Browsing Category
ରାଜ୍ୟ
ଗାଡି ଫାଇନ୍: ୪ ଘଣ୍ଟାରେ ୨.୫ ଲକ୍ଷ ଆଦାୟ
ଭୁବନେଶ୍ୱର,୧ ।୩(ଓଡିଶା ଭାସ୍କର): ଯାନବାହନ କାଗଜପତ୍ର ଯାଞ୍ଚର କେହାଳ ସୀମା ଶେଷ ହୋଇଛି । ଆଜିଠାରୁ ରାଜ୍ୟବ୍ୟାପୀ ନୂଆ ଆଇନରେ ଫାଇନ ଆଦାୟ ଆରମ୍ଭ ହୋଇଛି । ଭୁବନେଶ୍ୱର ଆରଟିଓ-୨ ପକ୍ଷରୁ ଏବେ ସୁଦ୍ଧା ୬୩ଟି ଚାଲାଣ…
ବିଚାରାଧୀନ କଏଦୀଙ୍କ ମୃତ୍ୟୁ
ବାରିପଦା,୧ ।୩(ଓଡିଶା ଭାସ୍କର): ବାରିପଦା ଜେଲରେ ଥିବା ଜଣେ ବିଚାରାଧିନ କଏଦୀଙ୍କ ମୃତ୍ୟୁ ଘଟିଛି । ପିଆରଏମ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । କାଲି ଯୌତୁକ ନିର୍ଯାତନା ମାମଲାରେ ସେ ଗିରଫ…
ପୁଣି ଚମକିଲେ ଦୂତୀ ଚାନ୍ଦ
ଭୁବନେଶ୍ୱର,୧ ।୩(ଓଡିଶା ଭାସ୍କର): ‘ଖେଲୋ ଇଣ୍ଡିଆ’ ବିଶ୍ୱବିଦ୍ୟାଳୟ କ୍ରୀଡା ୨୦୨୦ରେ ପୁଣି ଚମକିଲେ ଓଡିଆ ଧାବିକା ଦୂତୀ ଚାନ୍ଦ । ୨୦୦ ମିଟର ଦୌଡରେ ସେ ପୁଣି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଗତକାଲି ୧୦୦ ମିଟର…
ଏସସିବି ନବକଳେବର ପାଇଁ ୧୦ ପରାମର୍ଶଦାତା ନିଯୁକ୍ତ
କଟକ,୧ ।୩(ଓଡିଶା ଭାସ୍କର): କଟକ ଏସସିବିକୁ ବିଶ୍ୱସ୍ତରୀୟ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏନେଇ ୧୦ ବିଶିଷ୍ଟ ଚିକିତ୍ସାବିତଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…
ଦାୟିତ୍ୱ ମିଳିବା ପରେ କଣ କହିଲେ ସଞ୍ଜୟ ?
ଭୁବନେଶ୍ୱର,୧ ।୩(ଓଡିଶା ଭାସ୍କର): ଯୋଜନା ବୋର୍ଡର ଉପାଧ୍ୟକ୍ଷ ଭାବେ ସଞ୍ଜୟ ଦାସବର୍ମାଙ୍କୁ ଆଜି ନୂଆ ଦାୟିତ୍ୱ ମିଳିଛି । କ୍ୟାବିନେଟ୍ ରାଙ୍କ ସହ ସଞ୍ଜୟଙ୍କୁ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…
ଯବାନଙ୍କ ପାଇଁ ୧୦ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧ ।୩(ଓଡିଶା ଭାସ୍କର): ଦିଲ୍ଲୀ ହିଂସାରେ ବିଏସଏଫ୍ ଯବାନଙ୍କ ଘର ଜାଳି ଦିଆଯିବା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଏସଏଫ୍ କନେଷ୍ଟବଳ ମହମ୍ମଦ ଅନିସଙ୍କ ସହ କଥା ହୋଇ…
ଗାଡି ଚେକିଂକୁ ନେଇ ରାଜମହଲ ଛକରେ ଉତ୍ତେଜନା
ଭୁବନେଶ୍ୱର,୧ ।୩(ଓଡିଶା ଭାସ୍କର): ରାଜ୍ୟରେ ଆଜିଠାରୁ ନୂଆ ଟ୍ରାଫିକ୍ ନିୟମକୁ କଡାକଡି ଭାବେ ପାଳନ କରାଯାଉଛି । କିନ୍ତୁ ରାଜଧାନୀ ଭୁବନେଶ୍ୱର ରାଜମହଲ ଛକରେ ଚେକିଂ ବେଳେ ଉତ୍ତେଜନା ଦେଖାଦେଇଛି । ରଙ୍ଗରୁଟରେ…
ସୋରରେ କୁକୁଡା ମଡକ
ବାଲେଶ୍ୱର,୧ ।୩(ଓଡିଶା ଭାସ୍କର): ବାଲେଶ୍ୱର ଜିଲ୍ଲା ସୋରରେ ବାର୍ଡ ଫ୍ଲୁ ହୋଇଥିବା ଆଶଙ୍କା କରାଯାଉଛି । ୧୬ ନମ୍ବର ଜାତୀୟ ରାଜପଥରେ ହଜାର ହଜାର ମଲା କୁକୁଡା ପଡିଥିବା ଦେଖିବାକୁ ମିଳିଛି । ଏତେ ପରିମାଣର କୁକୁଡା…
CM announced 10 lakh relief to BSF Constable Mohmmad Anees
Bhubaneswar, 1/3: Odisha CM Naveen Patnaik expressed his grief to know that the house of constable Mohmmad Anees, 9th Battalion BSF was burnt down in the recent communal violence…
ସଞ୍ଜୟଙ୍କୁ ନୂଆ ଦାୟିତ୍ୱ
ଭୁବନେଶ୍ୱର,୧ ।୩(ଓଡିଶା ଭାସ୍କର): ସଞ୍ଜୟ ଦାସବର୍ମାଙ୍କୁ ମିଳିଛି ନୂଆ ଦାୟିତ୍ୱ । ଯୋଜନା ବୋର୍ଡ ଉପାଧ୍ୟକ୍ଷ ଭାବେ ସଞ୍ଜୟଙ୍କୁ ଦାୟିତ୍ୱ ଦିଆଯାଇଛି । ସଞ୍ଜୟ ଦାସ ବର୍ମାଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଛି ।…