Browsing Category
ରାଜ୍ୟ
ରଥଯାତ୍ରା ପରେ ବଦଳିବ ନବୀନଙ୍କ ଟିମ୍, ମନ୍ତ୍ରିମଣ୍ଡଳରୁ ହଟିବେ କିଛି ବରିଷ୍ଠ ନେତା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ୍ ପରିବର୍ତ୍ତନ ପରେ ଏବେ ସମସ୍ତଙ୍କ ଫୋକସ ରହିଛି ରାଜ୍ୟ ଉପରେ । ପୂର୍ବରୁ ରାଜ୍ୟ ମନ୍ତ୍ରିମଣ୍ଡଳର ପରିବର୍ତ୍ତନ ହେବ ବୋଲି ମୁଖ୍ୟମନ୍ତ୍ରୀ…
ରଥଯାତ୍ରା ପଛରେ କ’ଣ ରହିଛି ପୌରାଣିକ କାହାଣୀ, ଯାହାକୁ ଶୁଣି ଆପଣ ବି ଚକିତ ହେବେ
ଚଳିତମାସ ୧୨ ତାରିଖରେ ହେବାକୁ ଯାଉଛି ରଥଯାତ୍ରା । କିନ୍ତୁ ଏବର୍ଷ କୋଭିଡ କଟକଣା ଭିତରେ ରଥଯାତ୍ରା ହେବ । ତେବେ ଜଗତର ନାଥ ଜଗନ୍ନାଥଙ୍କ ରଥଯାତ୍ରା ହେଉଛି ବିଶ୍ୱପ୍ରସିଦ୍ଧ । ଏହା ପଛରେ ରହିଛି ଏକ ପୌରାଣିକ କାହାଣୀ,…
ରାତି ପାହିଲେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ପୁରୀରେ ମୁତୟନ ହେବେ ୬୫ ପ୍ଲାଟୁନ ଫୋର୍ସ
ପୁରୀ, (ଓଡ଼ିଶା ଭାସ୍କର): ଚଳିତ ମାସ ୧୨ ତାରିଖ ଅର୍ଥାତ ସୋମବାର ଅନୁଷ୍ଠିତ ହେବ । ବଡ଼ଦାଣ୍ଡକୁ ଓହ୍ଲାଇବେ ଶ୍ରୀବିଗ୍ରହ । ତେବେ ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା କଟକଣା ଯୋଗୁଁ ଭକ୍ତଶୂନ୍ୟ ରଥଯାତ୍ରା ହେବ ଏବଂ…
ମହାରାଷ୍ଟ୍ର ଓ କେରଳ ଫେରନ୍ତାଙ୍କ ଉପରେ ନଜର: ଡିଏମ୍ଇଟ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମହାରାଷ୍ଟ୍ର ଓ କେରଳ ଫେରନ୍ତାଙ୍କ ଉପରେ ସ୍ୱାସ୍ଥ୍ୟ ବିଭାଗ କଡ଼ା ନଜର ରଖିଛି । ସେଠାରୁ ଆସୁଥିବା ଲୋକଙ୍କ ଟ୍ରେସିଂ, ଟେଷ୍ଟିଂ ଓ ଟ୍ରିଟମେଂଟ ଉପରେ ରାଜ୍ୟ ସରକାର ଅଧିକ ଫୋକସ୍…
ଲଭ ଜିହାଦ୍ ମାମଲାରେ ଓଡ଼ିଶା ସମେତ ଛତିଶଗଡ ଓ ଜମ୍ମୁ-କାଶ୍ମୀର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍, ୨୩ ତାରିଖ ସୁଦ୍ଧା ଜବାବ ଦାଖଲ ପାଇଁ…
ନୂଆଦିଲ୍ଲୀ, (ଓଡ଼ିଶା ଭାସ୍କର) : ଲଭ ଜିହାଦ ମାମଲାରେ ଓଡ଼ିଶା ସମେତ ଛତିଶଗଡ ଓ ଜମ୍ମୁ-କାଶ୍ମୀର ସରକାରଙ୍କୁ ନୋଟିସ୍ କରି ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ । ବ୍ରହ୍ମପୁରର ଏକ ଦମ୍ପତି ନିଜ ଫାର୍ମାସିଷ୍ଟ ଝିଅକୁ ଲଭ୍…
ଚଳନ୍ତା ଟ୍ରେନରେ ଶିଶୁ ପୁତ୍ର ଜନ୍ମ ଦେଲେ ମହିଳା, କ୍ୟାପିଟାଲ୍ ହସ୍ପିଟାଲ ଭର୍ତ୍ତି
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଚଳନ୍ତା ଟ୍ରେନରେ ଶନିବାର ଜଣେ ମହିଳା ଶିଶୁୁତ୍ର ଜନ୍ମ ଦେଇଛନ୍ତି । ଉକ୍ତ ଗର୍ଭବତୀ ମହିଳା ଜଣଙ୍କ ଟ୍ରେନରେ ଯାତ୍ରା କରୁଥିବାବେଳେ ଶିଶୁ ପୁତ୍ରକୁ ଜନ୍ମ ଦେବା ପରେ ତାଙ୍କୁ ମେରିସାହେଲି…
ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହେବା ସମ୍ଭାବନା: ଓଡ଼ିଶାରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା,୧୯…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟିହୋଇ ସାରିଛି । ରବିବାରକୁ ଏହା ଘନୀଭୂତ ହୋଇ ପଶ୍ଚିମ କେନ୍ଦ୍ରୀୟ ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ…
ଘୋଷଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ କଟକଣା: ଆଜି ରାତି ୮ଟାରୁ ପୁରୀରେ ଜାରି ହେବ ୪୮ ଘଣ୍ଟିଆ କର୍ଫ୍ୟୁ, ସହରର ୮ଟି ପ୍ରବେଶ ପଥକୁ ସିଲ୍ କରିବ…
ପୁରୀ,(ଓଡ଼ିଶା ଭାସ୍କର) : ରଥଯାତ୍ରା ସମୟରେ ପୁରୀ ସହରରେ ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ୧୧ ତାରିଖ( ରବିବାର) ରାତି ୮ଟାରୁ ରଥଯାତ୍ରା ପରଦିନ ଅର୍ଥାତ୍ ୧୩ ତାରିଖ(ମଙ୍ଗଳବାର) ରାତି…
ଆଜି ହୀରାକୁଦରୁ ଛଡାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ, ସକାଳ ୧୧ଟାରେ ଖୋଲିବ ଗେଟ୍
ଭୁବନେଶ୍ୱର,(ଓଡ଼ିଶା ଭାସ୍କର): ଆଜି ସକାଳ ୧୧ଟା ସମୟରେ ହୀରାକୁଦରୁ ଛଡାଯିବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ । ଏଥପାଇଁ ଡ୍ୟାମ କର୍ତ୍ତୃପକ୍ଷ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ବିଧି ଅନୁସାରେ ପୂଜାର୍ଚ୍ଚନା ପରେ ୭ ନମ୍ବର…
୪ ଶିଶୁଙ୍କୁ ଉଦ୍ଧାର କଲା ଚାଇଲ୍ଡଲାଇନ୍
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଭୁବନେଶ୍ୱର ସ୍ଥିତ ତମାଣ୍ଡୋରୁ ୪ ଜଣ ଶିଶୁଙ୍କୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ୍ । ଏକ ଗଛ ତଳେ ବସିଥିବା ବେଳେ ଚାଇଲ୍ଡ ଲାଇନ୍ କର୍ତ୍ତୃପକ୍ଷ ୪ ଶିଶୁଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର…