Browsing Category

ରାଜ୍ୟ

ସାରା ରାଜ୍ୟରେ ଦୁଇଦିନ ପ୍ରବଳ ବର୍ଷିବ: ୬ଜିଲ୍ଲାକୁ ସତର୍କ, ତାଣନ୍ତୁ କେଉଁ କେଉଁ ଜିଲ୍ଲା ଅଛି ସାମିଲ

ଭୁବନେଶ୍ୱର, ୧ା୯(ଓଡ଼ିଶା ଭାସ୍କର): ଗତ ୩ରୁ ୪ଦିନ ହେବ ପାଗ ଶୁଖିଲା ରହିଥିଲା । କିନ୍ତୁ ଏବେ ସାରା ରାଜ୍ୟରେ ଦୁଇ ଦିନ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ୬ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା…

ବଡ ଖବର: ଅନଲାଇନରେ ହେବ ୟୁଜି ଓ ପିଜି ପରୀକ୍ଷା

କଟକ.୧ ।୯(ଓଡିଶା ଭାସ୍କର): କରୋନା ମହାମାରୀ ଯୋଗୁଁ ସବୁ କ୍ଷେତ୍ର ପ୍ରଭାବିତ ହେବାରେ ଲାଗିଛି । ଅନଲକ୍ ୪ ଲାଗୁ ହୋଇଥିଲେ ବି ଶିକ୍ଷାନୁଷ୍ଠାନଗୁଡିକରେ ସବୁ ନିୟମ କୋହଳ ହୋଇନାହିଁ । କରୋନାକୁ ଦୃଷ୍ଟିରେ ରଖି…

ପୁରୀ ସ୍ୱର୍ଗ ଦ୍ୱାରରେ ଦାହ ସଂସ୍କରଣ କଟକଣା ବୃଦ୍ଧି, ଜାଣନ୍ତୁ କେତେ ଦିନ

ପୁରୀ, ୧ା୯(ଓଡ଼ିଶା ଭାସ୍କର): ପୁରୀ ସ୍ଥିତ ସ୍ୱର୍ଗଦାରରେ ଦାହ ସଂସ୍କରଣ କଟକଣାକୁ ବୃଦ୍ଧି କରାଯାଇଛି । ପୁଣି ମାସେ ବଢ଼ି ସେପ୍ଟେମ୍ବର ୩୦ ଯାଏଁ ଏହି କଟକଣାକୁ ବଢ଼ାଇଛନ୍ତି ଜିଲ୍ଳାପାଳ । ପୁରୀ ଜିଲ୍ଲା ବାହାର ଲୋକଙ୍କୁ…

ଆଦିତ୍ୟଙ୍କ ମୃତ୍ୟୁ ପଛରେ କାହାର ହାତ? ଜାଣନ୍ତୁ କ’ଣ ଉତ୍ତର ଦେଲେ ଆଦିତ୍ୟଙ୍କ ବାପା

ଭୁବନେଶ୍ୱର,୧ ।୯(ଓଡିଶା ଭାସ୍କର): ସମାଜସେବା ଆଦିତ୍ୟ ଦାସଙ୍କ ମୃତ୍ୟୁକୁ ଅନେକ ଦିନ ବିତିଯାଇଥିଲେ ବି ଆଜିଯାଏଁ ଏହା ହତ୍ୟା ନା ଆତ୍ମହତ୍ୟା ବୋଲି ଜଣାପଡିଲା ନାହିଁ । କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ କରୁଥିବା…

ସ୍କୁଲ ଫି ବୃଦ୍ଧି ମାମଲାକୁ ନେଇ କଣ କହିଲେ ହାଇକୋର୍ଟ, ଜାଣନ୍ତୁ

କଟକ, ୧ା୯(ଓଡ଼ିଶା ଭାସ୍କର): ହାଇକୋର୍ଟରେ ବେସରକାରୀ ସ୍କୁଲ ଫି ବୃଦ୍ଧି ମାମଲା ରୁଜୁ ହୋଇଥିଲା । ଏହି ମାମଲାର ଆପୋସ ସମାଧାନ ପାଇଁ ହାଇକୋର୍ଟ ପରାମର୍ଶ ଦେଇଛନ୍ତି । ଏହାସହ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ମିଳିତ…

ସାନଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇର ମୃତ୍ୟୁ

ଯାଜପୁର, ୧ା୯(ଓଡ଼ିଶା ଭାସ୍କର): ଯାଜପୁର କାଳିଆପାଣି ଥାନା ମହ୍ଲାର ସାହିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମଳିଛି । ମଜୁରି ଟଙ୍କାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ହଣାକଟା ହୋଇଥିବା ସୂଚନା ମିଳିଛି । ସାନଭାଇର ଟାଙ୍ଗିଆ…

ବଜ୍ରଘାତ ନେଲା ୩ ଜୀବନ

କେନ୍ଦୁଝର, ୧ା୯(ଓଡ଼ିଶା ଭାସ୍କର): ରାଜ୍ୟରେ ଲଘୁଚାପ ପାଇଁ ବର୍ଷା ଲାଗି ରହିଥିଲା । ଏବେ କିଛି ଦିନ ହେବ ପାଗ ଶୁଖିଲା ଥିବା ବେଳେ କେତେକ ସ୍ଥାନରେ ବର୍ଷା ମଧ୍ୟ ହୋଇଛି । ଏହାସହ ଆଜିଠାରୁ ଆସନ୍ତା ୫ତାରିଖ ଯାଏଁ ପ୍ରବଳ…

ଖୁସି ଖବର: ରାଜ୍ୟରେ ସ୍ୱାଭାବିକ ହେବ ବସ୍ ସେବା!

ଭୁବନେଶ୍ୱର,୧ ।୯(ଓଡିଶା ଭାସ୍କର): କରୋନା ମହାମାରୀର ମୁକାବିଲା ପାଇଁ ଅନଲକ୍ ୪ର ଗାଇଡଲାଇନ୍ ଜାରି ହୋଇଛି । ଏଥିରେ ଅନେକ ନିୟମ କୋହଳ କରାଯାଇଛି । ଏହାରି ମଧ୍ୟରେ ରାଜ୍ୟରେ ସରକାରୀ ଓ ଘରୋଇ ବସ୍ ଚଳାଚଳ ସ୍ୱାଭାବିକ…

୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ! ପ୍ରବଳ ଛେଚିବ

ଭୁବନେଶ୍ୱର,୧ ।୯(ଓଡିଶା ଭାସ୍କର): ରାଜ୍ୟର ବହୁ ଅଞ୍ଚଳ ଏବେ ବି ପାଣି ଘେରରେ ରହିଥିବା ବେଳେ ପୁଣିଥରେ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଆଗାମୀ ୨୪ ଘଣ୍ଟା ପାଇଁ ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।…

ରାଜ୍ୟରେ ୧୧ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୫୦୦ ଟପିଲା

ଭୁବନେଶ୍ୱର,୧ ।୯ (ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବୃଦ୍ଧି ପାଉଛି । ଆଜି ରାଜ୍ୟରେ ୩୦୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୧…