୁନ୍ଦର କରି ଗଢ଼ି ତୋଳିପାରିବେ । କିନ୍ତୁ ନିଜେ ସରପଞ୍ଚ ଯଦି ନିଶାରେ…