Browsing Category

Breaking News

ନୂଆପଡ଼ା ଷ୍ଟେସନ ନିକଟରେ ପଡିଛି ଯୁବକଙ୍କ ମୃତଦେହ

ନୂଆପଡ଼ା: ନୂଆପଡ଼ା ରେଳ ଧାରଣା ନିକଟରୁ ଉଦ୍ଧାର କରାଯାଇଛି ଏକ ମୃତଦେହ। ଅଚିହ୍ନା ଯୁବକ ଜଣକ ହତ୍ୟା କରିଥିବା ଆଶଙ୍କା କରାଯାଉଥିବାବେଳେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି।…

ଆଜିଠୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡା ମହାକୁମ୍ଭ

ଭୁବନେଶ୍ୱର: ଆଜିଠୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡା ମହାକୁମ୍ଭ। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଥର ଭାରତରେ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ବ୍ରୋଞ୍ଜ ଟୁର୍ଣ୍ଣାମେଣ୍ଟର…

ଭୁବନେଶ୍ୱରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ରାସ୍ତା ପାର ହେଉଥିବାବେଳେ ଚଢ଼ିଗଲା ଥର

ଭୁବନେଶ୍ୱର: ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ରାସ୍ତା ପାର କରୁଥିବାବେଳେ ଝିଅ ଉପରେ ଚଢ଼ିଗଲାଥର। ଘଟଣାସ୍ଥଳରେ ଝିଅର ମୃତ୍ୟୁ ହୋଇଥିବାବେଳେ ମା' ଓ ପୁଅ ଗୁରୁତର। ଭୁବନେଶ୍ୱରର ପାତ୍ରପଡ଼ା V2 ପାଖରେ ରାସ୍ତା…

ଏକତରଫା ପ୍ରେମ, ଫଟୋ ଭାଇରାଲ, ଏମ୍ସରେ ଚାଲିଗଲା ପୀଡ଼ିତା ନର୍ସିଂ ଛାତ୍ରୀଙ୍କ ଜୀବନ

ଭୁବନେଶ୍ୱର: ଆଜିକାଲି ଦେଶରେ ତଥା ରାଜ୍ୟରେ ପ୍ରେମ ମାମଲା ଏବଂ ଦୁଷ୍କର୍ମ ମାମଲା ପ୍ରତିଦିନ ଘଟୁଛି। ଏହା ଥମିବାର ନାଁ ନେଉନି। ବର୍ତ୍ତମାନ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଉମରକୋଟ ରାଇଘରର ପୀଡ଼ିତା ନର୍ସିଂ…

ନିର୍ବାଚନ କମିଶନଙ୍କ ବଡ଼ ଆକ୍ସନ, ନିର୍ବାଚନ ପୂର୍ବରୁ ୩୩୪ଟି ଦଳଗୁଡ଼ିକର ରେଜିଷ୍ଟ୍ରେସନ କଲେ ରଦ୍ଦ

ନୂଆଦିଲ୍ଲୀ: ନିର୍ବାଚନ କମିଶନ ଶନିବାର ଏକ ବଡ଼ ପଦକ୍ଷେପ ନେଇ 334ଟି ଅଣସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ଅର୍ଥାତ୍ RUPPର ପଞ୍ଜିକରଣ ବାତିଲ କରିଛନ୍ତି। ଏହି ଦଳଗୁଡ଼ିକ 2019 ପରଠାରୁ ଗୋଟିଏ ବି ନିର୍ବାଚନ ଲଢ଼ି ନଥିଲେ…

ଇଂଲଣ୍ଡରେ ଶୁଭମନଙ୍କ ଜର୍ସି କିଣିବାକୁ ଲୋକେ ବାଇଆ, ନିଲାମରେ ଡକାଗଲା ଏତିକି ଲକ୍ଷ, ରେସରେ ବୁମରାଙ୍କ ନାଁ ବି ସାମିଲ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଯୁବ ଅଧିନାୟକ ଶୁଭମନ ଗିଲଙ୍କ ବ୍ୟାଟ୍ ନୁହେଁ, ତାଙ୍କ ଜର୍ସି ମଧ୍ୟ ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ଇଂଲଣ୍ଡର ଲର୍ଡସରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚରେ ସେ ପିନ୍ଧିଥିବା ଜର୍ସି…

(Video) ପିଏମ ମୋଦୀ ସ୍କୁଲ ଛାତ୍ରୀମାନଙ୍କ ହାତରୁ ପିନ୍ଧିଲେ ରାକ୍ଷୀ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଆଜି ସାରା ଦେଶରେ ରକ୍ଷା ବନ୍ଧନ ପର୍ବ ଧୁମଧାମରେ ପାଳନ କରାଯାଉଛି। ଭାଇ ଏବଂ ଭଉଣୀଙ୍କ ମଧ୍ୟରେ ପ୍ରେମକୁ ପ୍ରତିଫଳିତ କରୁଥିବା ଏହି ପର୍ବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଦେଶର ଅନେକ…

ହସ୍ପିଟାଲରେ ଭୀଷଣ ନିଆଁ, ଜଣେ ଷ୍ଟାଫ୍‌ଙ୍କର ମୃତ୍ୟୁ, କାଚ ଭାଙ୍ଗି ବାହାରିଗଲେ ରୋଗୀ

ନୂଆଦିଲ୍ଲୀ: ରାକ୍ଷୀପୂର୍ଣ୍ଣିମା ଦିନ ରାଜଧାନୀ ଦିଲ୍ଲୀରେ ଏକ ବଡ଼ ଘଟଣା ଘଟିଛି। ଶନିବାର ଅପରାହ୍ନରେ ଆନନ୍ଦ ବିହାରରେ ଥିବା ଏକ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା। ଅକ୍ସିଜେନ ସିଲିଣ୍ଡରରେ ମଧ୍ୟ ନିଆଁ ଲାଗିଯାଇଛି।…

ଏୟାରଟେଲ ଆଣିଲା ଜବରଦସ୍ତ ୧୯୫ ଟଙ୍କିଆ ନୂଆ ପ୍ଲାନ, ଥରେ ରିଚାର୍ଜ କଲେ ମିଳିବ ୯୦ ଦିନର Validity

ନୂଆଦିଲ୍ଲୀ: ଏୟାରଟେଲ ୧୯୫ ଟଙ୍କିଆ ନୂଆ ପ୍ଲାନ ଲଞ୍ଚ କରିଛି। ଏୟାରଟେଲର ଏହି ପ୍ଲାନ ୯୦ ଦିନର ଭ୍ୟାଲିଡିଟି ସହ ଆସିଥାଏ। ଏହି ପ୍ଲାନରେ ୟୁଜର୍ସଙ୍କୁ ୧୫ଜିବି ହାଇ ସ୍ପିଡ ଡାଟା ସହ ଲାଭ ମିଳିଥାଏ। କମ୍ପାନୀ ଏହାକୁ…

ଦିଲ୍ଲୀରେ ବଡ଼ ଦୁର୍ଘଟଣା, କାନ୍ଥ ଭୁଶୁଡ଼ି ଚାଲିଗଲା ସାତ ଜଣଙ୍କ ଜୀବନ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବଡ଼ ଧରଣର ଅଘଟଣ। ଜୈତପୁର ଅଞ୍ଚଳରେ ଭୁଶୁଡ଼ି ପଡ଼ିଲା କାନ୍ଥ। କାନ୍ଥ ଭୁଶୁଡ଼ି ପଡ଼ିବା ଯୋଗୁଁ ୭ ଜଣଙ୍କ ମୃତ୍ୟୁ ହୋଇଥିବ ସୂଚନା ମିଳିଛି। ପ୍ରବଳ ବର୍ଷାରେ କାନ୍ଥ ଭୁଶୁଡ଼ି ପଡ଼ି ଏହି…