Browsing Category

ରାଜ୍ୟ

ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୭ା୩(ଓଡ଼ିଶା ଭାସ୍କର): ଖାରବେଳ ଭବନରେ କରୋନା ସ୍ଥିତି ସମୀକ୍ଷା କରିବା ସହ ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ୨୬ଟି ପ୍ରକଳ୍ପର ଉଦଘାଟନ ଓ…

ଭିଜିଲାନ୍ସ ଜାଲରେ ଜିଆରଏସ

ପୁରୀ,୭ ।୩(ଓଡିଶା ଭାସ୍କର): ପୁରୀ ଜିଲା ସତ୍ୟବାଦୀ ବ୍ଲକ୍ ସୁକଳ ପଞ୍ଚାୟତର ଗ୍ରାମ ରୋଜଗାର ସେବକ ବା ଜିଆରଏସ ଛବିନାରାୟଣ ପଣ୍ଡା ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଛବିନାରାୟଣଙ୍କୁ ଗିରଫ କରିଛି ପୁରୀ…

ସ୍କୁଲରେ ଆରମ୍ଭ ହେଲା ‘ନୋ ବ୍ୟାଗ୍ ଡେ’

ଗଞ୍ଜାମ.୭ ।୩(ଓଡିଶା ଭାସ୍କର): ଆଜିଠାରୁ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଛି ‘ନୋ ବ୍ୟାଗ ଡେ’ । ଏଣିକି ପ୍ରତି ଶନିବାର ଦିନ ବ୍ୟାଗ୍ ନଆଣି ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଆସିବେ । ପିଲାଙ୍କୁ ଚାପମୁକ୍ତ କରିବାକୁ ଆରମ୍ଭ…

କରୋନା ଭାଇରସ୍, ହୋଲି ଖେଳିବେନି ରାଜ୍ୟପାଳ

ଭୁବନେଶ୍ୱର, ୬ା୩(ଓଡ଼ିଶା ଭାସ୍କର): ଚଳିତବର୍ଷ ହୋଲି ଖେଳିବେନି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । କୌଣସି ହୋଲି ଉତ୍ସବରେ ସେ ଯୋଗ ଦେବେ ନାହିଁ । କରେନା ସତର୍କତା ନେଇ କୌଣସି ଉତ୍ସବରେ ଯୋଗ ଦେବେ ନାହିଁ ବୋଲି ସୂଚନା…

କ୍ୟାପିଟାଲ ହସ୍ପିଟାଲରେ ଦୁଇ କରୋନା ସନ୍ଦିଗ୍ଧ

ଭୁବନେଶ୍ୱର, ୬ା୩(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଦୁଇ କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଛନ୍ତି । ଦୁଇ ଜଣଙ୍କର ସ୍ୱତନ୍ତ୍ର ପ୍ରକୋଷ୍ଠରେ ଚିକିତ୍ସା ଚାଲିଛି । ଦୁଇ ସନ୍ଦିଗ୍ଧଙ୍କ…

କରୋନା ଭାଇରସ୍, ମାଗଣାରେ ଦିଆଯିବ ମାସ୍କ

ଭୁବନେଶ୍ୱର, ୬ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କରୋନା ଭାଇରସ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଏନେଇ ଚାରିଆଡ଼େ ଭୟର ଆତଙ୍କ ମଧ୍ୟ ଖେଳିଛି । ରାଜ୍ୟରେ କରୋନା ସ୍ଥିତି ସମୀକ୍ଷା ହୋଇଛି । କରୋନା ସ୍ଥିତି…

କମିଲା ବସ୍ ଭଡ଼ା

ଭୁବନେଶ୍ୱର, ୬ା୩(ଓଡ଼ିଶା ଭାସ୍କର):ବସ୍ ଯାତ୍ରୀଙ୍କ ପାଇଁ ଏକ ଖୁସି ଖବର । ବର୍ତ୍ତମାନ ରାଜ୍ୟରେ ବସ୍ ଭଡ଼ାକୁ ହ୍ରାସ କରିଛନ୍ତି ରାଜ୍ୟ ସରକାର । ବସ୍ ଭଡ଼ା କିଲୋମିଟର ପିଛା ୧ରୁ ୨ପଇସା କମିଥିବା ସୂଚନା ମିଳିଛି । ସାଧାରଣ…

କରୋନା ଭାଇରସ୍ , ବନ୍ଦ ରହିବ ବାୟୋମେଟ୍ରିକ ଉପସ୍ଥାନ

ଭୁବନେଶ୍ୱର, ୬ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କରୋନା ଭାଇରସ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଏନେଇ ଚାରିଆଡ଼େ ଭୟର ଆତଙ୍କ ମଧ୍ୟ ଖେଳିଛି । ଏହାରି ମଧ୍ୟରେ ସରକାରୀ କାର୍ଯ୍ୟାଳୟରେ ବାୟୋମେଟ୍ରିକ ଉପସ୍ଥାନ…

କାଲିଯାଏଁ ଘୁର୍ଣ୍ଣିଝଡ ସହ ବର୍ଷା ଆଶଙ୍କା: ୧୨ଟି ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ

ଭୁବନେଶ୍ୱର,୬ ।୩(ଓଡିଶା ଭାସ୍କର): ରାଜ୍ୟର କେତେକ ଜିଲ୍ଲାରେ ଘୂର୍ଣ୍ଣିଂ ଝଡ ସହ ମଧ୍ୟମ ଧରଣର ବର୍ଷା ହେବାର ଆଶଙ୍କା ରହିଛି । ଏହାର ପ୍ରଭାବ ଆସନ୍ତାକାଲି ଯାଏଁ ରହିବ । ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ବର୍ଷା…

କରୋନା ଭାଇରସ୍, ତୁଳସୀପତ୍ର ସ୍ୱପ୍ନାଦେଶ ସମ୍ପୂର୍ଣ୍ଣ ଗୁଜବ

ପୁରୀ, ୬ା୩(ଓଡ଼ିଶା ଭାସ୍କର): କରୋନା ଭାଇରସରେ ସାରା ବିଶ୍ୱ ଆତଙ୍କିତ ଅବସ୍ଥାରେ ରହିଛି । ଏହାରି ମଧ୍ୟରେ ଗତକାଲି ପୁରୀର ବଡ଼ ପଣ୍ଡାଙ୍କୁ ସ୍ୱପ୍ନାଦେଶ ହୋଇଥିଲା ଯେ ଓଡ଼ିଶାକୁ କରୋନା ଆସିଯାଇଛି । ମହାପ୍ରଭୁ…