Browsing Category

ଖେଳ

୯ ବର୍ଷରେ ପ୍ରଥମ ଥର ପାଇଁ ନକଆଉଟରୁ ବାଦ ପଡିଲା ଭାରତ

ନୂଆଦିଲ୍ଲୀ:ଭାରତ ଚଳିତ କ୍ରିକେଟ ବିଶ୍ୱକପରୁ ବାଦ ପଡିଛି ଭାରତ । ଏହା ସହିତ ଦୀର୍ଘ ୯ ବର୍ଷ ପରେ ଏକ ଅଲୋଡା ରେକର୍ଡ ନିଜ ନାମରେ କରିଥିଲା ଭାରତ । ଆଫଗାନିସ୍ତାନ ପରାଜିତ ହେବା ସହିତ ବିରାଟ କୋହଲିଙ୍କ ଦଳ ସେମି ଦୌଡରୁ…

ଭାରତର ଆଶା ଧୂଳିସାତ: ଆଫଗାନିସ୍ତାନକୁ ହରାଇ ସେମିରେ ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଫ୍ୟାନଙ୍କୁ ଝଟକା । ଭାରତୀୟ ଦଳର ଟି-୨୦ ବିଶ୍ୱକପ୍ ସେମିଫାଇନାଲ ଆଶା ଆଶାରେ ରହିଯାଇଛି । ନ୍ୟୁଜିଲାଣ୍ଡ ୮ ୱିକେଟରେ ଆଫଗାନିସ୍ତାନକୁ ପରାସ୍ତ କରିବା ସହିତ ଚତୁର୍ଥ ଦଳ ଭାବରେ ସେମିରେ…

ଏଯାଏଁ ଅବସର ନେଇନି: ଏହି ପଡିଆରେ ଶେଷ ମ୍ୟାଚ୍ ଖେଳିବେ Universe Boss

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ଫିଲ୍ମ ଓମ ଶାନ୍ତି ଓମରେ ଏକ ଡାଏଲଗ ଅଛି ପିକଚର ଅଭି ବାକି ହେଁ ମେରେ ଦୋସ୍ତ । ଏହି ଡାଏଲଗକୁ ନିଜ କ୍ୟାରିୟର ସହିତ ତୁଳନା କରିଛି କ୍ରିସ୍ ଗେଲ । ୟୁନିଭର୍ସ ବସ୍…

ଆଗାମୀ ଟି-୨୦ ବିଶ୍ୱକପ୍ ପାଇଁ ଏହି ୮ଟି ଟିମ୍ ହୋଇସାରିଛନ୍ତି କ୍ୱାଲିଫାଇ, ଆଫଗାନିସ୍ତାନ ରହିଛି ସାମିଲ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ୨୦୨୧ରେ ୱେଷ୍ଟଇଣ୍ଡିଜର ନୈରାଶ୍ୟଜନକ ଯାତ୍ରା ସମାପ୍ତ ହୋଇଯାଇଛି । ଶନିବାର ଦିନ ଅବୁଧାବିରେ ଖେଳାଯାଇଥିବା ମୁକାବିଲାରେ ୱେଷ୍ଟଇଣ୍ଡିଜ ୮ଟି ୱିକେଟରେ ଅଷ୍ଟ୍ରେଲିୟା ଠାରୁ ହାରିଛି । ଏହି…

ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରୁ ସନ୍ୟାସ ନେବେ ୱେଷ୍ଟଇଣ୍ଡିଜର ସିକ୍ସର କିଙ୍ଗ୍, କିଛି ଏମିତି ରହିଛି କାରଣ…

ଆବୁଧାବି: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରୁ ଅବସର ନେବେ ୟୁନିୟର୍ସ ବସ୍‌ ଭାବେ ପରିଚିତ କ୍ରିସ୍‌ ଗେଲ । ଶନିବାର ଦନି ଟି-୨୦ ବିଶ୍ୱକପର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ୱେଷ୍ଟଇଣ୍ଡିଜ ହାରି ଯିବା ପରେ ଗେଲଙ୍କ ଅବସର ନେଇ…

ଟି-୨୦ ବିଶ୍ୱକପ୍; ସେମିରେ ପହଞ୍ଚିଲେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପରେ ତୃତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି ଅଷ୍ଟ୍ରେଲିଆ । ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ମୁକାବିଲାରେ ସାଉଥ ଆôଫ୍ରିକା ନେଟ ରନରେଟରେ ପଛରେ ପଡ଼ିଯାଇଥିଲା…

ଶାରଜାରେ ଚମକିଲେ ଦୁସେନ ଓ ମାର୍କରାମ: ଇଂଲଣ୍ଡ ସମ୍ମୁଖରେ ୧୯୦ ରନର ଲକ୍ଷ୍ୟ

ନୂଆଦିଲ୍ଲୀ: ସେମି ଫାଇନାଲ ଲକ୍ଷ୍ୟରେ ଖେଳୁଥିବା ସାଉଥ୍ ଆଫ୍ରିକା ଗ୍ରୁପ ଟପ୍ପର ଇଂଲଣ୍ଡ ସମ୍ମୁଖରେ ୧୯୦ ରନର ଲକ୍ଷ୍ୟ ଧାର୍ୟ୍ୟ କରିଛି । ଟସ ହାରି ପ୍ରଥମେ ବ୍ୟାଟିଂ କରୁଥିବା ସାଉଥ୍ ଆଫ୍ରିକା ପକ୍ଷରୁ ରାଶି ଭାନ ଡେର…

WTC କଣ୍ଟେଣ୍ଡର ଲାସକୋ: ସିଙ୍ଗଲ୍ସ ସେମି ଓ ଡବଲ୍ସ ଫାଇନାଲରେ ମନିକା ବାତ୍ରା

ନୂଆଦିଲ୍ଲୀ: ଭାରତୀୟ ଟେବଲ ଟେନିସ ଷ୍ଟାର ମନିକା ବାତ୍ର ଆଉ ଏକ କୃତିତ୍ୱ ହାସଲ କରିଛନ୍ତି । ଶନିବାର ଡବ୍ଲ୍ୟୁଟିସି କଣ୍ଟେଣ୍ଡର ଲାସକୋରେ ମନିକା ନିଜର ଚମକ୍ରାର ପ୍ରଦର୍ଶନ ଜାରି ରଖିଛନ୍ତି । ପ୍ରଥମେ ମହିଳା ଡବଲ୍ସ…

ପ୍ରେସିଡେଣ୍ଟ କପ୍ ଶୁଟିଂ ଚାମ୍ପିୟନସିପ୍: ୧୦ମି ଏୟାର ପିସ୍ତଲରେ ଗୋଲ୍ଡ ହାସଲ କଲେ ଇଣ୍ଡୋ-ଇରାନ ଟିମ୍

ନୂଆଦିଲ୍ଳୀ: ଆଇଏସଏସଏଫ ପ୍ରେସିଡେଣ୍ଟ କପ୍ ରେ ଭାରତୀୟ ମହିଳା ସୁଟର ମନୁ ଭାକେର ଏବଂ ଇରାନ ଅଲିମ୍ପିକ ଚାମ୍ପିୟନ ଜାଭେଦ ଫୋରୋଜୀଙ୍କ ମିକ୍ସ ଟିମ୍ ୧୦ମି ଏୟାର ପିସ୍ତଲରେ ଗୋଲ୍ଡ ହାସଲ କରିଛନ୍ତି । ଶୁକ୍ରବାର ଏହି…

ସହଯୋଗର ହାତ ବଢାଇଲେ ପ୍ରମୋଦ ପଣ୍ଡା; ଖେଲୋ ଇଣ୍ଡିଆରେ ଅଂଶଗ୍ରହଣ କରିବେ ଗଞ୍ଜାମର ୧୦ଛାତ୍ରଛାତ୍ରୀ

ବେଗୁନିଆପଡା:ପ୍ରତିଯୋଗୀ ଗଞ୍ଜାମ(ଓଡ଼ିଶା ଭାସ୍କର): ଦେଶର ତୃଣମୂଳ ସ୍ତରରେ କ୍ରୀଡ଼ା ସଂସ୍କୃତିକୁ ଉଜ୍ଜିବିତ କରିବା ତଥା ଦେଶରେ ସବୁ ପ୍ରକାର କ୍ରୀଡ଼ାର ଏକ ସୁଦୃଢ଼ ଭିତ୍ତିଭୂମି ସ୍ଥାପନ କରିବା ପାଇଁ ଖେଲୋ ଇଣ୍ଡିଆ…