fbpx
Browsing Category

ରାଜ୍ୟ

ଗୃହରେ ସିଏଜି ରିପୋର୍ଟ ଉପସ୍ଥାପିତ

ଭୁବନେଶ୍ୱର,୨୮ ।୧୧(ଓଡିଶା ଭାସ୍କର): ଆଜି ବିଧାନସଭାରେ ଉପସ୍ଥାପିତ ହୋଇଛି ସିଏଜି ରିପୋର୍ଟ । ଏହାକୁ ଗୃହରେ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ୨୦୧୭-୧୮ର ବିନିଯୋଗ ହିସାବ ଓ ଆର୍ଥିକ ସ୍ଥିତିକୁ…

ଆହୁରି ୩ ମାସ କୋହଳ ହେଲା ଟ୍ରାଫିକ୍ ନିୟମ

ଭୁବନେଶ୍ୱର,୨୮ ।୧୧(ଓଡିଶା ଭାସ୍କର): ନୂଆ ଟ୍ରାଫିକ୍ ନିୟମକୁ ଆଉ ୩ ମାସ ପର୍ଯ୍ୟନ୍ତ କୋହଳ କରାଯାଇଛି । ଏନେଇ ଆଜି ବିଧାନସଭାରେ ଘୋଷଣା କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଏହା ପୂର୍ବରୁ ୩ ମାସ ପାଇଁ ନୂଆ…

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ମିଳିଲା ମଧ୍ୟାହ୍ନ ଭୋଜନ ଦାୟିତ୍ୱ

ଭୁବନେଶ୍ୱର,୨୮ା୧୧(ଓଡ଼ିଶା ଭାସ୍କର): ସ୍କୁଲରେ ମଧ୍ୟାହ୍ନ ଭୋଜନ ଦାୟିତ୍ୱରୁ ଶିକ୍ଷକମାନଙ୍କୁ ମୁକ୍ତ କରାଯାଇଛି । ଏଣିକି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଏହି ମଧ୍ୟାହ୍ନ ଭୋଜନ କଥା ବୁଝିବେ । ମିଶନ ଶକ୍ତି ଓ ଗଣ…

ଓଡ଼ିଶା ବନ୍ୟଜନ୍ତୁଙ୍କ ଉପରେ ବିଦେଶୀ ମାଫିଆ ନଜର

ଭୁବନେଶ୍ୱର,୨୮ା୧୧(ଓଡ଼ିଶା ଭାସ୍କର): ଓଡ଼ିଶା ବନ୍ୟଜନ୍ତୁଙ୍କ ପ୍ରତି ବିଦେଶୀ ମାଫିଆମାନେ ଖରାପ ନଜର ରଖିଛନ୍ତି । ବିଦେଶକୁ ଓଡ଼ିଶାର ବିରଳ ବନ୍ୟଜନ୍ତୁ ଚାଲାଣ ହେଉଥିବା ସୂଚନା ମିଳିଛି । ଏନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ…

OTDC ସମସ୍ତଙ୍କ ପାଇଁ ଖୋଲା, ମୁଁ କୌଣସି ନିୟମ ଭାଙ୍ଗି ନାହିଁ: ପର୍ଯ୍ୟଟନ ମନ୍ତ୍ରୀ

ଭୁବନେଶ୍ୱର, ୨୮ା୧୧(ଓଡ଼ିଶା ଭାସ୍କର): ବିଧାନସଭାରେ ଶୀତକାଳିନ ଅଧିବେଶନ ଜାରି ରହିଛି । ଏହାରି ମଧ୍ୟରେ ଆଜି ବିବାଦୀୟ ହାଇଦ୍ରାବାଦ ଗସ୍ତ ନେଇ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପ୍ରତିକ୍ରିୟା ରଖିଛନ୍ତି…

୪ଟି ସ୍ଥାନରେ ଜିଲ୍ଲା ପରିଷଦ ଉପନିର୍ବାଚନ ପାଇଁ ଭୋଟଗଣତି ଜାରି, ୩ସ୍ଥାନରେ ବିଜେଡ଼ି ଆଗୁଆ

ଭୁବନେଶ୍ୱର,୨୮ା୧୧(ଓଡ଼ିଶା ଭାସ୍କର): ୪ଟି ସ୍ଥାନରେ ଆଜି ଜିଲ୍ଲା ପରିଷଦ ଉପନିର୍ବାଚନ ପାଇଁ ଭୋଟଗଣତି ଜାରି ହୋଇଛି । ୪ଟି ମଧ୍ୟରୁ ୩ଟି ସ୍ଥାନରେ ବିଜେଡ଼ି ଆଗୁଆ ରହିଛି ଏବଂ ଅନ୍ୟଟିରେ ଗଣତି ଆରମ୍ଭ ହୋଇନି । କୋରାପୁଟର…

ଆରଟିଓ ଅଫିସରେ ଲମ୍ବା ଲାଇନ୍, ଘୁଞ୍ଚିବ କି ଡେଡ୍ ଲାଇନ୍?

ଭୁବନେଶ୍ୱର,୨୮ ।୧୧(ଓଡିଶା ଭାସ୍କର): ଆରଟିଓ ଅଫିସଗୁଡିକରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ପ୍ରବଳ ଭିଡ ଲାଗିରହିଛି । ଏନେଇ ଆଜି ବିଧାନସଭାରେ ଉଠିଛି ଗାଡି କାଗଜ ପତ୍ର ପ୍ରସଙ୍ଗ । କୋହଳ ଅବଧିକୁ ବଢାଇବାକୁ ଗୃହରେ ଶାସକ ଓ…

୩ ଦିନିଆ ସମ୍ବଲପୁର ବନ୍ଦ

ସମ୍ବଲପୁର,୨୮ ।୧୧(ଓଡିଶା ଭାସ୍କର): ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ୩ ଦିନିଆ ସମ୍ବଲପୁର ବନ୍ଦ ପାଳନ କରିଛି ନାଗରିକ କମିଟି ଓ ଓକିଲ ସଂଘ । ବନ୍ଦ ପାଳନକୁ ନେଇ ସମସ୍ତ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଓ…

୧୨ ଘଣ୍ଟିଆ ଉମରକୋଟ ବନ୍ଦ

ନବରଙ୍ଗପୁର,୨୮ ।୧୧(ଓଡିଶା ଭାସ୍କର): ଆଜି ନବରଙ୍ଗପୁର ଜିଲ୍ଲାର ଉମରକୋଟରେ ୧୨ ଘଣ୍ଟିଆ ବନ୍ଦ ପାଳନ କରିଛି ବିଜେଡି । ୨ଟି ଦାବି ନେଇ ଜିଲ୍ଲା ବିଜେଡି ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି । ଦାବି ଗୁଡିକ ହେଉଛି-…

ଓଡିଶାରେ ହେବ ୨୦୨୩ ହକି ବିଶ୍ୱକପ୍

ଭୁବନେଶ୍ୱର,୨୭ ।୧୧(ଓଡିଶା ଭାସ୍କର): ୨୦୨୩ ପୁରୁଷ ହକି ବିଶ୍ୱକପ୍ ଓଡିଶାରେ ଆୟୋଜିତ ହେବ । ଏନେଇ ଆଜି କଳିଙ୍ଗ ଷ୍ଟାଡିୟମରେ ବଡ ଘୋଷଣା କରାଯାଇଛି । ଭୁବନେଶ୍ୱର ଓ ରାଉରକେଲାରେ ଖେଳାଯିବ ଏହି ବିଶ୍ୱକପ୍ ମ୍ୟାଚ୍ ।…