Browsing Category
ରାଜ୍ୟ
ହଟ୍ଟଗୋଳ ମଧ୍ୟରେ ପାରିତ ହେଲା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଖର୍ଚ୍ଚ ଦାବି
ଭୁବନେଶ୍ୱର,୨୧ା୧୧(ଓଡ଼ିଶା ଭାସ୍କର): ଆସନ୍ତାକାଲି ୧୦ଟା ୩୦ ଯାଏ ଗୃହ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ସେପଟେ ହଟ୍ଟଗୋଳଓ ହୋହାଲ୍ଲା ମଧ୍ୟରେ ମଧ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗର ଖର୍ଚ୍ଚ ଦାବି…
ଟ୍ରେନରେ ଭୟାବହ ଅଗ୍ନିକାଣ୍ଡ
ରାୟଗଡ଼ା, ୨୧ା୧୧(ଓଡ଼ିଶା ଭାସ୍କର): କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗିଛି । ରାୟଗଡ଼ା ରେଳ ଷ୍ଟେସନ ୬ନମ୍ବର ପ୍ଲାଟଫର୍ମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । କୋଇଲା ବୋଝେଇ ଟ୍ରେନର ୪ଟି ବଗିରେ ନିଆଁ ଲାଗିଥିବା ସୂଚନା ମିଳିଛି…
ଚାଷୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ, ଆସନ୍ତାକାଲିଠୁ ମଣ୍ଡିରେ ବିକ୍ରି ହେବ ଧାନ
ସମ୍ବଲପୁର,୨୧ା୧୧(ଓଡ଼ିଶା ଭାସ୍କର): ସମ୍ବଲପୁରରେ ଚାଷୀ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ସୂଚନା ମିଳିଛି । ଆସନ୍ତାକାଲିଠାରୁ ମଣ୍ଡିରେ ଧାନ ବିକ୍ରି ହେବ । ଚାଷୀ ସଂଗଠନ ପକ୍ଷରୁ ଏହି ଆନ୍ଦୋଳନ ପ୍ରତ୍ୟାହାର ହୋଇଥିବା…
ଆନ୍ତର୍ଜାତିକ ମେଳାରେ ପାଳନ ହେଉଛି ଓଡ଼ିଶା ଦିବସ
ନୂଆଦିଲ୍ଲୀ,୨୧ା୧୧: ନୂଆଦିଲ୍ଲୀରେ ଆନ୍ତର୍ଜାତିକ ମେଳାରେ ଆଜି ଓଡ଼ିଶା ଦିବସ ପାଳନ ହୋଇଛି । ଓଡ଼ିଶା ଦିବସରେ ଯୋଗ ଦେଇଛନ୍ତି ଆବାସିକ କମିସନର ସଞ୍ଜୀବ ମିଶ୍ର । ତାଙ୍କ ସହ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଓ…
ଡ଼େଡ଼ଲାଇନ ସରିବା ପରେ ରାସ୍ତାକୁ ଓହ୍ଲାଇଲେ ଚାଷୀ
ସମ୍ବଲପୁର,୨୧ା୧୧(ଓଡ଼ିଶା ଭାସ୍କର): ସମ୍ବଲପୁରରେ ଟୋକନ ବ୍ୟବସ୍ଥା ଉଚ୍ଛେଦ ଜିଦରେ ଚାଷୀ ସଙ୍ଗଠନ ଅଟଳ ରହିଛନ୍ତି । ଏହାସହ ସରକାରଙ୍କୁ ନିଷ୍ପତ୍ତି ନେବାକୁ କହିଥିଲେ । ଏନେଇ ଧାନ ବସ୍ତା ରଖି ବରେଇପାଲିରେ ଚାଷୀମାନେ…
ରାଜ୍ୟରେ ଗଡୁଛି ୨୨ ଲକ୍ଷରୁ ଅଧିକ ପୁରୁଣା ଗାଡି: ପଦ୍ମନାଭ
ଭୁବନେଶ୍ୱର,୨୧ ।୧୧(ଓଡିଶା ଭାସ୍କର): ରାଜ୍ୟରେ ଗଡୁଛି ଅନଫିଟ୍ ଗାଡି । ରାଜ୍ୟରେ ୨୨ ଲକ୍ଷରୁ ଅଧିକ ପୁରୁଣା ଗାଡି ଗଡୁଛି । ୧୫ ବର୍ଷରୁ ଅଧିକ ୨୨ ଲକ୍ଷ ୯ ହଜାର ୫୭୩ ଟି ମଟରଗାଡି ଅଛି । ସେଥିରୁ ୧୧ ଲକ୍ଷ ୪୩ ହଜାର ୨୬…
ରାଜଧାନୀରେ କୃଷକ–ପୋଲିସ ମୁହାଁମୁହିଁ
ଭୁବନେଶ୍ୱର,୨୧ ।୧୧(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ଶିଶୁଭବନ ଛକରେ ଆଜି ପୋଲିସ ଓ ଚାଷୀ ମୁହାଁମୁଡିଁ ହୋଇଛନ୍ତି । ନବନିର୍ମାଣ କୃଷକ ସମିତିର ଶତାଧିକ ସଦସ୍ୟ ଓ କୃଷକ ଙ୍କୁ ଗିରଫ କରିଛି ପୋଲିସ ।…
ନିଲମ୍ବିତ ହେଲେ ୨ ବନ କର୍ମଚାରୀ
ସୁବର୍ଣ୍ଣପୁର,୨୧ ।୧୧(ଓଡିଶା ଭାସ୍କର): ସୁବର୍ଣ୍ଣପୁର ଉଲୁଣ୍ଡା ବନାଞ୍ଚଳରେ ଦନ୍ତାହାତୀ ଶିକାର ଘଟଣାରେ ୨ ବନ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଏହି ଦୁଇ ଜଣଙ୍କୁ ନିଲମ୍ବିତ…
ପୁଣି ସାଢେ ୧୨ଟା ଯାଏଁ ଗୃହ ମୁଲତବୀ
ଭୁବନେଶ୍ୱର,୨୧ ।୧୧(ଓଡିଶା ଭାସ୍କର): ଧାନ ବିକ୍ରି ଓ ନାରୀ ନିର୍ଯ୍ୟାତନାକୁ ନେଇ ପୁଣି ବିଧାନସଭାରେ ହଟ୍ଟଗୋଳ ଆରମ୍ଭ ହୋଇଯାଇଛି । ଗୃହ ମଧ୍ୟରେ ବିଜେପି-କଂଗ୍ରେସ ବିଧାୟକମାନେ ହୋହଲ୍ଲା ସହ ନାରାବାଜି ଦେଇଛନ୍ତି ।…
ହରଦୀପଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି
ଭୁବନେଶ୍ୱର,୨୧ ।୧୧(ସଡିଶା ଭାସ୍କର): ଭୁବନେଶ୍ୱର ଓ ୟୁଏଇ ସ୍ଥିତ ରାସ୍-ଅଲ-ଖଇମା ସହର ମଧ୍ୟରେ ସିଧାସଳଖ ବିମାନ ସେବା ପାଇଁ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂହ ପୁରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ…