Browsing Category

ରାଜ୍ୟ

ଘନକୁହୁଡିକୁ ନେଇ ୧୦ ଜିଲ୍ଲାକୁ ସତର୍କ ସୂଚନା, ଜାଣନ୍ତୁ

ଭୁବନେଶ୍ୱର,୩୦ ।୧୨(ଓଡିଶା ଭାସ୍କର): ରାଜ୍ୟରେ ଶୀତର ପ୍ରକୋପ ଟିକେ କମିଥିବା ବେଳେ କାଲିଠୁ ପୁଣି କମିବ ପାରଦ । ଶୀତ ସହ ଘନ କୁହୁଡିକୁ ନେଇ ରାଜ୍ୟର ୧୦ଟି ଜିଲ୍ଲାକୁ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ । ସେହି…

ଆସନ୍ତା ଜାନୁଆରୀରୁ ଏହି ରାଜ୍ୟମାନଙ୍କରେ ଖୋଲିବ ସ୍କୁଲ, ଜାଣନ୍ତୁ କେଉଁଠି

ନୂଆଦିଲ୍ଲୀ, ୩୦ା୧୨: କରୋନା ପାଇଁ ସମଗ୍ର ଦେଶରେ ସ୍କୁଲ, କଲେଜ ବନ୍ଦ ହୋଇ ରହିଛି । ୮ ମାସ ପରେ କରୋନା କଟକଣାକୁ ମାନି ସ୍କୁଲ ଖୋଲିବାକୁ କେନ୍ଦ୍ର ସରକାର ନିୟମ ଜାରି କରିଥିଲେ । ତଥାପି କରୋନା ସଂକ୍ରମଣରୁ ଦୃଷ୍ଟିରେ…

ଅନଲାଇନରେ ହେବ ବି.ଇଡି ପରୀକ୍ଷା

ଭୁବନେଶ୍ୱର,୩୦ ।୧୨(ଓଡିଶା ଭାସ୍କର): କରୋନା ଯୋଗୁଁ ଅନଲାଇନରେ ବି.ଇଡି ପରୀକ୍ଷା ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିଷ୍ପତ୍ତି ହୋଇଛି । ଛାତ୍ରଛାତ୍ରୀଙ୍କ ଦାବି ପରେ ଅନଲାଇନ ପରୀକ୍ଷା ପାଇଁ ରାଜି ହୋଇଛନ୍ତି…

ଏପ୍ରିଲରୁ କମିଯିବ ଦରମା, ଦେଇପାରିବେନି ଇଏମଆଇ, ତୁରନ୍ତ ସରକାରଙ୍କ ଏହି ଯୋଜନା ବିଷୟରେ ଜାଣି ରଖନ୍ତୁ

ନୂଆଦିଲ୍ଲୀ, ୩୦ା୧୨: ନବବର୍ଷ ୨୦୨୧ର ଆଗମନ ପାଇଁ ଆଉ ମାତ୍ର ଗୋଟିଏ ଦିନ ବାକି ଅଛି । ସମସ୍ତେ ଏହି ଅବସରରେ ପାର୍ଟି, ପିକନିକ, ଜିରୋ ନାଇଟ, ନୂଆ ଡ୍ରେସ କିଣିବା ଆଦି କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି । ତେବେ ସୂଚନା…

ପାରାଦୀପ ବନ୍ଦରକୁ ନେଇ କେନ୍ଦ୍ର କ୍ୟାବିନେଟରେ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ,୩୦ ।୧୨: ପାରାଦୀପ ବନ୍ଦରକୁ ନେଇ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଆଜି ଏକ ବଡ ନିଷ୍ପତ୍ତି ନିଆଯାଇଛି । ବିଶ୍ୱସ୍ତରୀୟ ହେବ ପାରାଦୀପ ବନ୍ଦର । ବନ୍ଦରରେ ୱେଷ୍ଟର୍ଣ୍ଣ ଡକ୍ ନିର୍ମାଣ ହେବାକୁ ଯାଉଛି । ପାରାଦୀପ…

୬ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର,୩୦ ।୧୨(ଓଡିଶା ଭାସ୍କର): ୬ ଅଧିକାରୀଙ୍କୁ ଆଜି ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ଦୁର୍ନୀତି ଓ ଅପାରଗତା ନେଇ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ୪ ଜଣ ଇଞ୍ଜିନିୟର ଓ ୨ ଜଣ…

‘ପରୀ’ ମାମଲାରେ ଆଉ ଏକ ମିସକେସ୍

କଟକ,୩୦ ।୧୨(ଓଡିଶା ଭାସ୍କର): ନୟାଗଡ ‘ପରୀ’ ମୃତ୍ୟୁ ମାମଲାରେ ହାଇକୋର୍ଟରେ ଆଉ ଏକ ମିସ୍ କେସ୍ ଦାୟର ହୋଇଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ମିସ୍ କେସ୍ ଦାୟର ହୋଇଛି । ଏଯାଏଁ ତଦନ୍ତରେ ଅଭିଯୁକ୍ତ କିଏ ସ୍ପଷ୍ଟ…

ସରକାରୀ କର୍ମଚାରୀଙ୍କ ପାଇଁ ଆସିଲା ଜାନୁଆରୀ ଗାଇଡଲାଇନ୍

ଭୁବନେଶ୍ୱର,୩୦ ।୧୨(ଓଡିଶା ଭାସ୍କର): କରୋନାର ନୂଆ ଷ୍ଟ୍ରେନକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ଗାଇଡଲାଇନ୍ ଜାରି ହୋଇଛି । ଏହି ଗାଇଡଲାଇନ୍ ଜାନୁଆରୀ ମାସରେ ଲାଗୁ ହେବ । ଗାଇଡଲାଇନ୍ ମୁତାବକ କଟକ ଓ…

୧ କୁଇଣ୍ଟାଲ ସିନ୍ଥେଟିକ୍ ପନିର ଜବତ: ଜଣେ ଗିରଫ

କଟକ, ୩୦ା୧୨ (ଓଡିଶା ଭାସ୍କର): ଚାଉଳିଆଗଞ୍ଜ ପୋଲିସ ଦ୍ୱାରା ସିନ୍ଥେଟିକ ପନିର ଜବତ କରାଯିବା ସହ ଜଣକୁ ଗିରଫ କରାଯାଇଛି । ଏହି ପନିର କଲିକତାରୁ କଟକକୁ ଚାଲାଣ କରାଯାଉଥିବା ପୋଲିସ ସୂଚନା ଦେଇଛି । ଏହି ଘଟଣାରେ…