Browsing Category

ରାଜ୍ୟ

ଦୁର୍ଘଟଣାରେ ଗୁଡ଼ଭେଲା ABDOଙ୍କ ମୃତ୍ୟୁ

ବଲାଙ୍ଗିର, ୧୮ା୨(ଓଡ଼ିଶା ଭାସ୍କର): ବଲାଙ୍ଗିରର ଗୁଡ଼ଭେଲା ଏବିଡ଼ିଓ ରାମବିଳାସ ମଙ୍ଗରାଜଙ୍କ ମୃତ୍ୟୁ ହୋଇଛି । ବଙ୍ଗୋମୁଣ୍ଡାରେ ଗତକାଲି ଦୁର୍ଘଟଣାରେ ସେ ଗୁରୁତର ଭାବେ ଆହତ ହୋଇଥିଲେ । ଗୁରୁତର ଥିବାରୁ ତାଙ୍କୁ…

ତାପସ ପାଲଙ୍କ ପରଲୋକ

ଭୁବନେଶ୍ୱର, ୧୮ା୨(ଓଡ଼ିଶା ଭାସ୍କର): ପୂର୍ବତନ ତୃଣମୂଳ କଂଗ୍ରେସ ସାଂସଦ ତାପସ ପାଲଙ୍କ ପରଲୋକ ହୋଇଛି । ଆଜି ସକାଳେ ତାଙ୍କ ପରଲୋକ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୧ବର୍ଷ ହୋଇଥିଲା । ତାଙ୍କର…

ବିଧାନସଭାରେ OBC କମିସନ ବିଲ୍ ପାରିତ

ଭୁବନେଶ୍ୱର, ୧୭ା୨: ଓଡିଶା ବିଧାନସଭାରେ ଓଡ଼ିଶା ରାଜ୍ୟ ପଛୁଆବର୍ଗ କମିଶନ(ସଂଶୋଧନ) ବିଲ୍-୨୦୨୦ ଆଜି ପାରିତ ହୋଇଛି । ରାଜ୍ୟରେ ପଛୁଆ ବର୍ଗ ଲୋକଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ବିଷୟରେ ସର୍ଭେ ହେବ । ଏନେଇ…

ବିଧାନସଭାରେ OBC କମିସନ ବିଲ୍ ଆଗତ

ଭୁବନେଶ୍ୱର,୧୭ ।୨(ଓଡିଶା ଭାସ୍କର): ବିଧାନସଭାରେ ଓବିସି କମିସନ ସଂଶୋଧନ ବିଲ୍ ଉପସ୍ଥାପିତ ହୋଇଛି । ବିଲ୍ ଆଗତ କରିଛନ୍ତି ଓବିସି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା । ଏଣିକି କମିସନ ଓବିସିଙ୍କ ସାମାଜିକ ଓ ଶିକ୍ଷାଗତ…

ଏଣିକି ଅଫିସ୍ କାମ ଅନଲାଇନରେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭ ।୨(ଓଡିଶା ଭାସ୍କର): ରାଜ୍ୟପାଳଙ୍କ ଅଭିଭାଷଣ ନେଇ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା କରି ବିଧାନସଭାରେ ନିଜର ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅଗଷ୍ଟ…

ପୁରୀ କଂଗ୍ରେସ ଭବନରେ ଗଣ୍ଡଗୋଳ

ପୁରୀ, ୧୭ା୨(ଓଡ଼ିଶା ଭାସ୍କର): ପୁରୀ କଂଗ୍ରେସ ଭବନରେ ଦୁଇ ଗୋଷ୍ଠୀ ମଧ୍ୟରେ ତୁମୁଳ କାଣ୍ଡ ହୋଇଛି । ଏହି ଘଟଣାରେ ୩ ଯୁବ କଂଗ୍ରେସ ନେତା ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି…

ଅନୁପ ସାଏଙ୍କ ପୁତୁରାଙ୍କୁ ଥାନାରେ ହାଜିର ହେବାକୁ ନୋଟିସ

ଭୁବନେଶ୍ୱର, ୧୭ା୨(ଓଡ଼ିଶା ଭାସ୍କର): ପୂର୍ବତନ ବିଜେଡ଼ି ବିଧାୟକ ଅନୁପ ସାଏଙ୍କ ପୁତୁରାଙ୍କୁ ନୋଟିସ କରିଛି ଛତିଶଗଡ଼ ପୋଲିସ । ଆସନ୍ତାକାଲି ଥାନାରେ ହାଜର ହେବାକୁ ନୋଟିସ ଜାରି ହୋଇଛି । ସେହିପରି ମୃତ କଳ୍ପନାଙ୍କ…

ମେମୁ ଟ୍ରେନରେ ଲାଗିଲା ନିଆଁ

ଭୁବନେଶ୍ୱର ,୧୭ ।୨(ଓଡିଶା ଭାସ୍କର): ଖୋର୍ଦ୍ଧାରେ ପଲାସା-ଭୁବନେଶ୍ୱର ମେମୁ ଟ୍ରେନରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ସଟ୍ ସର୍କିଟରୁ ନିଆଁ ଲାଗିଥିବା ନେଇ ଜଣାପଡିଛି । ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ…

ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ

ମାଲକାନଗିରି, ୧୭ା୨(ଓଡ଼ିଶା ଭାସ୍କର): ମାଲକାନଗିରି ସ୍ଥିତ ବଣ୍ଡାଘାଟିରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ସେଠାରେ ମାଓ ଶିବିର ଥିବା ସୂଚନା ପାଇବା ପରେ ଡିଭିଏସ ଓ ଏସଓଜି ପକ୍ଷରୁ ଜୋରଦାର ଭାବେ…

କମିଲା ରାଜ୍ୟର ଅଭିବୃଦ୍ଧି ହାର

ଭୁବନେଶ୍ୱର,୧୭ ।୨(ଓଡିଶା ଭାସ୍କର): ବଜେଟ୍ ପୂର୍ବରୁ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଛି । ୨୦୧୯-୨୦ ଆର୍ଥିକ ବର୍ଷରେ  ରାଜ୍ୟର ଅଭିବୃଦ୍ଧି ହାର କମିଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ଚଳିତ ବର୍ଷ…