fbpx
Browsing Category

Breaking News

ଆଭା ଆଧାରିତ ସ୍କାନ୍ ଆଣ୍ଡ ସେୟାର ସେବା ୧୦ ଲକ୍ଷ ରୋଗୀଙ୍କ ସମୟ ସଞ୍ଚୟ କରିଛି, ଆଉ ହସ୍‌ପିଟାଲର ଆଗରେ ଲାଗୁନି ଭିଡ଼

ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ପ୍ରାଧିକରଣ (ଏନଏଚଏ) ଏହାର ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ୍ (ଏବିଡିଏମ୍‌) ଯୋଜନା ଅନ୍ତର୍ଗତ ସ୍ବାସ୍ଥ୍ୟ ସେବା ଯୋଗାଣରେ ପାରଦର୍ଶିତା ଆଣିବା ପାଇଁ ଡିଜିଟାଲ୍ ହସ୍ତକ୍ଷେପକୁ…

IPS ସସପେଣ୍ଡ: CMଙ୍କ କଡ଼ା ନିର୍ଦ୍ଦେଶ, ଅଭିଯୁକ୍ତଙ୍କ ସହ ଅମାନବୀୟ କାର୍ଯ୍ୟ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ସରକାରୀ ଚାକିରି କରୁଥିବା କର୍ମଚାରୀଙ୍କ ମୁଖ୍ୟ କର୍ତ୍ତବ୍ୟ ହେଉଛି ଜନତାଙ୍କ ସେବା କରିବା । ତେବେ ଅନେକ ସମୟ କିଛି ସରକାରୀ କର୍ମଚାରୀ, ପୋଲିସ ନିଜ ପଦର ଫାଇଦା ଉଠାଇ କିଛି ଦୁର୍ବଳ ତଥା ନିରୀହ ଲୋକଙ୍କ…

ରାଜଧାନୀରେ ଦୁଇଟି ଜୀବନ ନେଲା କରୋନା: ଭାଇରସକୁ ନେଇ ପୁଣି ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ: ସାରା ଦେଶରେ ପୁଣି ଥରେ କରୋନା ସଂକ୍ରମଣ ଉପରମୁହାଁ ହୋଇଥିବା ଦେଖିବାକୁ ମିଳିଛି । ବିଭିନ୍ନ ରାଜ୍ୟରେ ସଂକ୍ରମଣ ବଢ଼ିବାରେ ଲାଗିଛି । କରୋନା ଧୀରେଧୀରେ ବଢ଼ୁଥିବାରୁ ଏହାକୁ ହେୟଜ୍ଞାନ ନକରି ସାବଧାନତାର ସହ…

Opinion Poll: କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳ କ’ଣ ହେବ?

ନୂଆଦିଲ୍ଲୀ: ସାରା ଦେଶରେ ଏବେ ନିର୍ବାଚନକୁ ନେଇ ରାଜନୈତିକ ମହଲ ସରଗରମ୍ ରହିଛି । ଏହା ମଧ୍ୟରେ ଆଜି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିଛି । ଆସନ୍ତା ମେ ମାସ ୧୦ ତାରିଖରେ ରାଜ୍ୟରେ ଭୋଟ ହୋଇ ୧୩…

OPSC ନିଯୁକ୍ତି ୨୦୨୩: ୩୯୧ ଟି ପଦବୀରେ ନିଯୁକ୍ତି ପାଇଁ ଆରମ୍ଭ ହେଲା ଆବେଦନ, ଜାଣନ୍ତୁ ଆବେଦନର ଶେଷ ତାରିଖ

ଭୁବନେଶ୍ୱର: ଓଡିଶା ଲୋକସେବା ଆୟୋଗ (ଓପିଏସସି) ୩୯୧ ଟି ପଦବୀ ପାଇଁ ଖୁବ ଶୀଘ୍ର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବ। ଏହି ନିଯୁକ୍ତି ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ସିଭିଲ୍) ଏବଂ ସହକାରୀ କାର୍ଯ୍ୟନିର୍ବାହୀ…

ଓଡ଼ିଶା କ୍ରୀଡ଼ା ଇତିହାସର ସ୍ୱର୍ଣ୍ଣିମ ଅଧ୍ୟାୟ: ଅତ୍ୟାଧୁନିକ ଟେନିସ୍ କୋର୍ଟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଏକ ସଙ୍ଗେ ବସିପାରିବେ ୧୫୦୦ ଦର୍ଶକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାକୁ କ୍ରୀଡ଼ାର ହବରେ ପରିଣତ କରିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନ ରହିଛି । ସେଥିପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାରର ପ୍ରୟାସ କରିବା ସହ ବିଭିନ୍ନ କ୍ରୀଡ଼ାକୁ…

କି ନିନ୍ଦନୀୟ କାର୍ଯ୍ୟ: ୩ ଶିଶୁଙ୍କ ଉପରେ ଏସିଡ୍ ମାଡ଼, ଭାଇ-ଭାଇ ମଧ୍ୟରେ କଳହ, ୯ ଜଣଙ୍କ ଅବସ୍ଥା ଶୋଚନୀୟ

ନୂଆଦିଲ୍ଲୀ: ଏସିଡ୍ ନାଁ ଶୁଣିବା ମାତ୍ରକେ ମନ ଓ ଶରୀର ମଧ୍ୟରେ ଏକ ଅଜଣା ଭୟର ଶିହରଣ ଖେଳିଯାଇଥାଏ । ଅନେକ ସମୟରେ କିଛି ଦୁର୍ବୃତ୍ତ ପ୍ରେମରେ ବିଫଳ ହେବା, ପୂର୍ବ ଶତ୍ରୁତା ଆଦି ବିଭିନ୍ନ କାରଣରୁ ଅନ୍ୟ ଉପରେ ଏସିଡ୍…

ଭଦ୍ରକ: ଅଧ ଘଣ୍ଟାକରେ ଆକାଶରୁ ଖସିଲା ୫,୪୦୦ ବିଜୁଳି; ଚାଲିଗଲା ୫ ରୁ ଅଧିକ ଜୀବନ

ଭୁବନେଶ୍ୱର: ଅଧ ଘଣ୍ଟାକରେ ଆକାଶରୁ ଖସିଲା ୫,୪୦୦ ବିଜୁଳି, ଚାଲିଗଲା ୫ ରୁ ଅଧିକ ଜୀବନ। ପୂର୍ବରୁ ଓଡ଼ିଶାରେ ସର୍ବାଧିକ ବିଜୁଳି ମାରିବା ରେକର୍ଡ ଥିବା ବେଳେ ଆଜି ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ସାରା ରାଜ୍ୟରେ ଏବେ…

ଇତିହାସ ରଚିଲା ଏସସିବି: ମୃତ୍ୟୁ ପରେ ବି ଜଣେ ମହିଳା ବଞ୍ଚାଇଲେ ଦୁଇଟି ଜୀବନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ କିଡନୀ ଡ୍ୟାମେଜ୍ ଏକ ଭୟଙ୍କର ରୋଗ । ଖରାପ, ଅଭ୍ୟାସ ଓ ପରିବର୍ତ୍ତିତ ଲାଇଫଷ୍ଟାଇଲ କାରଣରୁ ମଣିଷ ଆଜି କିଡନୀ, ଫୁସଫୁସ, ବ୍ରେନ ସହ ଜଡ଼ିତ ଅନେକ ଭୟଙ୍କର ବୀମାରୀ ସହିତ…

ହାର୍ଟ ଆଟାକରୁ ବଞ୍ଚିବାକୁ ଚାହୁଁଥିଲେ ଖାଆନ୍ତୁ ଏହି ୩ଟି ସୁପରଫୁଡ୍, ଫାଇଦାରେ ରହିବେ

ଖରାପ ଜୀବନଶୈଳୀ, ଖାଇବାରେ ଏପଟସେପଟ ଓ ବ୍ୟାୟାମ ପ୍ରତି ଧ୍ୟାନ ନଦେବାରୁ ବିଶ୍ୱରେ ହାର୍ଟ ସମ୍ବନ୍ଧୀୟ ରୋଗ ବଢ଼ିବାରେ ଲାଗିଛି । ଏଥିରେ ହାଇ ବ୍ଲଡ ପ୍ରେସର, ଡାଇବେଟିସ୍ ଓ ହାଇ କୋଲେଷ୍ଟ୍ରଲ ରୋଗ ମଧ୍ୟ ସାମିଲ ରହିଛି ।…