fbpx
Browsing Category

ରାଜ୍ୟ

ଆଇଏଏସ ବିଜୟ କେତନଙ୍କ ଜାମିନ ରାୟ ସଂରକ୍ଷିତ

ଭୁବନେଶ୍ୱର, ୧୩ା୧(ଓଡ଼ିଶା ଭାସ୍କର): ଆଇଏଏସ ବିଜୟ କେତନ ଉପାଧ୍ୟାୟଙ୍କ ଜାମିନ ଆବେଦନ ଶୁଣାଣି ଶେଷ ହୋଇଛି । ଜାମିନ ଆବେଦନର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଲେ ଭୁବନେଶ୍ୱର ଭିଜିଲାନ୍ସ କୋର୍ଟ । ଉଲ୍ଲେଖଯୋଗ୍ୟ…

ଭିଜିଲାନ୍ସ ଜାଲରେ ସେସୁ କିରାଣୀ

ଭୁବନେଶ୍ୱର,୧୩ ।୧(ଓଡିଶା ଭାସ୍କର): ଲାଞ୍ଚ ନେଇ ସେସୁ କାର୍ଯ୍ୟାଳୟର କିରାଣୀ ଗିରଫ ହୋଇଛନ୍ତି । ଖଣ୍ଡଗିରି ସେସୁ କାର୍ଯ୍ୟାଳୟ କିରାଣୀ ମଳୟ ପଟ୍ଟନାୟକଙ୍କୁ ଗିରଫ କରାଯାଇଛି । ୧୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ…

ତାମିଲନାଡ଼ୁରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

ତାମିଲନାଡ଼ୁ, ୧୩ା୧: ତାମିଲନାଡ଼ୁରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ ୨ଜଣ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକ ଜଣକ ବରଗଡ଼ ଗାଇସିଲଟ ଡ଼ୁଙ୍ଗୁରିପାଲି ଗାଁର ଗୋକୁଲ ବରିହା ।…

ବାତିଲ ହେବନି ଶିକ୍ଷକଙ୍କ ଖରାଛୁଟି

ଭୁବନେଶ୍ୱର,୧୩ ।୧(ଓଡିଶା ଭାସ୍କର): ରାଜ୍ୟର ସ୍କୁଲ ଶିକ୍ଷକଙ୍କ ଖରାଛୁଟି ବାତିଲ ହେବନାହିଁ । ଛୁଟି ବାତିଲ କଥା କହି ନଥିଲେ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ରୋଷ୍ଟର ଡ୍ୟୁଟିରେ ଥିବା ଶିକ୍ଷକ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି

ଭୁବନେଶ୍ୱର, ୧୩ା୧(ଓଡ଼ିଶା ଭାସ୍କର): ଆଜି ନବୀନ ନିବାସରେ ରାୟଗଡ଼ା ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ପହଞ୍ଚିଛନ୍ତି । ସେ ତାଙ୍କ ସମର୍ଥକଙ୍କ ସହ ଆସି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ।…

ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କଲେ ସିରିଆ ରାଷ୍ଟ୍ରଦୂତ

ଭୁବନେଶ୍ୱର,୧୩ ।୧(ଓଡିଶା ଭାସ୍କର): ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସିରିଆ ରାଷ୍ଟଦୂତ ରେଡ୍ କାମେଲ ଆବାସ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଆବାସ ନିଜର ପ୍ରତିକ୍ରିୟାରେ କହିଥିଲେ ଯେ,…

ଘର ଭିତରୁ ୨ଟି ମୃତଦେହ ଉଦ୍ଧାର

କେନ୍ଦୁଝର,୧୩ ।୧(ଓଡିଶା ଭାସ୍କର): କେନ୍ଦୁଝର ନୂଆବନ୍ଧ ଗାଁରେ ଜଣଙ୍କ ଘର ଭିତରୁ ୨ଟି ମୃତ ଦେହ ଉଦ୍ଧାର କରାଯାଇଛି । ଗୋଟିଏ ମହିଳା ଓ ପୁରୁଷଙ୍କର ମୃତଦେହ ଉଦ୍ଧାର କରିଛି ପୋଲିସ । ଦୁହେଁ ଆତ୍ମହତ୍ୟା କରିଥିବା ସନ୍ଦେହ…

୧୦ ଡିଗ୍ରୀ ତଳେ ୧୧ ସହର

ଭୁବନେଶ୍ୱର,୧୩ ।୧(ଓଡିଶା ଭାସ୍କର): ରାଜ୍ୟର ୧୧ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ଫୁଲବାଣୀ ଓ ସୋନପୁରରେ ସର୍ବନିମ୍ନ ୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଇଛି । ସେହିପରି ଟିଟିଲାଗଡରେ ୭.୧ ଓ…

ରାଜନାଥ, ଆଦିତ୍ୟନାଥଙ୍କୁ ମିଳିବନି ଏନଏସଜି ସୁରକ୍ଷା

ନୂଆଦିଲ୍ଲୀ, ୧୨ା୧: ଦୁଇ ଭିଆଇପିଙ୍କଠାରୁ ଏନଏସଜି କମାଣ୍ଡୋ ସୁରକ୍ଷା ପ୍ରତ୍ୟାହାର ହେବ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସୁରକ୍ଷାରୁ ଏନଏସଜି ହଟିବ । ସେହିପରି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ…