Browsing Category
ରାଜ୍ୟ
ଓଡ଼ିଶାରେ କରୋନା ନେଲା ପ୍ରଥମ ଜୀବନ
ଭୁବନେଶ୍ୱର, ୭ା୪(ଓଡ଼ିଶା ଭାସ୍କର): ବିଶ୍ୱରେ ଆତଙ୍କ ଖେଲାଇଥିବା କରୋନା ଭାଇରସ୍ ଫଳରେ ଓଡ଼ିଶାରେ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଝାରପଡ଼ା ଅଞ୍ଚଳର ଜଣେ ବ୍ୟକ୍ତି କରୋନା ଜନୀତ ରୋଗ (କୋଭିଡ଼-୧୯)ରେ ଆକ୍ରାନ୍ତ…
ଭୁବନେଶ୍ୱରରେ ଆଉ ଏକ କରୋନା ରୋଗୀ ଚିହ୍ନଟ
ଭୁବନେଶ୍ୱର, ୭ା୪(ଓଡ଼ିଶା ଭାସ୍କର): ଭୁବନେଶ୍ୱରରେ ଆଉ ଏକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧କୁ ବୃଦ୍ଧି ପାଇଛି । ଭୁବନେଶ୍ୱର ସ୍ଥିତ ମଧୁସୁଦନ ନଗର ୟୁନିଟ-୪ର ଏକ…
ଘରୋଇ ହସ୍ପିଟାଲରେ କରୋନା ରୋଗୀ ଚିକିତ୍ସିତ ହୋଇପାରିବେନି: ସିବିକେ ମହାନ୍ତି
ଭୁବନେଶ୍ୱର,୭ା୪(ଓଡ଼ିଶା ଭାସ୍କର): କରୋନା ନେଇ ସ୍ୱାସ୍ଥ୍ୟ ସଚିବ ଓ ଡିଏମଇଟି ଡାକ୍ତର ସିବିକେ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ ସମ୍ମିଳନୀରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ସ୍ୱାସ୍ଥ୍ୟକର୍ମୀଙ୍କୁ…
ରାଜଧାନୀରେ ୬୮ସ୍ଥାନରେ ବିକ୍ରି ହେବ ପରିବା
ଭୁବନେଶ୍ୱର,୭ା୪(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ୬୮ସ୍ଥାନରେ ପନିପରିବା ବିକ୍ରି ହେବ । କୌଣସି ସ୍ଥାନରେ ଏକତ୍ର ବସି ବେପାରିମାନେ ପନିପରିବା ବିକ୍ରି କରିପାରିବେ ନାହିଁ । ୟୁନିଟ-୧, ୟୁନିଟ-୨, ରୁଚିକା ଓ…
ଆମେ କୁଆଡେ ଶିକ୍ଷିତ !
କୋରାପୁଟ ବୋରିଗୁମ୍ମା ଅନ୍ତର୍ଗତ ଖୁନ୍ତିଆପଲା ଗାଁର ଏହି ଦୃଶ୍ୟ । ଗରା, ଡେକଚି ଧରି ନଳକୁଅରୁ ପାଣି ନେବାକୁ ଛିଡ଼ା ହୋଇଛନ୍ତି ଗାଁ ର ମା, ଭଉଣୀମାନେ । ଆଗ ପାଣି ନେବାକୁ ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା, ଠେଲାପେଲା…
ବିଧାୟକଙ୍କ ହାତପାଣ୍ଠି ବନ୍ଦ କରିବାକୁ ପ୍ରସ୍ତାବ ଦେଲେ ବିରୋଧୀ ଦଳ ନେତା
ଭୁବନେଶ୍ୱର,୭ା୪(ଓଡ଼ିଶା ଭାସ୍କର): କରୋନା ନେଇ ବିଧାୟକଙ୍କ ହାତପାଣ୍ଠି ବନ୍ଦ ଲାଗି ପ୍ରସ୍ତାବ ଦେଇଛନ୍ତି ବରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ରାଜ୍ୟ ସରକାରଙ୍କୁ ଏନେଇ ସେ ପ୍ରସ୍ତାବ ଦେଇଛନ୍ତି । ୨ବର୍ଷ ପାଇଁ ହାତ…
ଆସନ୍ତା ୯ରୁ ବାଧ୍ୟତାମୂଳକ ହେବ ମୁଖା ବ୍ୟବହାର
ଭୁବନେଶ୍ୱର, ୭ା୪(ଓଡ଼ିଶା ଭାସ୍କର): କରୋନା ସତର୍କତା ଦୃଷ୍ଟିରୁ ବିପର୍ଯ୍ୟୟ ପରିଚାଳନା ବିଭାଗ ନିର୍ଦ୍ଦେଶନାମା ଜାରି କରିଛି । ଘରୁ ବାହାରିବା ବେଳେ ମୁଖା ପିନ୍ଧିବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏପ୍ରିଲ…
କେନ୍ଦ୍ରାପଡ଼ାରେ ଆଳି ବ୍ଲକର ୧୨ଟି ଗାଁ ସିଲ୍
କେନ୍ଦ୍ରାପଡ଼ା, ୭ା୪(ଓଡ଼ିଶା ଭାସ୍କର): କେନ୍ଦ୍ରାପଡ଼ାରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଆଜି ଆଳି ବ୍ଲକର ୧୨ଟି ଗାଁକୁ ସିଲ୍ କରାଯାଇଛି । ପ୍ରଶାସନ ପକ୍ଷରୁ ଗାଁକୁ ଯିବା ଆସିବା ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି ।…
ଜମାତ ସହ ଜଡିତ ୨୫ହଜାର କ୍ୱାରେଣ୍ଟାଇନରେ
ଦେଶର ଚିନ୍ତା ବଢ଼ାଇଛି ତବଲିଗି ଜମାତ । କରେନା ସଂକ୍ରମିତ ହୋଇଥିବା ଏହି ଜମାତିମାନେ ଏବେ ସୁପର ସ୍ପ୍ରେଡର ପାଲଟିଛନ୍ତି । ଜମାତରେ ଯୋଗ ଦେଇଥିବା ବ୍ୟକ୍ତି,ତାଙ୍କ ସଂସ୍ୱର୍ଶରେ ଆସଥିବା ଲୋକ ଓ ତାଙ୍କ ଅଧିକାଂଶ…
ଲକ୍ ଡାଉନ୍ ପାଇଁ ଚିନ୍ତାରେ ଦେହଜୀବୀ,ମାଳିସାହି ଶୂନଶାନ
ଲକ୍ ଡାଉନ୍ ପାଇଁ ଚିନ୍ତାରେ ଦେହଜୀବୀ । ଦେଶର ବଡ ବଡ ରେଡଲାଇଟ୍ ଏରିଆ କୋଲକତାର ସୋନାକାଛି ହେଉ ବା ମହାରାଷ୍ଟ୍ରର କାମଠିପୁରା ।ଏପରିକି ଆମ ଭୁବନେଶ୍ୱର ମାଳିସାହି ସବୁ ଶୂନଶାନ । ଯେତେବେଳେ ସମଗ୍ର ଦେଶ ନିଖୋଡ଼ ନିଦରେ…