Browsing Category

ରାଜ୍ୟ

ରାଜ୍ୟରେ ଆଉ ୧୧୨ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୬ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୧୭୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧୨ ଜଣ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୧୭୧୬କୁ ବୃଦ୍ଧି ପାଇଛି । ୧୭୩…

ସାବଧାନ,୧୧ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା!

ଭୁବନେଶ୍ୱର, ୬ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ତାପମାତ୍ରା କମିବା ସହ ଗୁଳୁଗୁଳି ଅନୁଭୂତ ହେଉଛି । ଏହାସହ ସ୍ଥାନେ ସ୍ଥାନେ ବର୍ଷ ମଧ୍ୟ ହେଉଛି । ଏହାରିମଧ୍ୟରେ ଆଜି ଅପରାହ୍ନ ୫.୩୦ ସୁଦ୍ଧା ୧୧ଜିଲ୍ଲାରେ…

ସବୁ ସ୍କୁଲରେ ହେବ ନାମ ଲେଖା: ଗଣଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର, ୬ା୬(ଓଡ଼ିଶା ଭାସ୍କର): ୨୦ରୁ କମ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ସ୍କୁଲ ବନ୍ଦ ହେବନି । ଗତ ବର୍ଷ ଯେଉଁ ସ୍କୁଲରେ ନାମ ଲେଖା ହୋଇଥିଲା ସେଠାରେ ନାମ ଲେଖା ହେବ । କରୋନା ଦୃଷ୍ଟିରୁ ସବୁ ସ୍କୁଲରେ ନାମ ଲେଖା…

ଚାଷୀ ପଞ୍ଜୀକରଣରେ ଓଡ଼ିଶା ନମ୍ବର ୱାନ

ଭୁବନେଶ୍ୱର, ୬ା୬(ଓଡ଼ିଶା ଭାସ୍କର): ଚାଷୀ ପଞ୍ଜୀକରଣରେ ଓଡ଼ିଶା ଦେଶରେ ଏକ ନମ୍ବରରେ ରହିଛି । ରବିଋତୁରେ ଧାନ କିଣା ପାଇଁ ଚାଷୀ ପଞ୍ଜୀକରଣରେ ଓଡ଼ିଶା ଦେଶରେ ପ୍ରଥମରେ ରହିଛି । ଧାନ କିଣା କ୍ଷେତ୍ରରେ ମଧ୍ୟ ଓଡ଼ିଶା ଦେଶରେ…

ସଟଡାଉନ ବେଳେ ବନ୍ଦ ରହିବ ମାଟ୍ରିକ ଖାତାଦେଖା

କଟକ, ୬ା୬(ଓଡ଼ିଶା ଭାସ୍କର): ସଟଡାଉନ ପାଇଁ ବନ୍ଦ ରହିବ ମାଟ୍ରିକ ଖାତା ଦେଖା । ଜୁନ ମାସଟି ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ୩୦ ତାରିଖ ଯାଏଁ ସପ୍ତାହର ପ୍ରତି ଶନିବାର ଓ ରବିବାର ୧୧ଜିଲ୍ଲା ସଟଡ଼ାଉନ ରଖିବାକୁ ସରକାର ଘୋଷଣା…

ବଡ଼ ଖବର, ରାଜ୍ୟରେ ଆଉ ୧୭୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୬ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୧୭୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୮୧କୁ ବୃଦ୍ଧି ପାଇଛି । ୧୭୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୦ ସଙ୍ଗରୋଧ…

କ୍ବାରେଣ୍ଟାଇନ କେନ୍ଦ୍ରରେ ୬ ବର୍ଷର ଶିଶୁ ମୃତ

ନୂଆପଡ଼ା, ୬/୬ (ଓଡିଶା ଭାସ୍କର): ନୂଆପଡ଼ା ଖଡ଼ିଆଳ ବ୍ଲକ ଚଲାନପଡ଼ା କ୍ବାରେଣ୍ଟାଇନ କେନ୍ଦ୍ରରେ ଏକ ଅଭାବନିୟ ଘଟଣା ଘାଟିଯାଇଛି। ସେଠାରେ ୬ ବର୍ଷର ଶିଶୁର ମୃତ୍ୟୁ ଘଟିଛି। କିନ୍ତୁ ମୃତ୍ୟୁ ପଛର କାରଣ  ଏପର୍ଯ୍ୟନ୍ତ…

ଦାଦା ଓ ଖୁଡୀକୁ ମାରି ମୃତ ଦେହକୁ କୂଅକୁ ଫିଙ୍ଗିଲା ପୁତୁରା

କଣ୍ଟାବାଂଜି,୬/୬(ଓଡିଶା ଭାସ୍କର): କୁଟ୍ରାବେଡା ଗାଁରେ ଡବଲ ମର୍ଡର ଘଟଣା ଘଟିଥିବା ସାମ୍ନାକୁ ଆସିଛି। ସେଠାରେ ଦାଦା ଖୁଡୀକୁ ମାରଣାସ୍ତ୍ରରେ ହାଣିଦେଇଛି ପୁତୁରା । ଜମିବାଡି ବିବାଦକୁ ନେଇ ଏହି ବୀଭତ୍ସ ହତ୍ୟାକାଣ୍ଡ…

ସରିଲା ସ୍ନାନଯାତ୍ରା, ଅଣସର ପିଣ୍ଡିକୁ ବିଜେ କଲେ ଶ୍ରୀଜୀଉ

ପୁରୀ, ୫ା୬(ଓଡ଼ିଶା ଭାସ୍କର): ଆଜି ଶ୍ରୀଜୀଉଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ବର୍ତ୍ତମାନ ସ୍ନାନଯାତ୍ରା ଶେଷ ହେବା ପରେ ଅଣସର ପିଣ୍ଡିକୁ ବିଜେ କରିଛନ୍ତି ଶ୍ରୀଜିଉ । ୧୦୮ କଳସ ଜଳରେ ସ୍ନାନ ପରେ ଅଣସର ପିଣ୍ଡିକୁ…

କୋଭିଡ଼-୧୯ ପରିଚାଳନା ଦାୟିତ୍ୱରେ ଥିବା ୯ଆଇଏଏସଙ୍କୁ ଅବ୍ୟାହତି

ଭୁବନେଶ୍ୱର, ୫ା୬(ଓଡ଼ିଶା ଭାସ୍କର): କୋଭିଡ଼ -୧୯ ପରିଚାଳନା ଦାୟିତ୍ୱରେ ଥିବା ନଅ ଜଣ ଆଇଏଏସଙ୍କୁ ଅବ୍ୟାହତି କରାଯାଇଛି । ସେମାନେ ନିଜ ପୂର୍ବ ପଦବୀରେ କାର୍ଯ୍ୟ ଜାରି ରଖିବେ । ସୁରେନ୍ଦ୍ର କୁମାର, ବିଶାଲ ଦେବ, କ୍ରିଷନ…