Browsing Category
ରାଜ୍ୟ
ନିଲମ୍ବିତ ହେଲେ କର୍ଲାପାଟ ପ୍ରାଣୀଧନ ନିରୀକ୍ଷକ
କଳାହାଣ୍ଡି, ୨୨ା୨ (ଓଡିଶା ଭାସ୍କର): କଳାହାଣ୍ଡି ଜିଲ୍ଲାର କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କର୍ଲାପାଟ ପ୍ରାଣୀଧନ ନିରୀକ୍ଷକ ଗଣେଶ ପୂଜାରୀଙ୍କୁ କାର୍ଯ୍ୟରୁ…
ଆଜି ବିଧାନସଭାରେ ଆଗତ ହେବ ବଜେଟ୍
ଭୁବନେଶ୍ୱର, ୨୨ା୨ (ଓଡିଶା ଭାସ୍କର): ଆଜି ବିଧାନସଭାରେ ୨୦୨୧-୨୨ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପିତ ହେବ । ପୂର୍ବରୁ ୧.୭୦ ଲକ୍ଷ କୋଟିର ବଜେଟକୁ ରାଜ୍ୟ ମନ୍ତ୍ରୀ ପରିଷଦ ମଞ୍ଜୁରୀ ପ୍ରଦାନ କରିଥିଲା । ଅପରାହ୍ଣରେ…
ରାଜ୍ୟ ରେ ପୁଣିଥରେ ସ୍କୂଲ ବନ୍ଦ ନେଇ କଣ କହିଲେ ମନ୍ତ୍ରୀ, ଜାଣନ୍ତୁ
ଭୁବନେଶ୍ୱର, ୨୧ା୨ (ଓଡିଶା ଭାସ୍କର) : ଭାରତରେ ମିଳିଥିବା କରୋନା ଭାଇରସ ର ନୂତନ ଷ୍ଟ୍ରେନ୍ ଅଧିକ ସଂକ୍ରାମକ ବୋଲି କୁହାଯାଉଥିବାରୁ ରାଜ୍ୟରେ ପୁନର୍ବାର ବିଦ୍ୟାଳୟଗୁଡ଼ିକ ବନ୍ଦ ହେବାର ସମ୍ଭାବନା ରହିଛି |ଗଣମାଧ୍ୟମକୁ…
ପଟ୍ଟାମୁଣ୍ଡାଇ:ବାହାଘର ଭୋଜି ଖାଇ ୧୦୦ରୁ ଅଧିକ ବରଯାତ୍ରୀ ଅସୁସ୍ଥ
ପଟ୍ଟାମୁଣ୍ଡାଇ , ୨୧ା୨ (ଓଡିଶା ଭାସ୍କର) : କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଅଞ୍ଚଳ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ବାହାଘର ଭୋଜି ଖାଇ ୧୦୦ରୁ ଅଧିକ ବରଯାତ୍ରୀ ଅସୁସ୍ଥ ହୋଇପଡିଛନ୍ତି ।…
ଢେଙ୍କାନାଳ ପ୍ରସିଦ୍ଧ ଯୋରନ୍ଦା ମାଘମେଳା ପାଇଁ କଟକଣା ଜାରି
ଢେଙ୍କାନାଳ ,୨୧ା୨ (ଓଡିଶା ଭାସ୍କର): ଢେଙ୍କାନାଳ ପ୍ରସିଦ୍ଧ ଯୋରନ୍ଦା ମାଘମେଳା ପାଇଁ କଟକଣା ଜାରିକରିଛି ପ୍ରଶାସନ । କୋରୋନା ମହାମାରୀ ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ଜିଲ୍ଲା ଓ…
ରାଜ୍ୟ ରେ କଡା ହେଲା କରୋନା କଟକଣା ,ଜାଣନ୍ତୁ କଣ
ଭୁବନେଶ୍ୱର, ୨୧ା୨ (ଓଡିଶା ଭାସ୍କର): ଅନ୍ୟ ରାଜ୍ୟରେ କୋଭିଡ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରଖି ଓଡ଼ିଶା ସରକାର ସଜାଗ ହୋଇଛନ୍ତି । ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ବତନ୍ତ୍ର ରିଲିଫ କମିସନର। ଏହି ଚିଠିରେ ମାସ୍କ…
କନ୍ଧମାଳର ଜଲେଶପଟା କନ୍ୟାଶ୍ରମ ମୁଖ୍ୟଙ୍କୁ ହତ୍ୟା ଧମକ ମାମଲା :ଅଭିଯୁକ୍ତ ଗିରଫ
କନ୍ଧମାଳ , ୨୧ା୨ (ଓଡିଶା ଭାସ୍କର): କନ୍ଧମାଳର ଜଲେଶପଟା କନ୍ୟାଶ୍ରମ ମୁଖ୍ୟଙ୍କୁ ହତ୍ୟା ଧମକ ମାମଲା ରେ ରାୟଗଡ଼ା ବିଷମକଟକରୁ ଅଭିଯୁକ୍ତକୁ ଗିରଫ କଲା ତୁମୁଡ଼ିବନ୍ଧ ପୋଲିସ । ସୂଚନାଯୋଗ୍ୟ ଯେ ପୂର୍ବରୁ ଅଭିଯୁକ୍ତ…
ମାଲକାନଗିରି ରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଜଣେ ବିଏସଏଫ ଯବାନ ଗୁରୁତର ।
ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକର କର୍ତନପଲ୍ଲୀ ନିକଟସ୍ଥ ଗୋଗପଦର ଗ୍ରାମ ନିକଟସ୍ଥ ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହେବାଫଳରେ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି। ଯବାନଙ୍କ ଗୋଡ଼ରେ ଗୁରୁତର…
ରାଜ୍ୟରେ ଆଉ ୫୮ ଜଣ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର, ୨୧ା୨ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଏହା ମଧ୍ୟରେ ଆଜି ପୁଣି ୫୮ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୩୪ ଓ ସ୍ଥାନୀୟ ଅଞ୍ଚଳରୁ…
ଓଡ଼ିଶାକୁ ଫେରିବ ଲକଡାଉନ୍!!! ଜାଣନ୍ତୁ କାହିଁକି
ଭୁବନେଶ୍ୱର, ୨୧ା୨ (ଓଡିଶା ଭାସ୍କର): ପଡ଼ୋଶୀ ରାଜ୍ୟମାନଙ୍କରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ନିକଟରେ କେରଳ, ମହାରାଷ୍ଟ୍ର ଓ ଛତିଶଗଡ଼ରେ କରୋନାର…