CHARIDHAM
Browsing Category

Breaking News

ଅନ୍ଧାରରେ ଜଙ୍ଗଲ ଭିତରକୁ ଟେକି ନେଉଥିଲେ ବିଦ୍ୟୁତ କର୍ମଚାରୀ; ପୋଲିସ ପହଞ୍ଚିଗଲା ନେଲା ଏଭଳି ଆକ୍ସନ…

ବୌଦ୍ଧ: ଗତ କିଛିମାସ ହେଲା କ୍ରମାଗତ ଭାବେ ଗୋଟିଏ ପରେ ଗୋଟିଏ ଟ୍ରାନ୍ସଫର୍ମର ଲୁଟିନେଇ ହରଭଙ୍ଗା ବ୍ଲକରେ ଆତଙ୍କ ଖେଳାଇଥିବା ଚୋର ଗ୍ୟାଙ୍ଗ ଶେଷରେ ପୋଲିସ ହାତରେ ଗିରଫ ହୋଇଛନ୍ତି ।କଥାରେ ଅଛି ସବୁଦିନ ଚୋର ଘର ନଥାଏ…

ମାଟ୍ରିକ ପରୀକ୍ଷା ପୂର୍ବରୁ ବଦଳିଲେ ବୋର୍ଡ ସଭାପତି

କଟକ: ମାଟ୍ରିକ ପରୀକ୍ଷା ପୂର୍ବରୁ ବଦଳିଲେ ବୋର୍ଡ ସଭାପତି। ବଦଳିଲେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି। ନୂଆ ସଭାପତି ଶ୍ରୀକାନ୍ତ ତରାଇଙ୍କୁ ଦାୟିତ୍ୱ। ପୂର୍ବରୁ ସମ୍ପାଦକ ଦାୟିତ୍ୱ ତୁଲାଇ ସାରିଛନ୍ତି…

Deadline: ୩୧ ଡିସେମ୍ବର ସୁଦ୍ଧା ଏହି ୫ ଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରନ୍ତୁ, ନଚେତ୍ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି

ନୂଆଦିଲ୍ଲୀ: ୨୦୨୩ ବର୍ଷର ଶେଷ ମାସ ମଧ୍ୟରୁ ୧୬ ଦିନ ଅତିବାହିତ ହୋଇଛି। ନୂଆବର୍ଷ ବା ୨୦୨୪କୁ ଆଉ ମାତ୍ର ୧୪ ଦିନ ବାକି ଅଛି। ତେବେ ଏହି ସମୟ ସୀମା ଭିତରେ ଯଦି ଆପଣଙ୍କର କିଛି ଆର୍ଥିକ କାରବାର ସମସ୍ୟା ରହିଛି ତେବେ…

କାରଖାନାରେ ଭୟଙ୍କର ବିସ୍ଫୋରଣ; ୯ ମୃତ, ବହୁ ଗୁରୁତର

ନାଗପୁର: ଏଠାରୁ ୫୫ କିଲୋମିଟର ଦୂର ବଜାର ଗାଓଁରେ ଥିବା ସୋଲାର ଏକ୍ସପ୍ଲୋସିଭ୍ କମ୍ପାନୀରେ ଆଜି ସକାଳେ ବଡ ଧରଣର ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ଏ ପର୍ଯ୍ୟନ୍ତ ୯ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।…

ସଂସଦ ଆକ୍ରମଣ ମାମଲା: ରାଜସ୍ଥାନରୁ ଜବତ ହେଲା ଅଭିଯୁକ୍ତଙ୍କ ଦରପୋଡ଼ା ଫୋନ୍, ତଦନ୍ତରୁ ଜଣା ପଡ଼ିବ ସତ

ନୂଆଦିଲ୍ଲୀ: ସଂସଦରେ ଅନୁପ୍ରବେଶ ମାମଲାର ମୁଖ୍ୟ ଅଭିଯୁକ୍ତ ଲଳିତ ଝାଙ୍କ ଅଭିଯୋଗ ସତ ହୋଇଛି। ଅଭିଯୋଗ କ୍ରମେ ମିଳିଲା ମୋବାଇଲ୍ ଫୋନ୍ ର ଅଂଶ ବିଶେଷ। ଦର ପୋଡ଼ା ମୋବାଇଲକୁ ଉଦ୍ଧାର କରିଛି ପୋଲିସ। ତଦନ୍ତ ପରେ ସାମ୍ନାକୁ…

ରାଜ୍ୟରେ ଶୀତର ଲହରୀ, ୧୦ ଡିଗ୍ରୀ ତଳେ ରହିଛି ଅଧିକାଂଶ ସହରର ରାତିର ତାପମାତ୍ରା

ରାଜ୍ୟରେ ଜାରି ରହିଛି ଶୀତର ଲହରୀ । ଆଗାମୀ ୪ରୁ ୫ ଦିନ ଯାଏଁ ଏଭଳି ପାଗ ଲାଗି ରହିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବା ବେଳେ…

ସାକ୍ଷୀଗୋପାଳ ମନ୍ଦିରରୁ ଚୋରି: ସିସିଟିଭିକୁ ଭାଙ୍ଗି ସୁନାରୁପା ଅଳଙ୍କାର ଓ ହୁଣ୍ଡିରୁ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଓଡିଶା ଭାସ୍କର: ଓଡିଶାର ପ୍ରସିଦ୍ଧ ବୈଷ୍ଣବ କ୍ଷେତ୍ର ସାକ୍ଷୀଗୋପାଳ ମନ୍ଦିରରୁ ଗତକାଲି ବିଳମ୍ବିତ ରାତ୍ରିରେ ଚୋରି ହୋଇଥିବା ଜଣାପଡିଛି। ଏହି ଖବର ସାମ୍ନାକୁ ଆସିବା ପରେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ତେବେ…

ପୁଣି ମୁଣ୍ଡ ନେଲା ଝାଡ଼ାବାନ୍ତି; ୩ ଦିନରେ ମଲେଣି ୫ ଜଣ, ୨୦୦ ରୁ ଅଧିକ ଚିକିତ୍ସାଧୀନ

ରାଉରକେଲା: ସୁନ୍ଦରଗଡ଼ରେ ଅସମ୍ଭାଳ ହେଲାଣି ଝାଡ଼ାବାନ୍ତି, ରାଉରକେଲା ସହରରେ ବ୍ୟାପୁଛି ଝାଡ଼ାବାନ୍ତି। ଆଜି ପୁଣି ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ। ମୃତକ ଗାନ୍ଧିରୋଡ୍ ଅଞ୍ଚଳର ଅତୁଲ କିଷାନ ବୋଲି ଜଣାପଡ଼ିଛି।…

କୁଏତର ଶାସକଙ୍କ ଦେହାନ୍ତକୁ ନେଇ ଏକ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କଲେ ଭାରତ ସରକାର, ଅର୍ଦ୍ଧ ନମିତ ରହିବ ଜାତୀୟ ପତାକା

ନୂଆଦିଲ୍ଲୀ: କୁଏତର ଶାସକ ଆମୀର ଶେଖ ନୱାଫ ଅଲ ଅହମ୍ମଦ ଅଲ ସବାଙ୍କ ଦେହାନ୍ତଙ୍କକୁ ନେଇ ଏକ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି ଭାରତ ସରକାର। ଆସନ୍ତା ରବିବାର (୧୭ ଡିସେମ୍ବର)ତାରିଖ ଦିନରେ ଏହି ଶୋକ ପାଳନ…

ଚଳନ୍ତା ବସରେ ଯୁବତୀଙ୍କୁ ଦୁଷ୍କର୍ମ କଲା ଡ୍ରାଇଭର; ହାଇ ଭଲ୍ୟୁମ୍‌ରେ ଗୀତ ବଜାଇ ଗାଡ଼ି ଚଳାଉଥିଲା କଣ୍ଡକ୍ଟର

ଜୟପୁର: ଚଳନ୍ତା ବସରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। କାନପୁରରୁ ଜୟପୁର ବସ୍ ରେ ଯାଉଥିଲେ ଜଣେ ଯୁବତୀ। ଡିସେମ୍ବର ୯ ତାରିଖରେ ଘଟିଥିଲା ଏହି ଘଟଣା। ଯୁବତୀଙ୍କ ରିପୋର୍ଟ ଆଧାରରେ ଏକ ମାମଲା…