Browsing Category

Breaking News

ଲୋକସଭାରେ ଆସନ୍ତାକାଲି ଆଗତ ହେବ ‘ଏକ ଦେଶ ଏକ ନିର୍ବାଚନ’ ସମ୍ପର୍କିତ ୨ଟି ବିଲ୍‍

ନୂଆଦିଲ୍ଲୀ : ଲୋକସଭାରେ ଆସନ୍ତାକାଲି ‘ଏକ ଦେଶ ଏକ ନିର୍ବାଚନ’ ସମ୍ପର୍କିତ ୨ଟି ବିଲ୍‍ ଆଗତ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି । ଆଇନ୍‍ମନ୍ତ୍ରୀ ଅର୍ଜୁନ ରାମ୍‍ ମେଘୱାଲ ଲୋକସଭାରେ ସମ୍ବିଧାନର ୧୨୯ତମ ସଂଶୋଧନ…

ଜଙ୍ଗଲ ହେଉଛି ଓଡ଼ିଶା ଅର୍ଥନୀତିର ମେରୁଦଣ୍ଡ- ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ଆଜି ଓଡ଼ିଶା ଅଣଗେଜେଟେଡ୍ ବନ ସେବା ସଂଘ, ସମ୍ବଲପୁର ଜୋନର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ଜଙ୍ଗଲ ସୁରକ୍ଷା ଏବଂ ଓଡ଼ିଶାରେ…

Big Breaking; ଶ୍ରୀମନ୍ଦିରରେ ପଶିଥିଲେ ଲୁଟେରା ଗ୍ୟାଙ୍ଗ: ୭ ଜଣଙ୍କୁ କାବୁ କଲା ପୋଲିସ

ପୁରୀ: ପୁରୀ ଶ୍ରୀମନ୍ଦିରରେ ମାତିଛନ୍ତି ଲୁଟେରା ଗ୍ୟାଙ୍ଗ । ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଲୁଟ କରିବା ଉଦ୍ଦେଶ୍ୟରେ ଘୁରି ବୁଲୁଛନ୍ତି । କିନ୍ତୁ ବର୍ତ୍ତମାନ ଏହି ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଛି ପୋଲିସ…

WPL Auction-2025; କାହାକୁ ମିଳିଲା ଅଧିକ ଟଙ୍କା? ଏହି ଖେଳାଳିଙ୍କୁ ମିଳିଲାନି ଦଳ, ଦେଖନ୍ତୁ ନିଲାମୀର ଫାଇନାଲ ଅପଡେଟ୍

ନୂଆଦିଲ୍ଲୀ: ବେଙ୍ଗଲୁରୁରେ ଶେଷ ହୋଇଛି ମହିଳା ପ୍ରିମିୟର ଲିଗ୍ । ଏହି ଅକ୍ସନରେ ମୋଟ ୧୨୦ ଜଣ ଖେଳାଳି ଅଂଶ ଗ୍ରହଣ କରିଥିବା ବେଳେ ମାତ୍ର ୧୮ ଜଣ ଖେଳାଳିଙ୍କୁ ସାମିଲ କରିଛନ୍ତି ବିଭିନ୍ନ ଫ୍ରାଞ୍ଚାଇଜି । ଏହି ୧୮ ଜଣ…

ଅମିତ ଶାହ ପୋଲିସଙ୍କୁ ଦେଲେ ‘ପ୍ରେସିଡେଣ୍ଟ କଲର’, କହିଲେ- ୨୦୨୬ ମଧ୍ୟରେ ନକ୍ସଲ ମୁକ୍ତ ହେବ ରାଜ୍ୟ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଗୃହ ଏବଂ ସହଯୋଗ ମନ୍ତ୍ରୀ ଅମିତ ଶାହ ଆଜି ନିଜ ଛତିଶଗଡ଼ ଗସ୍ତର ପ୍ରଥମ ଦିନରେ ଛତିଶଗଡ଼ ପୋଲିସଙ୍କୁ ‘ପ୍ରେସିଡେଣ୍ଟ କଲର’ ପ୍ରଦାନ କରିଛନ୍ତି । ଏହି ଅବସରରେ ଛଡିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ…

ଆକାଉଣ୍ଟ ସହ ଜଡ଼ିତ କିଛି ନିୟମ ବଦଳାଇଲା ଏହି ବ୍ୟାଙ୍କ, ଏବେ ପୂର୍ବ ତୁଳନାରେ ଦେବାକୁ ପଡ଼ିବ ନୂଆ ଚାର୍ଜ

ନୂଆଦିଲ୍ଲୀ: ଆପଣ ମଧ୍ୟ ବାରମ୍ବାର ଆପଣଙ୍କ ଫୋନରେ ବ୍ୟାଙ୍କ କାରବାର, ଚେକ୍ କ୍ଲିୟରାନ୍ସ, ଡେବିଟ୍ କିମ୍ବା ଦେୟର କ୍ରେଡିଟ୍ ସମ୍ବନ୍ଧରେ ଏସଏମଏସ ଗ୍ରହଣ କରୁଛନ୍ତି । ଆପଣ ହୁଏତ ଭାବି ପାରନ୍ତି ଯେ ଏଗୁଡିକ ବିନା…

ଚୋରା ମୋବାଇଲକୁ ଖୋଜି ବାହାର କରିବ Google: କମାଲ କରିବ ଏହି ସ୍ପେସାଲ Feature

ଓଡ଼ିଶା ଭାସ୍କର: ବର୍ତ୍ତମାନ ସମୟରେ ସ୍ମାର୍ଟଫୋନ ଆମ ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ପାଲଟିଯାଇଛି । ସ୍ମାର୍ଟଫୋନ ମଣିଷର ଜୀବନଶୈଳୀକୁ ଆହୁରି ସହଜ ଏବଂ ସୁବିଧା କରିଦେଇଛି । ଛୋଟରୁ ବଡ଼ ସମସ୍ତ କାମରେ ସ୍ମାର୍ଟଫୋନ…

ବଦଳିବ UPI Mode! Keypad ଫୋନରେ କରିହେବ ଅନଲାଇନ ଟ୍ରାଞ୍ଜାକ୍ସନ, ଜାଣନ୍ତୁ କେମିତି

ଓଡ଼ିଶା ଭାସ୍କର: ବର୍ତ୍ତମାନ ସମୟରେ ସବୁତକ କାମ ଡିଜିଟାଲ ମୋଡରେ କରୁଛନ୍ତି ଲୋକେ । ପନିପରିବାରୁ ଆରମ୍ଭ କରି ବଡ଼ ବଡ଼ ଜିନିଷ କିଣିବା ପର୍ଯ୍ୟନ୍ତ ସବୁଠି ଡିଜିଟାଲ ପେମେଣ୍ଟକୁ ମିଳୁଛି ଅଗ୍ରାଧିକାର । ତେଣୁ ଖୁବଶୀଘ୍ର…

ଇତିହାସ ରଚିଲେ ଜଶପ୍ରୀତ ବୁମରାହ: ଭାଙ୍ଗିଲେ କପିଲ ଦେବଙ୍କ ମହାରେକର୍ଡ, ହାସଲ କଲେ ବଡ଼ ଉପଲବ୍ଧି

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି ଷ୍ଟାର ବୋଲର ଜଶପ୍ରୀତ ବୁମରାହ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୭ ୱିକେଟ ହରାଇ ୪୦୫ ରନ୍ ସଂଗ୍ରହ କରିଛି । ଟ୍ରାଭିସ ହେଡ…

ଡିସେମ୍ବର ୧୬ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ଏହି ତାରିଖର ପଞ୍ଜିକରଣକାରୀଙ୍କ ହେବ ଶୁଣାଣି

ଭୁବନେଶ୍ୱର- ଆସନ୍ତା କାଲି, ଅର୍ଥାତ୍ ଡିସେମ୍ବର ୧୬ (ସୋମବାର)ର ଅଭିଯୋଗ ଶୁଣାଣିକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା । ଆସନ୍ତା କାଲି ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି । ଅଭିଯୋଗ ଶୁଣିବାକୁ ଉପସ୍ଥିତ ରହିବେ…