Browsing Category

ରାଜ୍ୟ

ଟ୍ରଫ୍‌-ଲାଇନ୍‌ର ପ୍ରଭାବରେ ଲଗାଣ ବର୍ଷା ଆଶଙ୍କା, ୨୪ ଘଣ୍ଟା ମଧ୍ୟରେ ୭ ଜିଲ୍ଲାରେ ପ୍ରବଳ ବର୍ଷା ଛେଚିବ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଟ୍ରଫ୍‌-ଲାଇନ୍‌ର ପ୍ରଭାବ ଏବଂ ଦକ୍ଷିଣ ବଙ୍ଗଳାଦେଶ ତଥା ତାର ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗର ଅଂଚଳରେ ସମୁଦ୍ରତ ଥାନ ଠାରୁ ୨.୧ ରୁ ୭.୬ କିମି ଯାଏଁ ବ୍ୟାପିଥିବା ଘୁର୍ଣ୍ଣି ବଳୟ…

ଯୁବତୀଙ୍କୁ ଜବରଦସ୍ତି ବାହା ହେବା ଜିଦ୍‌ରେ କ୍ଲିନିକ୍‌ରେ ହାଇଡ୍ରାମା କଲେ ଓ୍ବାନ୍ ସାଇଡ୍ ଲଭର୍, ଅଭିଯୋଗ ପରେ ବନ୍ଧା ହେଲେ ୨ଟି ସନ୍ତାନର…

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଏକତରଫା ପ୍ରେମ କରିବା ଜଣେ ବିବାହିତ ଯୁବକଙ୍କୁ ମହଙ୍ଗା ପଡିଛି । ଶେଷରେ ଯୁବକ ଜଣକ ଉକ୍ତ ଯୁବତୀଙ୍କୁ ବଳପୂର୍ବକ ମାଡ ମାରିବା ସହ ନିଜ ସାଥିରେ ନେଇ ଯିବାକୁ ଜିଦ୍‌ ଧରିଥିଲେ । ଏହି ଭଳି…

ଖୁସି ଖବର: ଓଡ଼ିଶାରୁ ଆଜି ୪ ହଜାର ୧୫୯ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୪ ହଜାର ୧୫୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା…

ଭୁବନେଶ୍ୱରରୁ ଆଜି ୩୩୯ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠି କେତେ ?

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମି ଆସୁଥିବା ବେଳେ ଭୁବନେଶ୍ୱରରୁ ଆଜି ୩୩୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୫୦ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ…

ରାଜସ୍ଥାନ ପରେ ଓଡ଼ିଶାରେ ୧୦୦ ଛୁଇଁଲା ଡିଜେଲ୍ ଦାମ

ମାଲକାନଗିରି(ଓଡ଼ିଶା ଭାସ୍କର): ଦେଶରେ ଦିନକୁ ଦିନ ତୈଳ ଦର ହୁ ହୁ ହୋଇ ବଢିବାରେ ଲାଗିଛି। ପେଟ୍ରୋଲ ପରେ ଡିଜେଲ୍ ଦାମ ଏବେ ରେକର୍ଡ କରିଛି। ଦେଶର ରାଜସ୍ଥାନ ପରେ ଦ୍ଵିତୀୟ ରାଜ୍ୟ ଭାବେ ଓଡ଼ିଶାରେ ଡିଜେଲ୍ ଦାମ ୧୦୦…

ପ୍ରେମ ପାଇଁ ଯୁବତୀଙ୍କୁ ମାଡ଼! ନର୍ସିଂ ହୋମରୁ ଥାନାକୁ ଗଲେ ଉନ୍ମତ୍ତ ଯୁବକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତୁ ମୋ ସହ ଚାଲ୍, ନହଲେ ମାରିଦେବି... ଏଭଳି କିଛି କହି ମାଡ଼ ମାରିବା ଆରମ୍ଭ କରିଦେଇଥିଲେ ପ୍ରେମାନ୍ଧ ଯୁବକ । ଆଉ ତାପରେ ପୋଲିସ ପହଞ୍ôଚ ଉଭୟଙ୍କୁ ନେଇଗଲେ ଥାନା । ଏବେ ସିସିଟିଭି ଫୁଟେଜ ଓ…

CBSE ଓ ICSEର ମୂଲ୍ୟାୟନ ପଦ୍ଧତି ସୁପ୍ରିମକୋର୍ଟରେ କାଏମ

ନୂଆଦିଲ୍ଲୀ : ସିବିଏସଇ ଓ ଆଇସିଏସଇର ମୂଲ୍ୟାୟନ ପଦ୍ଧତିକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ପିଲାଙ୍କ ହିତଙ୍କୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ସୁପ୍ରିମକୋର୍ଟ । ତେବେ ମୂଲ୍ୟାୟନ ନିଷ୍ପତ୍ତିକୁ…

ସାବଧାନ୍! ୭ ଜିଲ୍ଲାରେ ପ୍ରବଳ ଛେଚିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ୭ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହି ୭ଟି ଜିଲ୍ଲାଗୁଡିକ ହେଉଛି- କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା,…

ଏଣିକି ଟିକା ନନେଲେ ଦୋକାନ ବନ୍ଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା କାଳରେ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ ଦୋକାନୀଙ୍କ ପାଇଁ ନୂଆ ନିୟମ ଆଣିଛିି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଏଣିକି ଟିକା ନନେଲେ ଦୋକାନ ବନ୍ଦ ହେବ ବୋଲି…

ଓଡ଼ିଶା ପୋଲିସରେ SI ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ , ୧୫ ଜୁଲାଇ ରହିଛି ଡେଡ଼ଲାଇନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପୋଲିସରେ ୪୭୭ଟି ଏସଆଇ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମଥର ପାଇଁ ନିଜେ ନିଯୁକ୍ତି ଦେବାକୁ ଯାଉଛି ଓଡ଼ିଶା ପୋଲିସ । ବର୍ତ୍ତମାନ ସୁଦ୍ଧା ୨୮୩୧ ପ୍ରାର୍ଥୀ…