Browsing Category

ଖେଳ

ମୁମ୍ବାଇ ଇଣ୍ଡିଆନ୍ସକୁ ଜିତାଇଲେ ହାର୍ଦ୍ଦିକ ପାଣ୍ଡ୍ୟା; ୬ ୱିକେଟରେ ହାରିଲା ପଞ୍ଜାବ କିଙ୍ଗସ

ନୂଆଦିଲ୍ଳୀ:ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଚମକ୍ରାର ବ୍ୟାଟିଂ ଫଳରେ ପଞ୍ଜାବ କିଙ୍ଗସ ବିପକ୍ଷ ମୁକାବିଲାକୁ ୬ ୱିକେଟରେ ଜିତି ନେଇଛି ମୁମ୍ବାଇ ଇଣ୍ଡିଆନ୍ସ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୩୦ ବଲ ୪୦ ରନର ଇନିଂସ…

ବୁମରା ଓ ପୋଲାର୍ଡଙ୍କୁ ୨-୨ ୱିକେଟ; ୧୩୫ ରନରେ ସୀମିତ ପଞ୍ଜାବ କିଙ୍ଗସ

ନୂଆଦିଲ୍ଳୀ: ଆଇପିଏଲ ୨୦୨୦ର ୪୨ ତମ ମ୍ୟାଚରେ ୧୩୫ ରନରେ ସୀମିତ ରହିଛି ପଞ୍ଜାବ କିଙ୍ଗସ । ଆଡେନ ମାର୍କରାମଙ୍କ ୪୨ ଏବଂ ଦୀପକ ହୁଡାଙ୍କ ୨୮ ରନ ବଳରେ ଦଳ ନିର୍ଦ୍ଧାରିତ ଓଭରରେ ୬ ୱିକେଟ ହରାଇ ୧୩୫ ରନ ସଂଗ୍ରହ କରିଥିଲା ।…

ଆଇପିଏଲ ୨୦୨୧: ଦିଲ୍ଲୀ ବିପକ୍ଷରେ କେକେଆରର ସହଜ ବିଜୟ

ନୂଆଦିଲ୍ଲୀ: ଆଇପିଏଲର ୪୧ ତମ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ସହଜ ବିଜୟ ହାସଲ କରିଛି କେକେଆର । ମାତ୍ର ୧୨୮ ରନ ଲକ୍ଷ୍ୟର ପିଛା କରୁଥିବା କେକେଆର ଓଭରରେ ୱିକେଟ ହରାଇ ମ୍ୟାଚକୁ ଜିତି ନେଇଥିଲା । ନୀତିଶ…

ଆୟର, ନାରିନ ଓ ଫର୍ଗୁସନଙ୍କ ବୋଲିଂ ସଫଳତା; କେକେଆର ସମ୍ମୁଖରେ ୧୨୮ ରନର ଲକ୍ଷ୍ୟ

ନୂଆଦିଲ୍ଲୀ: କେକେଆର ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ୧୨୮ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଟସ ଜିତି ପ୍ରଥମେ ବୋଲିଂ କରିଥିବା କେକେଆର ପକ୍ଷରୁ ଲୋକି ଫର୍ଗୁସନ,…

ବୀରେନ୍ଦ୍ର ସେହ୍ୱାଗଙ୍କୁ ଅତିକ୍ରମ କଲେ ଋଷଭ ପନ୍ତ

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଋଷଭ ପନ୍ତ ଏକ ରେକର୍ଡ ନିଜ ନାମରୋ କରିଛନ୍ତି । ପୂର୍ବତନ ଭାରତୀୟ ଓପନର ତଥା ଦିଲ୍ଲୀ କ୍ୟାପିଟାଲ୍ସ ଖେଳାଳି ବୀରେନ୍ଦ୍ର ସେହ୍ୱାଗଙ୍କୁ ଅତିକ୍ରମ କରିଛନ୍ତି ପନ୍ତ ।…

କେକେଆର ପକ୍ଷରୁ ସାଉଦିଙ୍କ ପଦାର୍ପଣ; ଦିଲ୍ଲୀ କ୍ୟାପିଟାଲ୍ସକୁ ବ୍ୟାଟିଂ ଆମନ୍ତ୍ରଣ

ନୂଆଦିଲ୍ଲୀ: ଆଇପିଏଲ ୨୦୨୧ର ୪୧ ତମ ମ୍ୟାଚରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି କୋଲକାତା ନାଇଟ ରାଇଡର୍ସ । ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ ଟେବଲର ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ କେକେଆର ୪ର୍ଥ ସ୍ଥାନରେ ରହିଛି ।…

ଟି-୨୦ କ୍ରିକେଟ୍‌ ବିଶ୍ୱକପ୍‌ ଫାଇନାଲ୍‌: ଅଧିକ ଦର୍ଶକଙ୍କୁ ସୁଯୋଗ ଦେବାକୁ ଅନୁମତି ଲୋଡିଲା ବିସିସିଆଇ ଓ ଇସିବି

ଦୁବାଇ: ଚଳିତ ବର୍ଷର ଟି-୨୦ କ୍ରିକେଟ ବିଶ୍ୱକପ ଓମାନ ଓ ୟୁନାଇଟେଡ ଆରବ ଏମିରେଟ୍ସରେ ଅନୁଷ୍ଠିତ ହେବ । ଅକ୍ଟୋବର ୧୭ରୁ ଆରମ୍ଭ ହୋଇ ନଭେମ୍ବର ୧୪ ତାରିଖ ଦିନ ସମାପ୍ତ ହେବ ବିଶ୍ୱକପ । ତେବେ କରୋନା ଆତଙ୍କ ଜାରି ରହିଥିବା…

ସାମସନଙ୍କ ଅର୍ଦ୍ଧଶତକ: ସନରାଇଜର୍ସ ସମ୍ମୁଖରେ ୧୬୫ ରନର ଲକ୍ଷ୍ୟ

ନୂଆଦିଲ୍ଲୀ: ଅଧିନାୟକ ସଞ୍ଜୁ ସାମସନଙ୍କ ଚମକ୍ରାରୀ ଅର୍ଦ୍ଧଶତକ ସହିତ ୫ ୱିକେଟ ବିନିମୟରେ ୧୬୪ ରନ ସଂଗ୍ରହ କରିଛି ରାଜସ୍ଥାନ ରୟାଲ୍ସ । ଅଧିନାୟକ ସାମସନ ଚମକ୍ରାର ୮୨ ରନର ଇନିଂସ ଖେଳିଥିଲେ । ସାମସନଙ୍କ ବ୍ୟତିତ…

୩୪ ବର୍ଷରେ ଟେଷ୍ଟ କ୍ରିକେଟକୁ ଅଲବିଦା ଜଣାଇଲେ ଏହି ଅଲରାଉଣ୍ଡର; ସୀମିତ ଓଭର କ୍ରିକେଟ ଉପରେ ଫୋକସ

ନୂଆଦିଲ୍ଲୀ: କ୍ରିକେଟର ସର୍ବୋତ୍ତମ ଫର୍ମାଟ ଟେଷ୍ଟ କ୍ରିକେଟକୁ ଅଲବିଦା ଜଣାଇଛନ୍ତି ଇଂଲଣ୍ଡ କ୍ରିକେଟର ମୋଇନ ଅଲୀ । ମାତ୍ର ୩୪ ବର୍ଷ ବୟସରେ ଟେଷ୍ଟ କ୍ରିକେଟରୁ ଅବସର ନେଇ ମୋଇନ ସୋମବାର ଘୋଷଣା କରିଛନ୍ତି । ସୀମିତ…

ପୁଣି ଡ୍ୟାନ୍ସର କମାଲ ଦେଖାଇଲେ ସ୍ୱର୍ଣ୍ଣ ବିଜେତା ନୀରଜ ଚୋପ୍ରା, ଭାଇରାଲ ହେବାରେ ଲାଗିଛି…

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଥିବା ଭାରତର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଆଜିକାଲି ଖୁବ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ବିଜ୍ଞାପନ, ମ୍ୟାଗେଜିନ୍, ଟିଭି ଶୋ ଭଳି ସବୁ…