Browsing Category

ଖେଳ

(Video) ‘ହସ ଭାଇ, ଏପରି ସବୁ …’ ଏପରି ଟିମ୍ ଇଣ୍ଡିଆକୁ ଉତ୍ସାହିତ କଲେ ପ୍ରଧାନମନ୍ତ୍ରୀ ମୋଦୀ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ୱାର୍ଲଡ କପ ଫାଇନାଲରେ ଭାରତୀୟ କ୍ରିକେଟ୍ ଦଳଙ୍କୁ ଅଷ୍ଟ୍ରେଲିଆ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। କ୍ରମାଗତ ୧୦ ଟି ମ୍ୟାଚ ଜିତି ଟିମ ଇଣ୍ଡିଆ ଫାଇନାଲରେ ପ୍ରବେଶ କରିଥିଲା ​​କିନ୍ତୁ…

ଅତ୍ୟଧିକ ଆତ୍ମବିଶ୍ୱାସ, ଅଧୈର୍ଯ୍ୟ ଓ ଚାପ ବିଶ୍ୱକପରେ ବିଫଳତାର ବଡ଼ କାରଣ: ପରାଜୟରୁ ଆମକୁ ବହୁତ କିଛି ଶିଖିବାକୁ ପଡ଼ିବ

ନୂଆଦିଲ୍ଲୀ: ନଭେମ୍ବର ୧୯ ତାରିଖ ଭାରତୀୟ କ୍ରୀଡ଼ା ଇତିହାସ ପାଇଁ ଏକ ଅଶୁଭ ଦିନ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । କେତେ ଆଶା ଥିଲା, କେତେ ସ୍ୱପ୍ନ ଥିଲା... ସବୁ କିଛି କେଇ ଘଣ୍ଟାରେ ମିଳେଇ ଗଲା । ଅହମଦାବାଦର…

Big Breaking; ସୂର୍ଯ୍ୟକୁମାର ହେଲେ ଦଳର ନୂଆ ଅଧିନାୟକ: ଅଷ୍ଟ୍ରେଲିଆ ପାଇଁ ଜୁନିୟର ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ବିଶ୍ୱକପ ପରାଜୟକୁ ଭୁଲି ନୂଆ ଯାତ୍ରା ଆରମ୍ଭ କରିବ ଟିମ ଇଣ୍ଡିଆ । ଏହି ଯାତ୍ରାରେ ପ୍ରଥମ ସିରିଜରେ ପୁଣିଥରେ ବିଶ୍ୱକପ ଚମ୍ପିଆନ ଅଷ୍ଟ୍ରେଲିଆକୁ ଭେଟି ଭାରତୀୟ ଦଳ । ଆସନ୍ତା ନଭେମ୍ବର ୨୩ ତାରିଖରୁ ଆରମ୍ଭ…

World Cup ହାରିଯିବା ପରେ ରୋହିତଙ୍କ ପ୍ରଥମ Reaction: ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ: ଖୁସି ଏବଂ ବିଜୟର ମାହୋଲ ସହ ଆରମ୍ଭ ହୋଇଥିବା ବିଶ୍ୱକପ-୨୦୨୩ ଆଖି ଲୁହରେ ଭାସିଯାଇଛି । କୋଟି କୋଟି ଭାରତୀୟଙ୍କ ଆଖିରେ ଲୁହ ଭରି ଦେଇଛି ବିଶ୍ୱକପ ଫାଇନାଲର ପରାଜୟ । ଟୁର୍ଣ୍ଣାମେଣ୍ଟରେ ସମସ୍ତ ଦଳକୁ ମାତ୍…

ବିଶ୍ୱକପ ଫାଇନାଲ ମ୍ୟାଚରେ ଭାରତର ପରାଜୟ ସହି ନପାରି ଆତ୍ମହତ୍ୟା କଲେ ଓଡ଼ିଆ ଯୁବକ!

ଓଡିଶା ଭାସ୍କର; ଗତକାଲି ୨୦୨୩ ବିଶ୍ୱକପ ଫାଇନାଲ ମ୍ୟାଚରେ ପରାଜୟ ସାମ୍ନା କରିଛି ଭାରତୀୟ କ୍ରିକେଟ ଦଳ । ଅଷ୍ଟ୍ରେଲିଆ ଠାରୁ ଭାରତର ହାରିଯିବା ପରେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଉପସ୍ଥିତ ଲକ୍ଷାଧିକ…

ICC ବାଛିଲା ବିଶ୍ୱକପର ସର୍ବଶ୍ରେଷ୍ଠ Playing-11: ଚମ୍ପିଆନ ଅଧିନାୟକଙ୍କୁ ପଛରେ ପକାଇଲେ ରୋହିତ

ନୂଆଦିଲ୍ଲୀ: ବିଶ୍ୱକପ ଫାଇନାଲରେ ଭାରତକୁ ହରାଇ ଚମ୍ପିଆନ ପାଲଟିଛି ଅଷ୍ଟ୍ରେଲିଆ । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରିଥିବା ଟିମ ଇଣ୍ଡିଆ ଫାଇନାଲ ମ୍ୟାଚରେ ହିଁ ଚାପରେ ରହି ଆଉ ଏକ ଆଇସିସି ଟ୍ରଫି…

WC ଫାଇନାଲ ପରେ ଶେଷ ହେଲା ଦ୍ରାବିଡ଼ଙ୍କ କାର୍ଯ୍ୟକାଳ: ନୂଆ କୋଚ ଖୋଜିବ BCCI?

ନୂଆଦିଲ୍ଲୀ: ଶେଷ ହୋଇଛି ବିଶ୍ୱକପ-୨୦୨୩ ଟୁର୍ଣ୍ଣାମେଣ୍ଟ । ଫାଇନାଲରେ ମ୍ୟାଚରେ ପରାସ୍ତ ହୋଇ ଆଉ ଏକ ଆଇସିସି ଟ୍ରଫି ହରାଇଛି ଟିମ ଇଣ୍ଡିଆ । ଏହି ଟୁର୍ଣ୍ଣାମେଣ୍ଟ ଶେଷ ହେବା ସହିତ ଶେଷ ହୋଇଛି ଭାରତର ମୁଖ୍ୟ କୋଚ୍…

ସଂସ୍କାରକୁ ନେଇ ଉଠିଲା ପ୍ରଶ୍ନ; କପିଲ ଦେବଙ୍କ ଫଟୋ ଶେୟାର କରି ମିଶେଲଙ୍କୁ ସମାଲୋଚନା କଲେ ୟୁଜର୍ସ

ଓଡିଶା ଭାସ୍କର; କ୍ରିକେଟ ଏକ ଅନିଶ୍ଚିନ୍ତ ଖେଳ, କେତେବେଳେ କଣ ହେବ କିଛି କହି ହେବ ନାହିଁ । ସେହିପରି ଖେଳ ଅଛି ମାନେ ହାରଜିତ୍ ବି ଲାଗି ରହିବ । ଖେଳରେ ସବୁବେଳେ ଜଣେ ହାରିଥାଏ ଓ ଅନ୍ୟ ଜଣେ ଜିତି ଯାଇଥାଏ । ଏଥିରେ…

(Video) ବିଶ୍ୱକପ ପରାଜୟକୁ ଭୁଲି ନୂଆ ଆରମ୍ଭ କର… ଭାରତର ଡ୍ରେସିଂ ରୁମରେ ପହଞ୍ଚି ସାନ୍ତ୍ୱନା ଦେଲେ ମୋଦୀ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ-୨୦୨୩ରେ ପରାଜୟର ସାମ୍ନା କରିଛି ଟିମ ଇଣ୍ଡିଆ । ଭାରତକୁ ୬ ୱିକେଟରେ ପରାସ୍ତ କରି ଷଷ୍ଠ ଥର ପାଇଁ ବିଶ୍ୱକପରେ ଚମ୍ପିଆନ୍ ପାଲଟିଛି ଅଷ୍ଟ୍ରେଲିଆ । ତେବେ ଏହି ପରାଜୟ ପରେ ସାରା…

CWC 2023 Prize Money: ବିଶ୍ୱକପ ବିଜେତା ଅଷ୍ଟ୍ରେଲିଆ ପାଇଲା ଏତିକି କୋଟିର ପୁରସ୍କାର, ଜାଣନ୍ତୁ ଭାରତର ପ୍ରାଇଜ ମନି କେତେ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ଷଷ୍ଠ ଥର ପାଇଁ ୱାର୍ଲଡ କପ ନିଜ ନାମରେ କରିଛି । ଅଷ୍ଟ୍ରେଲିଆ ଭାରତ ବିପକ୍ଷରେ ଚାମ୍ପିଆନ ପରି ଖେଳିଛି ଏବଂ ରବିବାର ଦିନ ଅହମଦାବାଦରେ ବିଜୟ ହାସଲ କରିଛି । ଅଷ୍ଟ୍ରେଲିଆ ପାଖରେ ସର୍ବାଧିକ…